Daily Archives

June 7, 2022

ଗରିବ କିଏ? କାହାକୁ ଗରିବର ଟ୍ୟାଗ୍ ଦେଲା ବିଶ୍ୱବ୍ୟାଙ୍କ, ଆପଣ ନାହାନ୍ତି ତାଲିକାରେ?

କନକ ବ୍ୟୁରୋ : କାହାକୁ କହିବା ଗରିବ, ଏନେଇ ମାନକ ଧାର୍ଯ୍ୟ କଲେ ବିଶ୍ୱବ୍ୟାଙ୍କ । ଦାରିଦ୍ର୍ୟ ଗଣନା ପାଇଁ ଆଣିଲେ ନୂଆ ଗାଇଡଲାଇନ୍ । ଏହି ଗାଇଡଲାଇନ୍ ଅନୁସାରେ ଦୈନିକ ୧୬୭ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତି ଅତି ଗରିବ ଶ୍ରେଣୀରେ ଆସିବେ  । ଆଉ ଏହା ଅନେକ ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ…

ମଦବେପାରୀଙ୍କ ଠାରୁ ବଟି ନିଅନ୍ତି କି ପୋଲିସ? ବଟି ବଦଳରେ କଣ ସାହାଯ୍ୟ ପାଆନ୍ତି ମଦବେପାରୀ?

କନକ ବ୍ୟୁରୋ : ଅବକାରୀ ନୀରିକ୍ଷକ ନିଜ କଥାରୁ ଓହରିଗଲେ ବି ସେ ଯାହା କହିଥିଲେ, ତାହାର ସତ୍ୟତା ସମସ୍ତେ ଜାଣନ୍ତି । ଏବେ ନଜର ପକାନ୍ତୁ ପୋଲିସବାଲାଙ୍କୁ କାହିଁକି ବଟି ଦିଅନ୍ତି ମଦ ବେପାରୀ । ବାଲିପାଟଣାରେ ଘଟିଥିବା ସେହି ଘଟଣା ଉପରେ ନଜର ପକାଇଲେ ଆପଣ ଏହାକୁ ସହଜରେ ବୁଝିପାରିବେ ।…

କାଲି ଖୋଲିଥିଲେ ପୋଲିସ-ମାଫିଆଙ୍କ ମଧୁଚନ୍ଦ୍ରିକା ଗୁମର, ଆଜି କହିଲେ ମୁଁ ମାନସିକ ରୋଗୀ । ହଠାତ୍ କାହିଁକି ବଦଳିଗଲା…

କନକ ବ୍ୟୁରୋ : କାଲି କହିଥିଲେ ଆଉ ଆଜି ନିଜ କଥାରୁ ଓହରିଗଲେ । ପୋଲିସ ଓ ମଦ ମାଫିଆଙ୍କ ଅସାଧୁ ମଧୁଚନ୍ଦ୍ରିକାର ଗତକାଲି ପେଡି ଖୋଲିଥିଲେ ପୁରୀ ଅବକାରୀ ବିଭାଗ ନୀରିକ୍ଷକ ସଂଜୟ ପଣ୍ଡା । ଆଉ ଆଜି ନିଜେ ଭିଡିଓ ଜାରି କରି କହିଛନ୍ତି ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ କେଉଁ କଥା କେତେବେଳେ…

ଧମକପୂର୍ଣ୍ଣ ଚିଠି ପ୍ରସଙ୍ଗରେ ମୁହଁ ଖୋଲିଲେ ସଲମାନ ଖାନ୍ । ପୋଲିସକୁ କହିଲେ, ମୋତେ କୌଣସି ପ୍ରକାର ଧମକପୂର୍ଣ୍ଣ କଲ୍…

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନିଜେ ସଲମାନ ଖାନ । ପୋଲିସକୁ ନିଜର ଷ୍ଟେଟମେଣ୍ଟ ଦେଇ ସଲମାନ୍ କହିଛନ୍ତି, ତାଙ୍କୁ କୌଣସି ପ୍ରକାର ଧମକପୂର୍ଣ୍ଣ କଲ୍ ଆସିନି । ଏଥିସହିତ ଅତୀତରେ ମଧ୍ୟ କାହା ସହ ତାଙ୍କର କିଛି ବି ତିକ୍ତତା…

ଡଙ୍ଗାରେ ପାଠଗାର: ଭିତରକନିକା ଡାଙ୍ଗମାଳଠାରେ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ହୋଇଛି ବୋଟ୍ ଲାଇବ୍ରେରୀ

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ବୋଟ ଲାଇବ୍ରେରୀ । ଜାତୀୟ ଉଦ୍ୟାନ ଭିତରକନିକାର ଡାଙ୍ଗମାଳଠାରେ ବୋଟ ଲାଇବ୍ରେରୀ ଉଦ୍ଘାଟିତ ହୋଇଛି । କନିକା ସୁନ୍ଦରୀ ବୋଟକୁ ନୂଆ ରୂପ ଦିଆଯାଇଛି । ଡଙ୍ଗା ଭିତରେ ଥାକ କରି  ବିଭିନ୍ନ ବହି ରଖା ଯାଇଛି । ଭିତରକନିକା ପଶୁ ପକ୍ଷୀ, ବୃକ୍ଷଲତା, ଲୁଣା ଜଙ୍ଗଲ…

ସିଡିଏସ ନିଯୁକ୍ତି ପାଇଁ ବଦଳିଲା ନିୟମ । ଜାଣନ୍ତୁ ପ୍ରତିରକ୍ଷା ମନ୍ତ୍ରାଳୟର ନୂଆ ନିୟମ କଣ?

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରାଳୟ ସିଡିଏସ ନିଯୁକ୍ତି ସମ୍ବନ୍ଧୀୟ ନିୟମରେ ବଡ ଧରଣର ସଂଶୋଧନ କରିଛି । ଏଣିକି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ନିଯୁକ୍ତି ପାଇଁ ସରକାର ସେହି ଅଧିକାରୀଙ୍କୁ ବାଛିବେ ଯେଉଁମାନେ ଲେଫ୍ଟନାଣ୍ଟ ଜେନେରାଲଙ୍କ ସମକକ୍ଷ ବା ସେହି ରାଙ୍କର ଅଧିକାରୀ…