Daily Archives

June 10, 2022

ରାଜଧାନୀ ଭୁବନେଶ୍ୱରରେ ପୁଣି ଗଛ କଟା। କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଚ୍ୟୁଟ ପାଇଁ ଚାଲିଛି ଗଛ କଟା।

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୁଣି ଗଛ କଟା । ବଳି ପଡ଼ିଲା ୩ଶହ ଗଛ । ବିଧାୟକଙ୍କ ସୌଧ ନିର୍ମାଣ ପାଇଁ ବଡ଼ ବଡ଼ ଗଛ କଟାକୁ ନେଇ ବିବାଦ ଥମିନଥିବା ବେଳେ ଭୁବନେଶ୍ୱରରେ ପୁଣି କଟା ହେଲା ଗଛ । ଏଥର କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଚ୍ୟୁଟ ପାଇଁ ଗଛ କଟା ଚାଲିଛି । ପିଜି…

ତୁଟୁନି ବର୍ଷା-ଅନୁଭବ ବିବାଦ । ଅନୁଭବଙ୍କ ବିରୋଧରେ ପୁଣି କୋର୍ଟକୁ ଗଲେ ବର୍ଷା ପ୍ରିୟଦର୍ଶିନୀ ।

କନକ ବ୍ୟୁରୋ: ବର୍ଷା-ଅନୁଭବ ବିବାଦ ଚରମସୀମାରେ ଥିବା ବେଳେ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ସୋସିଆଲ ମିଡିଆ ମାଧ୍ୟମରେ ଅନୁଭବ ତାଙ୍କର ସମ୍ମାନହାନୀ କରୁଥିବା ବର୍ଷା ଅଭିଯୋଗ ଆଣିଛନ୍ତି । ହାଇକୋର୍ଟଙ୍କ ତାଗିଦ ପରେ ଅନୁଭବ ବର୍ଷାଙ୍କ ନାଁ ନେଇ ଭିଡିଓ କରିବା ବନ୍ଦ କରିଦେଇଥିଲେ ।…

କିଏ ହେବେ ରାଷ୍ଟ୍ରପତି ପ୍ରାର୍ଥୀ? ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।  ଏନଡିଏ ପ୍ରାର୍ଥୀ…

କନକ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ, ଆରିଫ୍ ମହମ୍ମନ ଖାନ ଓ କେ ଶିବନ । ଏହି ଚେହେରାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । କୁହାଯାଇଛି, ଏହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ଏନଡିଏ । ଦ୍ରୌପଦୀ ମୁର୍ମୁ: ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ । ଜଣେ…

ନୂଆ ପିସିସି ସଭାପତିଙ୍କୁ ଜୋରଦାର ସ୍ୱାଗତ। କଂଗ୍ରେସ ଭବନରେ ବିଧିବଦ୍ଧ ଦାୟିତ୍ୱ ହସ୍ତାନ୍ତର କଲେ ବିଦାୟୀ ସଭାପତି।

କନକ ବ୍ୟୁରୋ: ପିସିସି ସଭାପତି ନିଯୁକ୍ତ ହେବା ପରେ ଦିଲ୍ଲୀରୁ ରାହୁଲ ଗାନ୍ଧୀଙ୍କୁ ଭେଟି ଭୁବନେଶ୍ୱର ଫେରିଛନ୍ତି ଶରତ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରେ ନୂଆ ପିସିସି ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ବିଶାଳ ପଟୁଆରରେ ପହଁଞ୍ଚିଥିଲେ କଂଗ୍ରେସ ନେତା ଓ କର୍ମୀ । ଏକ ରାଲିରେ…

ବାରବାଟୀ କାଉଣ୍ଟରରୁ ଟିକେଟ କିଣାକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ଧନୀଙ୍କ ପାଇଁ ଧାଡିରେ ଲାଗିଥିଲେ ମଜୁରିଆ ।

କନକ ବ୍ୟୁରୋ: ଗୁରୁବାର ଦିନ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଶେଷ ହୋଇଛି । ୯ ଓ ୧୦ ତାରିଖରେ ବିକ୍ରି ହେବାକୁ ଥିବା ସମସ୍ତ ୧୨ ହଜାର ଟିକେଟ କେବଳ ୯ ତାରିଖରେ ବିକ୍ରି ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଏବେ ବି ଟିକେଟ ମିଳୁଛି ଆଉ କଳାବଜାର କରୁଥିବା ଲୋକେ ଏହି ଟିକେଟ ସବୁକୁ…

ଖେଳାଳିଙ୍କ ପାଇଁ ମେ’ ଫେୟାର ହୋଟେଲରେ ବଡ଼ ପ୍ରସ୍ତୁତି । ଓଡ଼ିଆ ଖାଦ୍ୟ ସହ ଭଳିକି ଭଳି ରେସିପି, ମେନ୍ୟୁରେ ନାହିଁ ରେଡ୍…

କନକ ବ୍ୟୁରୋ: ଦୀର୍ଘ ୨ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ହେଉଥିବା ବେଳେ ଖାଲି କ୍ରୀଡ଼ାପ୍ରେମୀ ନୁହେଁ ଓଡ଼ିଶାର ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି । ଏସବୁ ଭିତରେ ଆସିଥିବା ଖେଳାଳିମାନେ କ’ଣ ଖାଇବେ, କ’ଣ ନଖାଇବେ, ତାକୁ ନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ମେନୁ…