Daily Archives

March 29, 2022

ତେଲେଙ୍ଗାନାରେ ବିଶ୍ୱର ସବୁଠାରୁ ବଡ ମନ୍ଦିର: କଳା ଗ୍ରାନାଇଟ ପଥରରେ ତିଆରି ହୋଇଛି, ଲାଗିଛି ୧୪୦ କେଜି ସୁନା

କନକ ବ୍ୟୁରୋ: ଆମ ଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ଯାହାର ଇତିହାସ ବହୁତ ପୁରୁଣା । ଆମେ ଆଜି ଆପଣଙ୍କ ସେମିତି ଏକ ମନ୍ଦିର ବିଷୟରେ କହିବୁ ଯାହାର ଇତିହାସ ହଜାର ବର୍ଷର ପୁରୁଣା । ଆଉ ଯାହାକୁ ତିଆରି କରିବାକୁ ପ୍ରାୟ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଯାହାକି…

ଆକ୍ରମଣ କମାଇବ ଋଷ, ତୁର୍କୀରେ ଉଭୟ ଦେଶ ମଧ୍ୟରେ ଆଲୋଚନା ପରେ ମିଳିଲା ସଂକେତ

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ୩୧ ଦିନ ଅତିକ୍ରମ କରିଥିଲେ ବି ଯୁଦ୍ଧ କିଭଳି ବନ୍ଦ କରାଯିବ ତାହା ଉପରେ ଉଭୟ ଦେଶ ନିଷ୍ପତ୍ତି ନେଇପାରି ନାହାଁନ୍ତି । ହେଲେ ଆଜି (ମଙ୍ଗଳବାର) ଋଷ ଓ ୟୁକ୍ରେନ ମଧ୍ୟରେ ତୁର୍କୀରେ ହୋଇଥିବା ଆଲୋଚନା ପରେ ଯୁଦ୍ଧ ଥମିବା ଆଶଙ୍କା କରାଯାଉଛି । ତୁର୍କୀର…

ଉତ୍ତପ୍ତ ଓଡିଶା । ୭ ସହରରେ ନିଆଁବର୍ଷା । ୪୧. ୫ ଡ଼ିଗ୍ରୀ ସହ ତତଲା ସହର ଟିଟଲାଗଡ ।

କନକ ବ୍ୟୁରୋ: ଫୁଟୁଛି ସାରା ଓଡିଶା । ଅଣନିଶ୍ୱାସୀ କରିପକାଉଛି ଅସହ୍ୟ ତାତି । ଦିନର ଗରମ ଏତେ ହେଉଛି ଯେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଗ୍ରୀଷ୍ମପ୍ରବାହ ଏତେ ଭୟଙ୍କର ହେଉଛି ଯେ ସକାଳ ୯ଟାରୁ ଏହାର ପ୍ରଭାବ ପଡିବା ଆରମ୍ଭ କରିଦେଉଛି । ଆଉ ମୁଣ୍ଡ ଉପରକୁ ଖରା ଗଲା ବେଳକୁ ଲୋକେ ଛାଇ…

ଅଢ଼େଇ ଲକ୍ଷ ଟଙ୍କାର ଟଙ୍କିକିଆ କଏନ୍ ଧରି ସୋ’ରୁମରେ ପହଞ୍ଚିଲେ ଯୁବକ । ଖୁଚୁରା ଦେଇ କିଣିଲେ ବାଇକ, ଗଣି ଗଣି ଥକିଗଲେ…

କନକ ବ୍ୟୁରୋ : ଇଏ କୌଣସି ଭିଜିଲାନ୍ସ ରେଡର କାହାଣୀ ନୁହେଁ, କିମ୍ବା ମନ୍ଦିର ଦାନହୁଣ୍ଡିରୁ ବାହାରିଥିବା ଟଙ୍କା ନୁହେଁ । ଏ ଘଟଣା ହେଉଛି ଏକ ବାଇକ୍ ସୋ’ରୁମର । ବାଇକ କିଣିବାକୁ ବସ୍ତାରେ ଆଣିଲେ ଟଙ୍କା । ଖୁଚୁରା ଦେଇ କିଣିଲେ ବାଇକ । ଗଣି ଗଣି ଥକିଗଲେ ସୋ’ରୁମ୍ କର୍ମଚାରୀ । ସାଧାରଣତଃ…

ଆଇପିଏଲ ବଦଳାଇ ଦେଲା ସମ୍ପର୍କ । ପୂର୍ବରୁ ଶତ୍ରୁତା ଥିଲା, ଗୋଟିଏ ୱିକେଟ ବନ୍ଧୁତା ବଢାଇଲା ।

କନକ ବ୍ୟୁରୋ : ଆଇପିଏଲ କେବଳ ଆଉ ଟୁର୍ଣ୍ଣାମେଣ୍ଟ ହୋଇ ରହିନାହିଁ ବରଂ କୋଟି କୋଟି କ୍ରିକେଟପ୍ରେମୀଙ୍କ ପାଇଁ ଏକ ପର୍ବ ହୋଇ ସାରିଲାଣି । ଖାସକରି ଆଇପିଏଲରେ ଦେଖିବାକୁ ମିଳୁଥିବା ଖେଳଭାବନା କ୍ରିକେଟକୁ ଏକ ନୂଆ ପରିଚୟ ଦେଉଛି । ଆଉ ଗତକାଲି ଗୁଜୁରାଟ ଟାଇଟନ୍ସ ଓ ଲକ୍ଷ୍ନୋ ସୁପରଜାଏଣ୍ଟସ…

ଏହି ସରକାର ଆଣିଲେ ଅଜବ ନିୟମ । ଦାଢି ନଥିଲେ ସରକାରୀ ଚାକିରି ମନା, ବିନା ପୁରୁଷରେ ବିମାନରେ ଯାଇପାରିବେ ନାହିଁ ମହିଳା

କନକ ବ୍ୟୁରୋ : ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ଶାସକମାନେ ସେଠାରେ ବିଭିନ୍ନ ଆଇନର ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଏବେ ତାଲିବାନ ଶାସକ ଏକ ନୂଆ ନିୟମ ଲାଗୁ କରିଛନ୍ତି । ନୂଆ ନିୟମ ମୁତାବକ କୌଣସି ସରକାରୀ କର୍ମଚାରୀ ବିନା ଦାଢିରେ ସରକାରୀ ଦପ୍ତରକୁ ପ୍ରବେଶ କରିପାରିବ ନାହିଁ ।…