Daily Archives

June 21, 2022

ରହସ୍ୟ ଘେରରେ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ମୃତ୍ୟୁ । ମୃତ୍ୟୁ ପୂର୍ବରୁ ରଶ୍ମିଙ୍କ ଆକାଉଣ୍ଟକୁ ଆସିଥିଲା ଟଙ୍କା ।

କନକ ବ୍ୟୁରୋ: କିପରି ଓ କେଉଁ ପରିସ୍ଥିତିରେ ରଶ୍ମିରେଖା ଆତ୍ମହତ୍ୟା କଲେ ଏହାକୁ ନେଇ ବଢିବାରେ ଲାଗିଛି ସନ୍ଦେହ । ଗୋଟିଏ ପଟେ ପରିବାର ଲୋକେ ରଶ୍ମିଙ୍କ ସ୍ୱାମୀ ସନ୍ତୋଷ ପଣ୍ଡାଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ । ତ ଅନ୍ୟପଟେ ରଶ୍ମିରେଖାଙ୍କ ବ୍ୟାଙ୍କ ଆକାଉଣ୍ଟ ଭିନ୍ନ ମୋଡ ଆଣିଛି । ମୃତ୍ୟୁ…

ମୋବାଇଲରେ ଘୁରି ବୁଲୁଛି ମହାପ୍ରଭୁଙ୍କ ବ୍ୟଙ୍ଗଚିତ୍ର । ଫଟୋରେ ଶ୍ରୀବିଗ୍ରହଙ୍କୁ ବ୍ୟଙ୍ଗାତ୍ମକ ଭାବେ ପରିବେଷଣକୁ…

କନକ ବ୍ୟୁରୋ: ବଡଠାକୁରଙ୍କ ବିକୃତ ଫଟୋକୁ ନେଇ ତେଜୁଛି ବିବାଦ । ମହାପ୍ରଭୁଙ୍କ ଅଣସର ବାସ ସମୟର କିଛି ବ୍ୟଙ୍ଗାତ୍ମକ କାର୍ଟୁନ କରି ସୋସିଆଲ ମିଡିଆରେ ସେୟାର କରିଛି ଲୁଧିଆନା ଇସ୍କନ । ଆଉ ଏହି କାର୍ଟୁନ୍ ଫଟୋରେ ମହାପ୍ରଭୁଙ୍କ ହାତ ଥିବା ଦର୍ଶାଯାଇଥିବାବେଳେ ଶ୍ରୀଜଗନ୍ନାଥଙ୍କ ମୁହଁରେ…

ଆନ୍ତର୍ଜାତୀୟ ଯୋଗଦିବସ : ମିଳିତ ଭାବେ ପାଳନ କଲେ ବେଦାନ୍ତ, ଭକ୍ତି ବେଦାନ୍ତ ଓ ଆମ୍ରି ହସ୍ପିଟାଲ

କନକ ବ୍ୟୁରୋ : ଚଳିତ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ବେଦାନ୍ତ ଆଲୁମିନିୟମ, ଭକ୍ତି ବେଦାନ୍ତ ଇନଷ୍ଟିଟ୍ୟୁଟ ଓ ଆମ୍ରି ହସ୍ପିଟାଲସ ତରଫରୁ ଯୋଗଦିବସ ପାଳନ କରାଯାଇଥିଲା । ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ସମ୍ପୃକ୍ତ ସଂସ୍ଥା ଗୁଡିକର ସଦସ୍ୟମାନେ ବହୁସଂଖ୍ୟାରେ ଅଂଶଗ୍ରହଣ…

ରୋମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧୀ ମୂର୍ତ୍ତିରେ କଲେ ପୁଷ୍ପମାଲ୍ୟ ଅର୍ପଣ

କନକ ବ୍ୟୁରୋ: ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରୋମସ୍ଥିତ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ବାର୍ତ୍ତା ପାଳନ କରିବା ପାଇଁ ବଡ ସନ୍ଦେଶ ଦେଇଛନ୍ତି  । ଏଥିସହ ଗାନ୍ଧୀ ମୂର୍ତ୍ତି ନିକଟରେ…

ଉଗ୍ର ହେଉଛି କଂଗ୍ରେସର ପ୍ରତିବାଦ, ମହିଳା ପୋଲିସକର୍ମୀଙ୍କ ଉପରକୁ ଛେପ ପକାଇଲେ କଂଗ୍ରେସ ନେତ୍ରୀ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କରିବା ନେଇ କଂଗ୍ରେସର ପ୍ରଦର୍ଶନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ସାରା ଦେଶରେ କଂଗ୍ରେସ କର୍ମୀମାନେ ଇଡି ଅଫିସ ସମ୍ମୁଖରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଇଡି ଅଫିସ ସାମ୍ନାରେ କଂଗ୍ରେସ ପ୍ରଦର୍ଶନ…

ସଙ୍କଟରେ ମହାରାଷ୍ଟ୍ରର ମହାମେଣ୍ଟ ସରକାର । ଶିବସେନାର ୨୦ରୁ ଅଧିକ ବିଧାୟକ ଗୁଜୁରାଟରେ ଏକାଠି ହେବା ପରେ ଜୋର ଧରିଲା…

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତି ହଙ୍ଗାମା ସାରା ଦେଶରେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ବିଧାନ ପରିଷଦ ନିର୍ବାଚନ ବିଜୟ ପରେ ରାଜ୍ୟରେ ଶାସକ ଦଳର ପ୍ରମୁଖ ନେତା ଏକନାଥ ସିନ୍ଦେ ଏବଂ ଆଉ କିଛି ବିଧାୟକ ଏବେ ସୁରତରେ ଅଛନ୍ତି । ଆଉ ଏହି ବିଧାୟକ ସରକାର ଭାଙ୍ଗିବାରେ ଗୋଟିଏ ପ୍ରମୁଖ ଭୂମିକା…