Daily Archives

June 4, 2022

ବାଚସ୍ପତି ରେସ: ଚର୍ଚ୍ଚାରେ ଏହି ୪ ନେତା। କାହାକୁ ମିଳିବ ସୁଯୋଗ ପଢନ୍ତୁ …

କନକ ବ୍ୟୁରୋ: ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେଇଥିବା ବେଳେ କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରେସରେ ୪ରୁ ଅଧିକ ବରିଷ୍ଠ ନେତା ଥିବା ବେଳେ ମହିଳା କାର୍ଡ ଖେଳିବା ନେଇ ସମ୍ଭାବନା…

ନବୀନଙ୍କ ନୂଆ ଟିମରେ କାହାକୁ ମିଳିବ ସ୍ଥାନ? ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଯାଉଛି ଫୋନ୍, ଜାଣନ୍ତୁ କେଉଁ ନେତାଙ୍କ ନାଁକୁ…

କନକ ବ୍ୟୁରୋ : ଇସ୍ତଫା ଦେଲେ ନବୀନଙ୍କ ସମସ୍ତ ମନ୍ତ୍ରୀ । ସବୁ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ଏହାସହ ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ । ଯେହେତୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ତେଣୁ କାହାକୁ ସୁଯୋଗ ମିଳିବ ତାହା ଉପରେ ପୂରା ରାଜ୍ୟବାସୀଙ୍କ ନଜର…

ପୂର୍ବ କେନ୍ଦ୍ରମନ୍ତ୍ରୀଙ୍କ ବୟାନ, ୩ ଘଣ୍ଟା ପାଇଁ ଋଷ-ୟୁକ୍ରେନ ଯୁଦ୍ଧ ରୋକିଥିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ କରି ଋଷ-ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ୩ ଘଣ୍ଟା ପାଇଁ ଅଟକାଇ ଦେଇଥିଲେ ବୋଲି ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପୂର୍ବ କେନ୍ଦ୍ରମନ୍ତ୍ରୀ ରବିଶଂକର ପ୍ରସାଦ କହିଛନ୍ତି କି ଭାରତୀୟ ଛାତ୍ରଙ୍କୁ…

ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ, ସବୁମନ୍ତ୍ରୀଙ୍କର ଇସ୍ତଫା। ଯୁବ, ମହିଳା ଓ ଆନୁଗତ୍ୟ ଥିବା ନେତାଙ୍କୁ ମିଳିବ…

କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ମନ୍ତ୍ରିମଣ୍ଡଳରୁ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ରାଜଭବନରେ ନୂଆମନ୍ତ୍ରିମଣ୍ଡଳ ଶପଥ ନେଇପାରନ୍ତି । ତେବେ ୨୦୨୪କୁ…

ନୂଆ ମନ୍ତ୍ରୀ ଆସନ୍ତାକାଲି ନେବେ ଶପଥ । ଆପଣଙ୍କ ମତରେ କାହାକୁ ମିଳିପାରେ ସୁଯୋଗ ।

କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରୀମଣ୍ଡଳରେ ହେବ ବଡ ପରିବର୍ତ୍ତନ । କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହା ଭିତରେ କିଛି ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ରଘୁନନ୍ଦନ ଦାସ,ପ୍ରେମାନନ୍ଦ ନାୟକ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲ୍ଲିକ ମନ୍ତ୍ରୀ ଇସ୍ତଫା ଦେଇ…

ପାରା ସୁଟିଂ ବିଶ୍ୱକପ ଖେଳିବାକୁ ଫ୍ରାନ୍ସ ଯାଉଥିବା ୬ ଭାରତୀୟ ଖେଳାଳୀଙ୍କୁ ମିଳିଲାନି ଭିସା, ସରକାରଙ୍କ ଉଦ୍ୟମ ବି ଫେଲ

କନକ ବ୍ୟୁରୋ : ଫ୍ରାନ୍ସରେ ଚାଲୁଥିବା ପାରା ସ୍ପୋର୍ଟସ୍ ବିଶ୍ୱକପରେ ଭାଗ ନେବାକୁ ଯାଉଥିବା ୬ ଭାରତୀୟ ଖେଳାଳୀଙ୍କୁ ଝଟକା ଲାଗିଛି । ଭାରତୀୟ ଦଳର ଏଡି ୬ ଜଣ ଖେଳାଳୀଙ୍କୁ ଫ୍ରାନ୍ସ ପାଇଁ ଭିସା ମିଳିନାହିଁ । ଏହି କାରଣରୁ ଏବେ ଏହି ୬ ଜଣ ଖେଳାଳୀ ପାରା ସ୍ପୋର୍ଟସ ବିଶ୍ୱକପରେ ଭାଗ ନେଇପାରି…