Daily Archives

April 5, 2022

ଜଗନ୍ନାଥଙ୍କ ଚୁଲି ଭାଙ୍ଗିଥିବା ବ୍ୟକ୍ତିଙ୍କ ଫଟୋ ଧରି ଖୋଜୁଛି ପୋଲିସ: ତଦନ୍ତ ଭିତରେ ଧରା ପଡୁଛି ଶ୍ରୀମନ୍ଦିରର ଢିଲା…

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚୁଲା ଭାଙ୍ଗିଥିବା ବ୍ୟକ୍ତିର ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସିସିଟିଭିରେ କଏଦ ହୋଇଥିବା ବ୍ୟକ୍ତିଙ୍କ ଭିଡିଓ ଏବଂ ଫଟୋକୁ ସେବାୟତମାନଙ୍କୁ ଚିହ୍ନଟ ପାଇଁ ଦିଆଯାଇଛି । ଏପରିକି ମୋବାଇଲରେ ସେହି ଭିଡିଓ ଫଟୋକୁ ଧରି ବିଭିନ୍ନ ଛକ,…

ବଢୁଥିବା ତୈଳ ଦର ନେଇ ସରକାରଙ୍କୁ ରକ୍ଷା କରୁଛନ୍ତି ତୈଳମନ୍ତ୍ରୀ, ୬ ଟି ଦେଶର ଉଦାହରଣ ଦେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ୧୫ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ୧୩ ଥର ବୃଦ୍ଧି ପାଇସାରିଛି । ଏହାକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିଥିବା ବେଳେ ସରକାରଙ୍କୁ ରକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ । ୧୫…

ମନରେ ଜୋସ୍, ହାତରେ ତ୍ରିରଙ୍ଗା: ସେନାରେ ସାମିଲ ହେବାର ଇଚ୍ଛା ପାରି କରିଦେଲା ୫୦ ଘଣ୍ଟାରେ ୩୫୦ କିଲୋମିଟର

କନକ ବ୍ୟୁରୋ: ମନରେ ଜୋସ୍, ହାତରେ ତ୍ରିରଙ୍ଗା । ସେନାରେ ସାମିଲ ହେବାର ଇଚ୍ଛା ତାଙ୍କୁ ପାରି କରିଦେଲା ୫୦ ଘଣ୍ଟାରେ ୩୫୦ କିଲୋମିଟର । ଏହା କୌଣସି ସେନାର ଟ୍ରେନିଂ କ୍ୟାମ୍ପ ନୁହେଁ ବରଂ ଏକ ପ୍ରଦର୍ଶନରେ ସାମିଲ ହେବାକୁ ଦୌଡି ଦୌଡି ଯାଉଛନ୍ତି ସେନା ପାଇଁ ଆଶାୟୀ ଥିବା ଜଣେ ଯୁବକ । ବିରୋଧ…

ବାଉଁଶ ଫାଳିଆରେ ପିଟି ପିଟି ମାନସଙ୍କୁ କରାଯାଇଥିଲା ହତ୍ୟା । ସାମ୍ନାକୁ ଆସିଲା ସାଂଘାତିକ ସତ ।

କନକ ବ୍ୟୁରୋ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମାନସଙ୍କୁ ବାଉଁଶ ଫାଳିଆ ଓ କାଠ ଫାଳିଆରେ ପିଟିପିଟି ମାରିଦିଆଯାଇଥିବା ସୂଚନା ମିଳିଛି । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ…

କରୋନା ଗଲା, ହେଲେ ଏବେ ବି ଗଡ଼ୁନି ପାସେଞ୍ଜର ଟ୍ରେନ୍ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

କନକ ବ୍ୟୁରୋ : କରୋନା ଗଲା, ହେଲେ ପାସେଞ୍ଜର ଟ୍ରେନ୍ ଚାଲିଲା ନାହିଁ । କରୋନାର ପ୍ରକୋପ କମିଥିବା ବେଳେ ଏବେ ବି ରାଜ୍ୟରେ ସହର–ସହର ଭିତରେ ଚାଲୁଥିବା ଅନେକ ସ୍ଥାନୀୟ ପାସେଞ୍ଜର ଟ୍ରେନ ଚାଲୁନାହିଁ । ଫଳରେ ଯାତ୍ରୀମାନେ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ…

ମୋଦୀ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ । ୧୮ ଭାରତୀୟ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ୧୮ ଟି ଭାରତୀୟ ଓ ୪ ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରାଯାଇଛି । କୁହାଯାଇଛି କି ଏହି ଚ୍ୟାନେଲ ମାନଙ୍କରେ ଭାରତ ବିରୋଧୀ କଣ୍ଟେଟ ଓ ମନଗଢା ନ୍ୟୁଜ ପ୍ରସାରଣ କରାଯାଉଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…