Daily Archives

June 8, 2022

କ୍ୟାନସର୍ ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଔଷଧରେ ଭଲ ହୋଇପାରିବ ମାରାତ୍ମକ କ୍ୟାନସର ରୋଗ ।

କନକ ବ୍ୟୁରୋ: କର୍କଟ ରୋଗ ନାଁ ଶୁଣିଲେ ମନ ଭିତରେ ଏକ ଅଜବ ଭୟ ଆସିଥାଏ । ଏହି ରୋଗ ଥରେ ଚିହ୍ନଟ ହେବା ମାତ୍ରକେ ଜୀବନ ଚାଲିଯିବାର ଆଶଙ୍କା ଦେଖା ଦେଇଥାଏ । କିନ୍ତୁ ଏବେ ମେଡିସିନ ଦ୍ୱାରା ଏହି ମାରାତ୍ମକ ରୋଗ ଭଲ ହୋଇପାରିବ । ଆଉ ଏହା ପ୍ରମାଣିତ ମଧ୍ୟ ହୋଇଛି । କଥାଟି ବିଶ୍ୱାସ ହେଉନଥିଲେ ସତ…

ଗୁଳି ଖାଇ ଜଙ୍ଗଲରେ ପଡିରହିଛି ଆହତ ଦନ୍ତା । ଦେହରେ ଲାଗିଛି ୫ଟି ଗୁଳି । ବନବିଭାଗ ଓ ଡାକ୍ତରୀ ଟିମର ଚିକିତ୍ସା ଜାରି

କନକ ବ୍ୟୁରୋ: ଗୁଳିମାଡରେ ଛଟପଟ ହେଉଛି ହାତୀ । କଟକ ନରସିଂହପୁରରେ ୧୫ ଦିନ ହେବ ଗୁଳି ଖାଇ ବୁଲିବା ପରେ ବନବିଭାଗ ଆକ୍ସନକୁ ଆସିଛି । ହାତୀକୁ ଔଷଧ ଓ ସାଲାଇନ ଦିଆଯାଇ ସୁସ୍ଥ କରିବାକୁ ଉଦ୍ୟମ ହେଉଛି । ହାତୀ ଦେହରେ ୫ ଗୁଳି ବାଜିଛି । ବଡ ପ୍ରଶ୍ନ ହେଉଛି, ହାତୀକୁ ଗୁଳି ମାରିଲା କିଏ?…

ଧୋକାଦେଉଛି ମୌସୁମୀ, ସାରା ରାଜ୍ୟରେ ଅସହ୍ୟ ତାତି । ଓଡ଼ିଶାକୁ ବିଳମ୍ବ ହୋଇପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରବାହ ।

କନକ ବ୍ୟୁରୋ: ଆକାଶରୁ ଯେଭଳି ନିଆଁ ବର୍ଷା ହେଉଛି, ତାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ମୌସୁମୀ ଆସିବାକୁ ଆହୁରି ସମୟ ବାକିଅଛି । ଏଥର ମୌସୁମୀ ଆଗୁଆ ଆସିବ ଏବଂ ପ୍ରାକ ମୌସୁମୀ ବର୍ଷାରେ ଓଡିଶା ଭିଜିବ ବୋଲି ପାଣିପାଗ ବିଭାଗ ଯେଉଁ ଆକଳନ କରିଥିଲା ତାହା ବର୍ତମାନ ସୁଦ୍ଧା ଭୁଲ ପ୍ରମାଣିତ…

ଏ ସି ବି ଏସ ପି ଦକ୍ଷିଣ ଏସିଆ କାଉଁସିଲର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ପଟ୍ଟନାୟକ, ଆନ୍ତର୍ଜାତୀକି ସଭାପତି ଜେଫ୍ରି…

କନକ ବ୍ୟୁରୋ : ବିଶିଷ୍ଟ ଶିକ୍ଷାବିତ୍ ତଥା ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର୍ ବିଶ୍ୱଜିତ୍ ପଟ୍ଟନାୟକ, ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଓ କୁଳାଧ୍ୟକ୍ଷ, ଯୁକ୍ତ ରାଷ୍ଟ୍ର ଆମେରିକାର ଆକ୍ରେଡିଟେସନ କାଉନସିଲ୍ ଅଫ ବିଜନେସ ସ୍କୁଲସ୍ ଏଣ୍ଡ ପ୍ରୋଗ୍ରାମସର (ଏ ସି ବି ଏସ ପି) ଦକ୍ଷିଣ…

ପୁଣି ରେପୋ ରେଟ୍ ବଢ଼ାଇଲା ରିଜର୍ଭ ବ୍ୟାଙ୍କ । ବଢ଼ିବ ଗୃହ ଋଣ, କାର ଋଣ, ସୁନା ଋଣର ମାସିକ କିସ୍ତି

କନକ ବ୍ୟୁରୋ: ଅଳ୍ପ କିଛି ଦିନର ବ୍ୟବଧାନ ପରେ ପୁଣି ସୁଧହାର ବଢାଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇର ମନିଟାରି ପଲିସି ମିଟିଙ୍ଗରେ ରେପୋ ରେଟକୁ ୫୦ ବେସିସ୍ ପଏଣ୍ଟ ବା ୦.୫ ପ୍ରତିଶତ ବଢ଼ାଇବାକୁ ନିଷ୍ପତି ନିଆଯାଇଛି । ରେପୋ ରେଟର ଅର୍ଥ ହେଉଛି ବ୍ୟବସାୟିକ ବ୍ୟାଙ୍କଗୁଡିକୁ ଯେଉଁ…

ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପଙ୍କୁ ଭେଟିପାରନ୍ତି ନବୀନ । ରୋମ ଗସ୍ତ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।

କନକ ବ୍ୟୁରୋ: ୧୦ ବର୍ଷ ପରେ ବିଦେଶ ଯାଉଛନ୍ତି ନବୀନ ଆଉ ଇଟାଲୀ ଗସ୍ତ କରି ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଗଣମାଧ୍ୟମରେ ଏବେ ଏଭଳି ଚର୍ଚ୍ଚା ଚାଲିଛି । ଚଳିତ ମାସ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ଯିବା ନେଇ ଚର୍ଚ୍ଚା ହେଉଛି…