Daily Archives

June 21, 2022

ରାଜଧାନୀରେ ବିଏମସିର ୟୁପି ଷ୍ଟାଇଲ: ଦୁର୍ବୃତଙ୍କ ଦୋକାନ ଉପରେ ଚାଲିଲା ବୁଲଡୋଜର

କନକ ବ୍ୟୁରୋ: ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ଡେଲଟା ଛକରେ ଆତଙ୍କ ଖେଳାଇଥିବା ଦୁର୍ବୃତଙ୍କ ଦୋକାନ ଉପରେ ବୁଲଡୋଜର ଚାଲିଛି । ରାସ୍ତାକଡରେ ଦୋକାନ କରି ଅଂଚଳରେ ଆତଙ୍କ ଖେଳାଉଥିବା ଦୁର୍ବୃତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସରକାରୀ ଜମିକୁ ଜବରଦଖଲ କରି ଅଂଚଳରେ…

ଯୋଗାସନ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି: ବିଶ୍ୱକୁ ଦେଲେ ଆରୋଗ୍ୟ ରହିବାର ମନ୍ତ୍ର

କନକ ବ୍ୟୁରୋ: ଭାରତ ସମେତ ସାରା ବିଶ୍ୱ ପାଳନ କରିଛି ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ବିଶ୍ୱ ଯୋଗ ଦିବସରେ କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଯୋଗର ଧୁମ ଦେଖିବାକୁ ମିଳିଛି । ବିଶ୍ୱ ଯୋଗ ଦିବସରେ କର୍ଣ୍ଣାଟକର ମହୀଶୂର ରାଜପ୍ରାସାଦ ଗାର୍ଡେନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ…

ୱେବସିରିଜ ଗ୍ୟାଙ୍ଗସ ଅଫ୍ ପୁରୀକୁ ନେଇ ବଢ଼ୁଛି ଚର୍ଚ୍ଚା: ପୁରୀର ପାରମ୍ପରିକ ଭାଷା ଓ ଚଳଣିକୁ ନେଇ ନିର୍ମାଣ ହୋଇଛି…

କନକ ବ୍ୟୁରୋ: କ୍ରାଇମ ଓ ଆକ୍ସନ ଭରା ୱେବ ସିରିଜ ‘ଗ୍ୟାଙ୍ଗସ ଅଫ ପୁରୀ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ୱେବସିରିଜିରେ ସଂସ୍କୃତିର ସହର ପୁରୀର ଜୀବନକୁ ଅତି ସରଳ ଓ ସୁନ୍ଦର ଢଙ୍ଗରେ ପ୍ରସ୍ତୁତ କରି ଦର୍ଶକଙ୍କ ପାଖରେ ପଂହଚାଇଛି ଓଟିଟି ପ୍ଲାଟଫର୍ମ ‘କଂଚାଲଙ୍କା" । ଏଥିରେ ପାପ-ପୁଣ୍ୟ,…

ଉଦ୍ଧବ ଠାକରେଙ୍କୁ ଏକନାଥ ସିନ୍ଦେଙ୍କ ଉପଦେଶ, ବିଜେପି ସହ ମେଣ୍ଟ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ମହାରାଷ୍ଟ୍ର ମହାବିକାଶ ଅଗାଡି ସରକାର ଏବେ ଅଡୁଆରେ ପଡିଛି । ଶିବସେନା ବିଧାୟକ ଦଳ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ଏବେ ଦଳ ଭିତରେ ରହି ବିଦ୍ରୋହ କରିଛନ୍ତି । ସେ କିଛି ବିଧାୟକଙ୍କୁ ନେଇ ଏବେ ସୁରଟର ଏକ ହୋଟେଲରେ ଥିବା କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।…

ସରିଲା ଅଙ୍କକଷା, ବିରୋଧୀ ମେଂଟ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ନାଁ ଘୋଷଣା: ଜୁନ ୨୭ରେ ନାମାଙ୍କନ ଦାଖଲ କରିପାରନ୍ତି…

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ମିଳିତ ଭାବେ ବରିଷ୍ଠ ରାଜନେତା ଯଶୱନ୍ତ ସିହ୍ନାଙ୍କ ନାଁ ଉପରେ ମୋହର ମାରିଛନ୍ତି । ମଙ୍ଗଳବାର କଂଗ୍ରେସ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀରେ ଯଶୱନ୍ତ ନାଁ ଘୋଷଣା କରିଛନ୍ତି । ଯଶୱନ୍ତଙ୍କ ନାଁକୁ ୧୯ ବିରୋଧୀ ଦଳ ସମର୍ଥନ ରହିଛି…

ମହାରାଷ୍ଟ୍ର ରାଜନୀତିରେ ହଲଚଲ: ୨୦ରୁ ଉର୍ଦ୍ଧ ବିଧାୟକଙ୍କ ସହ ଏକନାଥ ସିନ୍ଦେ ଆତ୍ମଗୋପନ ପରେ ରାଜ୍ୟ ରାଜନୀତିରେ ହଟଚମଟ 

କନକ ବ୍ୟୁରୋ: ମହାରାଷ୍ଟ୍ର ବିଧାନ ପରିଷଦ ବା ଏମ୍ଏଲ୍ସି ନିର୍ବାଚନ ପରେ ରାଜନୈତିକ ସଂକଟ । ଏମ୍ଏଲ୍ସି ନିର୍ବାଚନ ପରେ ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ୨୦ରୁ ଅଧିକ ନେତାଙ୍କ କୌଣସି ଖୋଜଖବର ନଥିବା ନେଇ ଚର୍ଚ୍ଚା । ସେ କିଛି ବିଧାୟକଙ୍କ ସହ ଗୁଜରାଟର ସୁରଟରେ…