Daily Archives

June 6, 2022

ବଢିଲା ଅଭିନେତା ସଲମାନ ଖାନଙ୍କ ସୁରକ୍ଷା: ଗାଲେକ୍ସି ଆପାର୍ଟମେଂଟରେ ପହଁଚିଲା ମୁମ୍ବାଇ ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍

କନକ ବ୍ୟୁରୋ: ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନ ହତ୍ୟା ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି ।ପ୍ରଶଂସକଙ୍କଠୁ ନେଇ ସେଲିବ୍ରେଟି ସଲମାନଙ୍କ ସୁରକ୍ଷା ନେଇ ଯେତିକି ଚିନ୍ତାରେ ଅଛନ୍ତି ସେତିକି ଚିନ୍ତାରେ ପଡିଛି ମୁମ୍ବାଇ ପୁଲିସ । ଆଜି ସକାଳୁ ସଲମାନଙ୍କ…

ଅଭିନେତା ସଲମାନ ଖାନଙ୍କୁ ହୋଇଥିଲା ହତ୍ୟା ଷଡଯନ୍ତ୍ର! ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ହାତ ଥିବା ନେଇ ଜେରା କରୁଛି…

କନକ ବ୍ୟୁରୋ: ସଲମାନ ଖାନ ଓ ସଲିମ ଖାନଙ୍କୁ ହତ୍ୟାଧମକ ଦିଆଯାଇଥିବା ଚିଠି ସର୍ମ୍ପକରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀକୁ ସୋମବାର ଜେରା କରାଯାଇଥିବା ଜଣାପଡିଛି । ଧମକପୂର୍ଣ୍ଣ ଚିଠିର ଶେଷରେ ଏଲ.ବି ଲେଖାଯାଇଛି ।ଯାହା ଲରେନ୍ସ ବିଶ୍ନୋୟୀକୁ ଇସାରା କରୁଥିବା ସହେନ୍ଦ କରି ଦିଲ୍ଲୀ ପୁଲିସ…

ବାରବାଟୀ ଟି-୨୦: ମୁଖ୍ୟମନ୍ତ୍ରୀ ଟିକେଟ କିଣିଲେ, ଟଙ୍କା ଦେଲେ । 

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଟିକେଟ କିଣିଲେ, ଟଙ୍କା ଦେଲେ । ବାରବାଟୀ ଟି-୨୦  ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ କିଣିଛନ୍ତି । ଓସିଏ ସମ୍ପାଦକ ସଞ୍ଜୟ ବେହେରା, ସଭାପତି ପଙ୍କଜଲୋଚନ ମହାନ୍ତି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି । ତେବେ…

ଠକେଇର ନୂଆ ତରିକା, ଜମି ଦଲାଲ ସାଜି କୋଟି କୋଟି ଟଙ୍କା ଚୂନା ଲଗାଇଲା ଠକ। ମୋଷ୍ଟ ୱାଣ୍ଟେଡ  କମିସନରେଟ୍ ପୁଲିସ ।

କନକ ବ୍ୟୁରୋ: ଗୋଡ ଉପରେ ଗୋଡ ପକାଇ ହାତରେ ବଣ୍ଡଲ ବଣ୍ଡଲ ଟଙ୍କା ଧରିଛନ୍ତି । ଗୋଟିଏ ପରେ ଗୋଟିଏ ବିଡା ଗଣିଚାଲିଛନ୍ତି । ଯେମିତି ହିସାବ ଭୁଲ ନ ହୁଏ ଟଙ୍କାକୁ ଭଲ କରି ଗଣୁଛନ୍ତି ବାବୁଜଣକ । ଆଉ ସାଇତିକରି ସୋଫା କୋଣରେ ଗୋଟିଏ ପରେ ଗୋଟିଏ ଟଙ୍କା ବଣ୍ଡଲକୁ ରଖୁଛନ୍ତି । ଏମିତି କରୁଥିବା ଏହି…

ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ନିକଟରେ କରିହେବନି ନିର୍ମାଣ। ଏକ କିଲୋମିଟର ପରିଧି ହେବ ଇକୋ ସେନସିଟିଭ ଜୋନ।

କନକ ବ୍ୟୁରୋ: ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନର ୧ କିଲୋମିଟର ପରିଧିକୁ ଇକୋ ସେନସିଟିଭ୍ ଜୋନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବଫର ଜୋନ ଥିଲେ ବି ତାର ପରିସୀମାକୁ ଅତିକମରେ ଏକ କିଲୋମିଟର କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।  ଏହି ନିର୍ଦ୍ଦେଶ ଅନୁଯାୟୀ ଏହି ପରିଧି ଭିତରେ…

ଭୁବନେଶ୍ୱରର ଭୂତଳ ଜଳସ୍ତରର ସାଂଘାତିକ ଚିତ୍ର। ହ୍ରାସ ପାଉଛି ୧ରୁ ୪ ମିଟର ପର୍ଯ୍ୟନ୍ତ ଭୂତଳ ଜଳସ୍ତର।

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରରେ ଭୂତଳ ଜଳସ୍ତର ଉଦବେଗଜନକ ଭାବରେ ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ନିକଟରେ ଜାରି କରାଯାଇଥିବା ରିପୋର୍ଟରୁ ମିଳିଛି ଏମିତି ସାଂଘାତିକ ତଥ୍ୟ । ୨୦୧୯ ଓ ୨୦୨୦ ମସିହାରେ କରାଯାଇଥିବା ସର୍ଭେରେ ଯେଉଁ ସତ…