Daily Archives

May 12, 2022

ସାମନାକୁ ଆସିଲା ସୁନେଲି ରଥର ସତ ।  ମିଆଁମାରରୁ ଶ୍ରୀକାକୁଲମ, ସମୁଦ୍ରରେ ୩ ହଜାର କିଲୋମିଟରର ଯାତ୍ରା । ଝଡ ବତାସରେ ବି…

କନକ ବ୍ୟୁରୋ : ଚାରିମାସ ଧରି ସମୁଦ୍ର ଭିତରେ ଯାତ୍ରା କରୁଥିଲା ସୁନେଲି ରଥ । ଗତକାଲି ଆନ୍ଧ୍ରର ଶ୍ରୀକାକୁଲମ କୂଳରେ ଲାଗିଥିବା ସୁନେଲି ରଥକୁ ନେଇ ବେଶ ଉତ୍କଣ୍ଠା ପ୍ରକାଶ ପାଇଥିଲା । ଏହାପରେ କନକ ନ୍ୟୁଜ୍ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ଏବଂ ଜଣାପଡିଥିଲା ଏହି ସୁନେଲି ରଥକୁ…

ମିଳିଥିଲା ଆଶ୍ୱସ୍ତି, ଏବେ ବଢିବ ତାତି । ପାଣିପାଗୀ ବିଜ୍ଞାନୀଙ୍କ ଆକଳନ ଚାଲିଗଲା ବାତ୍ୟା, ଏବେ କଲବଲ କରିବ ତାତି ।

କନକ ବ୍ୟୁରୋ : ବାତ୍ୟା ଚାଲିଯିବା ପରେ ଏବେ ତାତିକୁ ନେଇ ଭୟ । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଗକୁ ତାତି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରିକି ଆଭିନ୍ତରୀଣ ଓଡିଶାରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ଆଜି ମଧ୍ୟ ହଠାତ ପାଗରେ ପରିବର୍ତନ ଆସି,…

ବ୍ରଜରାଜନଗର ଉପ-ନିର୍ବାଚନ : କିଶୋରଙ୍କ ପାଇଁ ପ୍ରଚାର କରିବେ ଛତିଶଗଡ ମୁଖ୍ୟମନ୍ତ୍ରୀ, ଯୁବ ଭୋଟରଙ୍କ ଭୋଟ ହାତେଇବାକୁ…

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ । ଯେଉଁଥିରେ ଅନେକ ବଡ ଚେହେରାଙ୍କୁ ସାମିଲ କରାଯାଇଛି । ଖାସକରି ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କଂଗ୍ରେସର ଯୁବ ନେତା…

ପର୍ଯ୍ୟଟନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା: ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ…

କନକ ବ୍ୟୁରୋ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ଆଦି ସ୍ଥାନରେ ପର୍ୟ୍ୟଟନ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ସବୁ ସ୍ଥାନରେ ପର୍ୟ୍ୟଟନ ସହାୟକ ଭିତ୍ତିଭୂମି ପୂର୍ତ୍ତ ବିଭାଗ ମାଧ୍ୟମରେ ତ୍ୱରିତ କାର୍ୟ୍ୟାନ୍ୱୟନ ପାଇଁ…

ତାଳଚେର ମେଡିକାଲ କଲେଜ ଆରମ୍ଭ କରିବା ପ୍ରସ୍ତାବକୁ ମଞ୍ଜୁରୀ: ରାଜ୍ୟ ସରକାର ଓ ଏମସିଏଲର ଭାଗିଦାରୀରେ ଚାଲିବ କଲେଜ

କନକ ବ୍ୟୁରୋ: ତାଳଚେର ମେଡିକାଲ କଲେଜ ଆରମ୍ଭ କରିବା ପ୍ରସ୍ତାବକୁ ମଞ୍ଜୁରୀ । ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଓ ଏମସିଏଲର ଭାଗିଦାରୀରେ ଚାଲିବ ମେଡିକାଲ କଲେଜ । ଭିତ୍ତିଭୂମି ଓ ପରିଚାଳନା ଖର୍ଚ୍ଚ ବହନ କରିବ ଏମସିଏଲ । ସେହିପରି ରାଜ୍ୟ ସରକାର…

ପାଣି ଭିତରେ ଥିଲା ବ୍ୟାରେଲ ବ୍ୟାରେଲ ମଦ ପୋଚ । ଅଣ୍ଟାଏ ପାଣିରୁ ଜବତ ପରେ ନଷ୍ଟ ।

କନକ ବ୍ୟୁରୋ: ବାଲେଶ୍ୱରରୁ ୧୫ ହଜାର ଲିଟର ପୋଚ ଜବତ ହୋଇଛି । ନାଳ ପାଣି ଭିତରେ ଗଚ୍ଛିତ ଥିବା ପୋଚକୁ ଜବତ କରିଛି ଅବକାରୀ ବିଭାଗ । ଅଣ୍ଟାଏ ପାଣିରେ ବ୍ୟାରେଲ ବ୍ୟାରେଲ ମଦ ପୋଚ ରଖାଯାଇଥିଲା । ଏନେଇ ଖବର ପାଇ ଅବକାରୀ ବିଭାଗ ଚଢାଉ କରିବା ପରେ ଏହାକୁ ଜବତ କରାଯାଇଛି । ସମସ୍ତ ୧୫ ହଜାର ଲିଟର…