Daily Archives

April 3, 2022

ଟ୍ରେନରେ ଚାଲିଛି ପାଠପଢା: ନିଜ ଖର୍ଚ୍ଚରେ ଅଙ୍ଗନବାଡିକୁ ଏମିତି ରୂପ ଦେଲେ ଦିଦି

କନକ ବ୍ୟୁରୋ: ଟ୍ରେନ ଭିତରେ ଅଙ୍ଗନୱାଡି କେନ୍ଦ୍ର । ଟ୍ରେନ ଫାଟକ ଦେଇ ଭିତରକୁ ଯାଉଛନ୍ତି କୁନି କୁନି ପିଲା, ଆଉ ତା ଭିତରେ ଚାଲିଛି ପାଠ ପଢା । ଏ ଦୃଶ୍ୟ ଦେଖି ଆପଣ ଭ୍ରମିତ ହେଉଥିବେ ନିଶ୍ଚେ । କାରଣ ଏହା କେଉଁ ଟ୍ରେନ କି ଷ୍ଟେସନ ନୁହେଁ ଏହା ହେଉଛି ଏକ ଅଙ୍ଗନବାଡି କେନ୍ଦ୍ର ।…

ଏଇଠି ରହିଛି ଇନ୍ଦିରା ଗାନ୍ଧୀଙ୍କ ୭୩ କେଜି ରୂପା, କେହି ନାହାଁନ୍ତି ଦାବିଦାର

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଜନୋର ଜିଲ୍ଲା କୋଷାଗାରରେ ଦୀର୍ଘ ୫୦ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମରେ ୭୩ କେଜି ରୂପା ପଡିରହିଛି । ଏହାକୁ କୋଷାଗାର ତରଫରୁ ସୁରକ୍ଷିତ ଭାବେ ରଖାଯାଇଛି । ହେଲେ ୫୦ ବର୍ଷ ମଧ୍ୟରେ ଏହି ରୂପାକୁ ନେବା ପାଇଁ ନା ଗାନ୍ଧୀ ପରିବାରରୁ…

ହରିଣ ଶିଙ୍ଗରୁ ବାହାରୁଥିବା ତରଳ ପଦାର୍ଥରେ ଗାଧାନ୍ତି ପୁଟିନ, ଯାତ୍ରା ସମୟରେ ସାଙ୍ଗରେ କ୍ୟାନସର ବିଶେଷଜ୍ଞଙ୍କୁ ଧରି…

କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମାସେରୁ ଅଧିକ ସମୟ ବିତି ସାରିଲାଣି । ଗୋଟିଏ ପଟେ ୟୁକ୍ରେନ ରାଷ୍ଟ୍ରପତି ମୁଣ୍ଡ ନୁଆଁଇବାକୁ ନାରାଜ ଥିବା ବେଳେ ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି । ଏସବୁ ଭିତରେ ପୁଟିନଙ୍କୁ ହତ୍ୟା…

ରେଳଯାତ୍ରୀଙ୍କ ପାଇଁ ବଡଖବର । ଏଣିକି ଆଗ ଟିକେଟ୍, ପରେ ଅର୍ଥ ପୈଠ । ‘ବାଏ ନାଓ, ପେ ଲେଟର’ ସୁବିଧା ଆଣିଲା ପେଟିଏମ୍ ଓ…

କନକ ବ୍ୟୁରୋ : ରେଳଯାତ୍ରୀଙ୍କ ପାଇଁ ବଡଖବର । ଏଣିକି ଆଗ ଟିକେଟ୍, ପରେ ଅର୍ଥ ପୈଠ । ଆପଣ ଯଦି ନିୟମିତ ରେଳରେ ଯାତ୍ରା କରୁଛନ୍ତି, ଆଉ ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରୁଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । ଏଣିକି ଆପଣ ପ୍ରଥମେ ଟିକେଟ୍ ବୁକ୍ କରି ପରେ ଟଙ୍କା ଦେଇପାରିବେ ।…

ଆକାଶରୁ ଖସିଲା ଲୁହା ଖଣ୍ଡ: ରହସ୍ୟମୟ ବସ୍ତୁକୁ ନେଇ ଲୋକେ ଭୟଭୀତ, ସାଟେଲାଇଟର ଅଂଶ ହୋଇଥିବା ସନ୍ଦେହ

କନକ ବ୍ୟୁରୋ: ଆକାଶରୁ ଖସିଲା ସିଲିଣ୍ଡର, ଆଉ ଲୁହା ଖଣ୍ଡ । ଏଭଳି ରହସ୍ୟମୟ ବସ୍ତୁକୁ ନେଇ ଲୋକେ ଭୟଭୀତ ହୋଇଛନ୍ତି । ଏହି ସବୁ ବସ୍ତୁ ସାଟେଲାଇଟର ଅଂଶ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାର ସିନ୍ଦବାହି ଅଞ୍ଚଳରେ । ଏହି ଘଟଣାକୁ ନେଇ…

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ବାଧକ ସାଜିଛି ଅଣଓସାରିଆ ପୋଲ, ଚଣ୍ଡିଖୋଲ ଡ୍ରେନେଜ ଡିଭିଜନର ଠିକାଦାର ତୋଷଣ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ରାସ୍ତାରେ ବାଧକ ସାଜିଛି ଅଣଓସାରିଆ ପୋଲ । ସାମ୍ନାକୁ ଆସିଲା ଯାଜପୁର ଜିଲ୍ଳା ଚଣ୍ଡିଖୋଲ ଡ୍ରେନେଜ ଡିଭିଜନର ଠିକାଦାର ତୋଷଣ ନୀତିର ପ୍ରମାଣ । ସମସ୍ୟା ସମାଧାନ ନେଇ ଜାରକା  ଗ୍ରାମ୍ୟ ଉନ୍ନୟନ ଓ ଡ୍ରେନେଜ ବିଭାଗ ମଧ୍ୟରେ ତାଳମେଳ ନଥିବାରୁ …