Daily Archives

April 3, 2022

ମାନସ ମୃତ୍ୟୁ ମାମଲା : ଅଧା ସାମ୍ନାକୁ ଆସିଛି, ଅଧା ବାକି ଅଛି । ସବୁ ସତ ସାମ୍ନାକୁ ଆଣିବାକୁ ଶର୍ମିଷ୍ଠା ଓ ଝୁନାଙ୍କୁ…

କନକ ବ୍ୟୁରୋ : ମାନସ ସ୍ୱାଇଁ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଉ ୩ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ସହଯୋଗୀ ଝୁନାଙ୍କୁ ମଧ୍ୟ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ଜେଏମଏଫସି କୋର୍ଟ ଉଭୟଙ୍କୁ…

୭୦ ବର୍ଷରେ ବାପା ହେଲା କଇଁଛ , ଫିଟନେସ ଟେଷ୍ଟ ପରେ ଚକିତ ହୋଇଗଲେ ବୈଜ୍ଞାନିକ

କନକ ବ୍ୟୁରୋ : ଏବେ ଆମେ ଯେଉଁ ପରିବେଶ ମଧ୍ୟରେ ବାସ କରୁଛୁ ସେହି ପରିବେଶରେ ଜଣେ ସୁସ୍ଥ ମଣିଷର ହାରା ହାରି ଆୟୁଷ ହେଉଛି ୬୦ ବର୍ଷ । ହେଲେ ଥରେ ଭାବନ୍ତୁ ତ ବିଶ୍ୱରେ ଏମିତି କିଛି ପ୍ରଜାତିର କଇଁଛ ରହିଛନ୍ତି ଯେଉଁମାନଙ୍କ ହାରାହାରି ଆୟୁଷ ୭୦ ବର୍ଷରୁ ଅଧିକ । କେବଳ ସେତିକି ନୁହେଁ ଏବେ ସେହି…

ବାପା କରିଥିଲେ ଋଣ, ଦିବ୍ୟାଙ୍ଗ ଝିଅ ଉପରେ ଦାଉ ସାଧୁଛି ବ୍ୟାଙ୍କ୍ । ଋଣ ଟଙ୍କା ନଫେରାଇଲେ ନାଲି ପତାକା ଲଗାଇବାକୁ…

କନକ ବ୍ୟୁରୋ : ମାନବିକତାକୁ ବନ୍ଧା ପକାଇ ଦେଲେ ବ୍ୟାଙ୍କ ଅଧିକାରୀ । ଆଗପଛ କିଛି ଚିନ୍ତା ନ କରି ବ୍ୟାଙ୍କର ଲୋନ ଟଙ୍କା ଆଦାୟ କରିବା ପାଇଁ ସବୁ ସୀମା ଡେଇଁଗଲେ ବ୍ୟାଙ୍କ କର୍ତୃପକ୍ଷ । ଯେତେବେଳେ ଋଣ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେତେବେଳେ ପରିବାରର ଜଣେ ଦିବ୍ୟାଙ୍ଗ ଝିଅ ନିକଟରେ…

ସୁନା କାରିଗରରୁ ସମାଜସେବୀ । ଶବ ଦାହ କରି ଚର୍ଚ୍ଚାରେ ସୁଫଳ ସାହୁ ।

କନକ ବ୍ୟୁରୋ: ପେସାରେ ସୁନା କାରିଗର । ହେଲେ ନିଶା ସମାଜସେବା । ସେ ପୁଣି ଏପରି ସମାଜସେବା ଯାହା କରିବାକୁ କ୍ୱଚିତ ଲୋକ ସାହାସ କରନ୍ତି । ହେଲେ ଏପରି ସାହସ ଜୁଟାଇଛନ୍ତି ଭଦ୍ରକ କୁଆଁଶ ଗ୍ରାମର ସୁଫଳ ସାହୁ । ଶବସକ୍ରାର କରିବା କାର୍ଯ୍ୟକୁ ଏକ ପୁଣ୍ୟ କାର୍ଯ୍ୟ ଭାବି ବ୍ରତ ଭାବେ ଗ୍ରହଣ…

ଗ୍ରାହକଙ୍କ ଆଖିରେ ଲୁହ ଦେଲା ଲେମ୍ବୁ: ଏହି ରାଜ୍ୟରେ କିଲୋ ପ୍ରତି ୨୦୦ ଟଙ୍କାରେ ହେଉଛି ବିକ୍ରି

କନକ ବ୍ୟୁରୋ: ଲେମ୍ବୁ ବି କହିଲାଣି ମୋତେ ଛୁଅଁନା । ଖଟା ହେଲେ ବି ଏବେ ଲେମ୍ବୁର ଭାଉ କମ୍ ନୁହଁ । ଗରମ ଦିନ ଆସିଲେ ଲେମ୍ବୁର ଚାହିଦା ବୃଦ୍ଧି ପାଇଥାଏ । ଫଳରେ ଏହାର ଦାମ ସାମାନ୍ୟ ବଢିଯାଏ । ହେଲେ ଗୁଜରାଟରେ ଏବେ ଲେମ୍ବୁଦର ଆକାଶଛୁଆଁ ହୋଇଛି । ପୂର୍ବରୁ ଲେମ୍ବୁ କିଲୋ ପିଛା ୫୦ରୁ ୬୦…

ପାକିସ୍ତାନ ବିରୋଧୀ ମୋର୍ଚ୍ଚାରୁ ଶାହବାଜ ଶରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ, ରାଷ୍ଟ୍ରପତି ଭଙ୍ଗକଲେ ସଂସଦ

କନକ ବ୍ୟୁରୋ : ପାକିସ୍ତାନ କ୍ଷମତା ରାଜନୀତିରେ ଲାଗିଥିବା ସଂକଟ ଭିତରେ ଆଜି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କିଛି ଆଶ୍ୱସ୍ଥି ମିଳିଛି । ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ସଂସଦରେ ଉପ-ବାଚଷ୍ପତ୍ତି ଖାରଜ କରିଦେଇଛନ୍ତି । ଉପ-ବାଚଷ୍ପତ୍ତି କାଶିମ ଖାନ ଅବିଶ୍ୱାସ ପ୍ରସ୍ତାବକୁ ବିଦେଶୀ…