Daily Archives

June 4, 2022

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ନେଇ ଦାମ ରାଉତଙ୍କ ପ୍ରତିକ୍ରିୟା: କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିବ କିଏ?

କନକ ବ୍ୟୁରୋ: ମନ୍ତ୍ରୀମଣ୍ଡଳ ନବକଳେବର ନେଇ ବରିଷ୍ଠ ନେତା ଦାମ ରାଉତଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ରଖି କହିଲେ, ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଚାରକ । ରିପୋର୍ଟ କାର୍ଡ ଆଧାରରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରାଯାଏ । ସରକାର କିମ୍ବା ପାର୍ଟିର କିଛି ଲାଭ ହେବନି । ମୋ ସରକାର ପାଇଁ ଶୁଭଙ୍କର…

ପଞ୍ଜାବ କଂଗ୍ରେସକୁ ବଡ ଝଟକା, ଅମିତ ଶାହାଙ୍କ ଉପସ୍ଥିିିତିରେ ବିଜେପିରେ ଯୋଗ ଦେଲେ ୫ ବଡ ନେତା

କନକ ବ୍ୟୁରୋ : କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ୫ ଜଣ ବରିଷ୍ଠ କଂଗ୍ରେସ ନେତା । ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କଂଗ୍ରେସର ୪ ଜଣ ବରିଷ୍ଠ ନେତା ଓ ଜଣେ ପୂର୍ବତନ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ…

ଡିସିଜିଆଇର ଅନୁମତି, ବୁଷ୍ଟର ଡୋଜରେ ସାମିଲ ହେବ କୋର୍ବେଭାକ୍ସ

କନକ ବ୍ୟୁରୋ : ବାୟୋଲୋଜିକାଲ ଇ-ଲିମିଟେଡର କରୋନା ଟିକା କୋର୍ବେଭାକ୍ସର ବ୍ୟବହାର ଜରୁରୀକାଳୀନ ସ୍ଥିତିରେ କୋଭିଡ -୧୯ର ବୁଷ୍ଟର ଡୋଜ ଭାବେ ବ୍ୟବହାର କରବାକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅର୍ଥାତ କୋଭିସିଲ୍ଡ କିମ୍ବା କୋଭାକ୍ସିନର ଉଭୟ ଖୋରାକ ନେଇ ସାରିଥିବା ୧୮ ବର୍ଷରୁ ଅଧିକ…

ଜୀ ସାର୍ଥକରେ ନୂଆ ରିୟାଲିଟି ଶୋ ‘ଦିଦି ନମ୍ବର ୱାନ୍’

କନକ ବ୍ୟୁରୋ: ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ ଛୁଇଁଛି ଜୀ ସାର୍ଥକ । ମହିଳାମାନଙ୍କ ପାଇଁ ଚ୍ୟାନେଲ ତରଫରୁ ପ୍ରସ୍ତୁତ ହୋଇଛି ନୂଆ ମନୋରଞ୍ଜନ କାର୍ୟ୍ୟକ୍ରମ ଯାହାର ନାଁ ରହିଛି "ଦିଦି ନମ୍ବର ୱାନ୍" । ଏହା ଗତ ମେ ୩୦ ତାରିଖରୁ ଏହାର ପ୍ରସାରଣ ହୋଇସାରିଛି । ଓଡ଼ିଆ…

ଉତ୍ତର ପ୍ରଦେଶ ହାପୁଡରେ ବଡ ଦୁର୍ଘଟଣା, ଫ୍ୟାକ୍ଟ୍ରିର ବଏଲର ଫାଟି ୬ ଶ୍ରମିକ ମୃତ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ହାପୁଡର ଏକ ଫ୍ୟାକ୍ଟ୍ରିରେ ବଏଲର ଫାଟି ଯିବାରୁ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହାସହ ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର ସୂଚନା ପାଇବା ପରେ ଘଟଣା ସ୍ଥଳରେ ଦମକଳବାହୀନି ଓ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ…

ବି.ଆଇ.ଆଇ.ଟି.ଏମ ମାର୍କେଟିଙ୍ଗ୍ କ୍ଲବ ପକ୍ଷରୁ କୁଇଜ୍ ପ୍ରତିଯୋଗିତା

କନକ ବ୍ୟୁରୋ: ବି.ଆଇ.ଆଇ.ଟି.ଏମ ମାର୍କେଟିଙ୍ଗ୍ କ୍ଲବ ଦ୍ୱାରା ଏକ ରୋମାଞ୍ଚକର କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏଥିରେ ବିଭିନ୍ନ ବ୍ରାଣ୍ଡ ମାନଙ୍କର ଅଡିଓ ଏବଂ ଭିଡିଓ ଦେଖାଯାଇଥିଲା, ଛାତ୍ରଛାତ୍ରୀ ମାନେ ଏହାକୁ କେଉଁ ବ୍ରାଣ୍ଡର ଚିହ୍ନଟ କରୁଥିଲେ । ପ୍ରଫେସର ଅଙ୍କିତା ଅଗ୍ରୱାଲ…