Daily Archives

June 7, 2022

ଅଭିଯୋଗ ଜଣାଇବା ପାଇଁ ଆମ୍ବୁଲାନ୍ସରେ ଆସିଲେ ଦିବ୍ୟାଙ୍ଗ: କହିଲେ, ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ବି ୨ ବର୍ଷ ହେଲା…

କନକ ବ୍ୟୁରୋ: ଜନଶୁଣାଣି ଶିବିରରେ ହଠାତ୍ ପହଂଚିଥିଲା ଏକ ଆମ୍ବୁଲାନ୍ସ । ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବା ପାଇଁ ଆମ୍ବୁଲାନ୍ସରେ ଆସିଥିଲେ ଜଣେ ଦିବ୍ୟାଙ୍ଗ ଯୁବକ । ନିଆଳି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ନିଜ ଅଭିଯୋଗ ଜଣାଇବା ପାଇଁ ଆମ୍ବୁଲାନ୍ସରେ…

ଜନ୍ମଦିନ ପାଲଟିଗଲା ଜୀବନର ଶେଷଦିନ: ପୁଅକୁ ଖୁସି କରିବାକୁ କେକ୍ ଆଣିବାକୁ ଯାଉଥିଲେ ମାଆ, ଦୁର୍ଘଟଣାରେ ଚାଲିଗଲା ଜୀବନ

କନକ ବ୍ୟୁରୋ: କିଏ ଜାଣିଥିଲା ଜନ୍ମ ଦିନ ପାଲଟିିଯିବ ଜୀବନର ଶେଷ ଦିନ । କେକ୍ ଆଣିବାକୁ ଯାଇଥିବା ଜଣେ ମାଆଙ୍କୁ ଜନ୍ମ ଦିନରେ ହିଁ କୋଳେଇ ନେବ ମୃତ୍ୟୁ । କେକ୍ କାଟିବା ବଦଳରେ ତାଙ୍କ କୋକେଇ ଉଠିବ । ମାଆ ଜନ୍ମଦିନରେ କେକ୍ କାଟିବା ପାଇଁ ଜିଦ୍ କରିଥିଲା ପୁଅ । ତେଣୁ ସ୍କୁଲ ସାରି କେକ୍ ପାଇଁ…

ସ୍ନାନ ମଣ୍ଡପରେ ୩-୪ରୁ ଘଣ୍ଟା ହାତୀବେଶ ଦର୍ଶନ କରିବେ ଭକ୍ତ: ସେପଟେ ରଥ କାମର ଅନୁଧ୍ୟାନ କଲେ ଗଜପତି ମହାରାଜ

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ରାଜାନ୍ଦ୍ରିଭିଷେକ ଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ନିର୍ଘଂଟ ନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା ଯାତ୍ରା ବ୍ୟବସ୍ଥା…

ଗୁଳି ଖାଇ ଜଙ୍ଗଲରେ ବୁଲୁଛି ଆହତ ଦନ୍ତା: ନରସିଂହପୁର ଜଙ୍ଗଲରେ ଆହତ ହାତୀକୁ ଦେଖିଛନ୍ତି ସ୍ଥାନୀୟ ଲୋକ

କନକ ବ୍ୟୁରୋ: ରାଜ୍ୟରେ ଅସୁରକ୍ଷିତ ହାତୀ । ନିକଟରେ ବୌଦ୍ଧର କିଛି ଜଙ୍ଗଲେ ହାତୀ ମୃତଦେହ ମିଳିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାରି ଭିତରେ ନରସିଂହପୁରରୁ ଆସିଛି ହାତୀକୁ ଗୁଳି ସଂପର୍କୀତ ଖବର । ଗୁଳି ଖାଇ ଆହତ ହୋଇଛି ଦନ୍ତା ହାତୀ । ଦେହରେ ୩ଟି ଗୁଳି ବାଜିଥିବା…

ଚିଲିକା ଜଳଯାତ୍ରା କରିବ ହାଉସ୍ ବୋଟ୍ ଗରୁଡ଼: ଏକାସାଙ୍ଗରେ ୬ଟି ଦମ୍ପତିଙ୍କ ରହଣୀ ପାଇଁ ବ୍ୟବସ୍ଥା

କନକ ବ୍ୟୁରୋ: ଖୁବଶୀଘ୍ର ଚିଲିକାରେ ଯାତ୍ରା କରିବ ହାଉସ୍ ବୋଟ୍ ‘ଗରୁଡ’ । ଡଙ୍ଗା ଘରେ ରହି ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଖୁବ୍ ସୁନ୍ଦର ଭାବେ ଅତ୍ୟାଧୁନିକ ଢଙ୍ଗରେ ଗରୁଡକୁ ପ୍ରସ୍ତୁତ କରାଯାଇଛି । ଓଡିଶା ପ୍ରର୍ଯ୍ୟଟନ ବିଭାଗ ଦ୍ୱାରା ଏହି ହାଉସ ବୋଟ୍…

ସଲମାନ ଖାନଙ୍କୁ ହତ୍ୟା ଧମକ ପରେ ବଢ଼ିଲା ପୋଲିସ ସୁରକ୍ଷା: କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ନଜର ଆସିଲେ ସଲମାନ

କନକ ବ୍ୟୁରୋ: ବଢିଲା ଅଭିନେତା ସଳମାନ୍ ଖାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି । ସଲମାନ ଖାନ୍ ଓ ତାଙ୍କ ବାପା ସଲିମ୍ ଖାନ୍ଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ର ଗୃହ ବିଭାଗ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଛି । ଏକ ପୋଲିସ ଟିମ୍ ତାଙ୍କ ଘରକୁ ଯିବା ସହ ବାହାରେ ମଧ୍ୟ ସୁରକ୍ଷା…