Daily Archives

May 12, 2022

ସମାରୋହରେ ଭାବବିହ୍ୱଳ ପ୍ରଧାନମନ୍ତ୍ରୀ ମୋଦି । ଦୃଷ୍ଟିବାଧିତ ବ୍ୟକ୍ତିଙ୍କର ସଂଘର୍ଷ କାହାଣୀ ଶୁଣି ସହୟତାର…

କନକ ବ୍ୟୁରୋ: ସରକାରୀ ଯୋଜନାର ହିତାଧୀକାରୀଙ୍କ ସହ ଆଲୋଚନା ସମୟରେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣେ ଅଳ୍ପ ଦୃଷ୍ଟି ଶକ୍ତି ଥିବା ହିତାଧୀକାରୀ ତାଙ୍କ ସମସ୍ୟା ଓ ସଙ୍ର୍ଘଷ ବିଷୟ ରେ ମୋଦୀଙ୍କୁ ବଖାଣିଥିଲେ । ଏବଂ ଏହି ସମୟରେ କିଛି ସମୟ ଯାଏଁ…

ଶ୍ରୀଲଙ୍କାରେ ଶପଥ ନେଲେ ନୂଆ ପ୍ରଧାନମନ୍ତ୍ରୀ । ରନିଲ ୱିକ୍ରମସିଂଘେଙ୍କ ହାତରେ ଲଙ୍କାର ଦାୟିତ୍ୱ । ସଂସଦରେ ଗୋଟିଏ ସିଟ…

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ଓ ରାଜନୈତିକ ସଙ୍କଟ ଭିତରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ରନିଲ ୱିକ୍ରମସିଂଘେ । କିଛି ସମୟ ପୂର୍ବରୁ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ପାଠ କରିଛନ୍ତି । ୟୁନାଇଟେଡ ନ୍ୟାଶନାଲ ପାର୍ଟିର ନେତା ପୂର୍ବରୁ ୫ଥର…

ଟମାଟୋ ଫ୍ଲୁ ନେଇ କେରଳରେ ଆତଙ୍କ: ୫ ବର୍ଷରୁ କମ୍ ବୟସର ଶିଶୁ ହେଉଛନ୍ତି ଅଧିକ ଆକ୍ରାନ୍ତ

କନକ ବ୍ୟୁରୋ: କରୋନାକୁ ନେଇ ଭୟ ଯାଇନଥିବା ବେଳେ କେରଳରେ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ । ବିଶେଷ କରି ଛୋଟ ଛୋଟ ପିଲାଙ୍କ ଠାରେ ଏହି ରୋଗ ଦେଖାଯାଉ ଥିବାରୁ ଚିନ୍ତା ବଢ଼ିଯାଇଛି । ୮୦ ଜଣ ପିଲାଙ୍କ ଠାରେ ଏହି ରୋଗ ଚିହ୍ନଟ ହୋଇଛି । କେରଳର କୋଲାମ ଜିଲ୍ଲାରେ ପ୍ରଥମେ ଚିହ୍ନଟ ହେବା ପରେ…

ପୂର୍ବ ପିସିବି ଚେୟାରମ୍ୟାନଙ୍କ ବୟାନ : କହିଲେ, ବିସିସିଆଇକୁ ଚଳାଉଛି ବିଜେପି’, ଯଦି ଖେଳିବାର ଅଛି ପାକିସ୍ତାନ ଆସ ।

କନକ ବ୍ୟୁରୋ : ‘ବିସିସିଆଇକୁ ବିଜେପି ଚଳାଉଛି’ ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଏହେସାନ ମନି । ଦୁଇ ପଡୋଶୀ ଦେଶ ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି କ୍ରିକେଟ ସିରିଜ ହୋଇନାହିଁ । ଏହାକୁ ନେଇ ସେ ଏଭଳି ମନ୍ତବ୍ୟ…

କାହାକୁ ଦିଳ୍ଲୀ ପଠାଇବେ ନବୀନ? ଯୁବ ଓ ମହିଳାଙ୍କୁ ଗୁରୁତ୍ୱ ଦେବେ କି ବିଜେଡି ସୁପ୍ରିମୋ?

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିସନ । ମେ’ ୨୪ ତାରିଖରେ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମେ’ ୩୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ଜୁନ ୧ ତାରିଖ ପ୍ରାର୍ଥିପତ୍ର ଯାଂଚ କରାଯିବ । ଜୁନ ୩ ତାରିଖ…

ବୋମା ପକାଉଥିଲେ ଅପରାଧୀ, ଗୁଳି ଫୁଟାଇଲା ପୋଲିସ । ଅଧରାତିରେ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ଆହତ,…

କନକ ବ୍ୟୁରୋ : ରାଜଧାନୀରେ ଦିନକୁ ଦିନ ଡକାୟତି, ଲୁଟ୍, ଛିନତାଇ ବଢ଼ୁଥିବାବେଳେ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୋଲିସ । ଗତ ରାତିରେ ଅପରାଧ ଘଟାଇବା ପାଇଁ ଏକାଠି ହେଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ଚକରା ଓ ତାଙ୍କ ଗ୍ୟାଙ୍ଗକୁ ଘେରିଯାଇଥିଲା ପୋଲିସ । ଆଉ ପୋଲିସ ଉପରକୁ ଆକ୍ରମଣ କରି…