ବିଜେପି ନେତାଙ୍କୁ ଗିରଫ ଘଟଣା: ୩ ରାଜ୍ୟର ପୁଲିସଙ୍କ ମଧ୍ୟରେ ଛକାପଞ୍ଝା
କନକ ବ୍ୟୁରୋ: ବିଜେପି ନେତା ତେଜିନ୍ଦର ପାଲ ସିଂ ବଗାଙ୍କ ଗିରଫ ଘଟଣାକୁ ନେଇ କମ୍ପୁଛି ପଂଜାବ,ହରିଆଣା ଦିଲ୍ଲୀ । ଶୁକ୍ରବାର ସକାଳୁ ବିଜେପି ନେତାଙ୍କ ଦିଲ୍ଲୀସ୍ଥିତ ଘରେ ପଶି ପଂଜାବ ପୁଲିସ ବଳପୂର୍ବକ ତାଙ୍କୁ ଉଠାଇ ଆଣୁଥିବା ସମୟରେ କୁରୁକ୍ଷେତ୍ରରେ ହରିଆଣା ପୁଲିସ ସହ ମୁହାଁମୁହିଁ ହୋଇଛି ।…