Daily Archives

April 9, 2022

୫ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର: ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଚିନ୍ତା ପ୍ରକଟ

କନକ ବ୍ୟୁରୋ: ଗୁଜରାଟରେ ଓମିକ୍ରନର ଉପପ୍ରଜାତି ଏକ୍ସଇ କରୋନା ଭୂତାଣୁର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ମୁମ୍ବାଇରୁ ଗୁଜରାଟ ଯାଇଥିବା ଜଣେ ବ୍ୟକ୍ତି ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ଜିନୋମ ସିକ୍ୱେନ୍ସିଂରୁ ସେ ଏକ୍ସଇ ଭ୍ୟାରିଆଂଟ…

ଓସ୍କାରରେ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ପ୍ରସଙ୍ଗ: ୱିଲ ସ୍ମିଥଙ୍କ ଉପରେ ବ୍ୟାନ ଲଗାଇଲା ଓସ୍କାର ଏକାଡେମୀ

କନକ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଲେ ଆମେରୀକିୟ ଅଭିନେତା ୱିଲ ସ୍ମିଥ । ୨୦୨୨ ଓସ୍କାର ସମାରୋହ ଚାଲିଥିବା ସମୟରେ ମଂଚ ଉପରକୁ ଚଢି ଚାପୁଡା ମାରିବା ଅଭିନେତା ୱିଲ ସ୍ମିଥଙ୍କୁ ମହଙ୍ଗା ପଡିଛି । ମଂଚ ଉପରେ କମେଡିଆନ କ୍ରିସ ରକଙ୍କୁ ଚାପୁଡା ମାରିବା ଘଟଣାକୁ ଗୁରୁତର ସହ ନେଇ ତାଙ୍କ ଉପରେ…

ମହାକାଶ ପର୍ଯ୍ୟଟନ ଆରମ୍ଭ କଲେ ଏଲନ ମସ୍କ: ପର୍ଯ୍ୟଟକଙ୍କୁ ନେଇ ମହାକାଶ ଅଭିମୁଖେ ମହାକାଶ ଯାନ

କନକ ବ୍ୟୁରୋ: ମହାକାଶ କେନ୍ଦ୍ରକୁ ଯାତ୍ରା କରିବାର ସ୍ୱପ୍ନ ସତ ହେବାକୁ ଯାଉଛି । ୪ ଜଣିଆ ସଦ୍ୟସ୍ୟଙ୍କୁ ନେଇ ଆମେରିକାରୁ ଉଡାଣ ଭରିଛି ଏଲନ ମକ୍ସଙ୍କ କମ୍ପାନୀ ସ୍ପେସଏକ୍ସର ରକେଟ ଫାଲକନ -୯ । ସ୍ପେସ ଯାତ୍ରା ପାଇଁ ଗୋଟିଏ ଟିକେଟର ମୂଲ୍ୟ ୪୧୭ କୋଟି ଟଙ୍କା ରହିଥିବା ଜଣାପଡିଛି । ଅନ୍ତର୍ଜତୀୟ…

ୟୁକ୍ରେନରେ ୠଷିଆର ମିଜାଇଲ ଆକ୍ରମଣ ପ୍ରସଙ୍ଗ: ଛୋଟ ପିଲାଙ୍କୁ ମାରିବାକୁ ଋଷ ମିଜାଇଲ ମାଡ କରିଥିବା ୟୁକ୍ରେନର ଦାବି

କନକ ବ୍ୟୁରୋ: ପୂର୍ବ ୟୁକ୍ରେନର କ୍ରାମାର୍ଟୋସ୍କ ରେଳ ଷ୍ଟେସନ ଉପରେ ରକେଟ ମାଡ ଘଟଣାରେ ଏକ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଏହି ଆକ୍ରମଣ କରିଥିବା ମିଜାଇଲରେ ‘ଏହା ଛୋଟପିଲାଙ୍କ ପାଇଁ’ ଲେଖାଥିବା ଜଣାପଡିଛି । ସ୍ଥାନୀୟ ଭାଷାରେ ଏହା ଲେଖାଯାଇଛି । ଏପରି…

କ୍ୟାବିନେଟରେ ଅଦଳବଦଳ କରିବାକୁ ସଜବାଜ ହେଲେଣି କି ନବୀନ? ମନ୍ତ୍ରୀଙ୍କ ଠାରୁ ରିପୋର୍ଟ ମାଗିବା ପରେ ପାୱାର କରିଡରରେ…

କନକ ବ୍ୟୁରୋ: ପାୱାର କରିଡରରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ମନ୍ତ୍ରୀମଣ୍ଡଳ କେବେ ଅଦଳ ବଦଳ ହେବ, କିଏ ବାଦ ପଡ଼ିବ ଓ କିଏ ସାମିଲ ହେବ । ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିବା ପ୍ରସଙ୍ଗ । କୁହାଯାଉଛି ପଞ୍ଚମ ପାଳିର ତୃତୀୟ ବର୍ଷ…

ପାକିସ୍ତାନ ରାଜନୀତିରେ ଘଡିକେ ଘୋଡା: ଅନାସ୍ଥା ପ୍ରସ୍ତାବ ବେଳେ ବିରୋଧୀଙ୍କୁ ଚକମା ଦେବାକୁ ଚାଲ କରୁଛନ୍ତି ଇମ୍ରାନ

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ଡ୍ରାମା ଭିତରେ ଏବେ ଯେଉଁକଥାଟି ଭାରତୀୟଙ୍କ ମଧ୍ୟରେ ଚର୍ଚ୍ଚାର କାରଣ ପାଲଟିଛି, ତାହା ହେଲା ଇମ୍ରାନ ଖାନ ବାରମ୍ବାର ଭାରତକୁ ପ୍ରଶଂସା କରିବା । ପ୍ରାୟ ପ୍ରତି ଭାଷଣରେ ଇମ୍ରାନ ଭାରତର ବିଦେଶ ନୀତିକୁ ପ୍ରଶଂସାରେ ପୋତି ପକାଉଛନ୍ତି । ଏବେ ଶୁଣିଲେ ତ…