Daily Archives

March 29, 2022

୫-ଟି କାର୍ଯ୍ୟ କହି ମାଟି ଚାଲାଣ ହେଉଥିବା ଅଭିଯୋଗ: ରାତିରେ ଜେସିବି, ଟ୍ରାକ୍ଟର ଲଗାଇ ସରକାରୀ ଜମିରୁ ମାଟି ଉଠାଉଛନ୍ତି…

କନକ ବ୍ୟୁରୋ: ୫ଟି କାର୍ଯ୍ୟ ନାଁ ଲୁଟ ହେଉଛି ମାଟି । ଧିରେ ଧିରେ ଲୋପ ପାଉଛି ଗୋଚର ଜମି । ସରକାରୀ କାମର ଆଳ ଦେଖାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ମାଟି ମାଫିଆ । ନିରୀହ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ ରାତି ଅଧିଆ ଚାଲାଣ ହେଉଛି ମାଟି । ଜେସିବି, ଟ୍ରାକ୍ଟର ଲଗାଇ ସରକାରୀ ଜାଗାରୁ ହେଉଛି…

ଗହୀରମଥାରେ ଅଣ୍ଡା ଦେଉଛନ୍ତି ଲକ୍ଷ ଲକ୍ଷ ଅଲିଭ ରିଡଲେ: ପ୍ରାୟ ୫ ଲକ୍ଷ ଅଣ୍ଡାର ସୁରକ୍ଷା ପାଇଁ ବନ ବିଭାଗର ସ୍ୱତନ୍ତ୍ର…

କନକ ବ୍ୟୁରୋ: ଅଣ୍ଡା ଦେବାକୁ ହଜାର ହଜାର କିମି ଦୂରରୁ କଇଁଛ ଆସିଛନ୍ତି ଓଡ଼ିଶାର ଗହୀରମଥା । ନିରାପଦ ସ୍ଥାନ ଏବଂ ସେମାନଙ୍କର ମୁଖ୍ୟ ଖାଦ୍ୟ ଜେଲିଫିସ୍ ଏଠାରେ ପ୍ରଚୁର ପରିମାଣରେ ମିଳୁଥିବାରୁ କଇଁଛମାନେ ଅଣ୍ଡା ଦେବା ପାଇଁ ଏହି ସ୍ଥାନକୁ ବାଛିଥାନ୍ତି । ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ଉଭୟ…

ଗଞ୍ଜାମ ପିତଳ ଛକ ହତ୍ୟା ମାମଲାର ପର୍ଦ୍ଦାଫାଶ: ଅସଦାଚରଣରୁ ହତ୍ୟା ହୋଇଥିବା କହିଲେ ଏସପି

କନକ ବ୍ୟୁରୋ: ଗଞ୍ଜାମ ହିଞ୍ଜିଳି ଥାନା ପିତଳ ଛକ ହତ୍ୟା ମାମଲାରେ ପର୍ଦ୍ଦାଫାଶ କରିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ । ଗତ ୨୨ ତାରିଖରେ ହୋଇଥିବା ଏହି ହତ୍ୟା ଘଟଣା କମେଂଟ ମାରିବାକୁ ନେଇ ହୋଇଛି ବୋଲି ଏସପି କହିଛନ୍ତି । ଅଭିଯୁକ୍ତ ସାଧୁ ସ୍ୱାଇଁ ଏହି ଅସଦାଚରଣ କରିଥିଲେ । ଯାହାକୁ…

ଗୃହରେ ‘ହାତ’ ଉଠାଇଲା ଖଣି ଦୁର୍ନୀତି ପ୍ରସଙ୍ଗ । ବାଚସ୍ପତି ପ୍ରସଙ୍ଗ ଏଡାଇଯିବାରୁ ତାତିଗଲେ ତାରା । ଚେୟାର ଉଠାଇଲେ,…

କନକ ବ୍ୟୁରୋ: ଖଣି ଦୁର୍ନୀତି ପ୍ରସଙ୍ଗରେ ଉଠିଲା ପଡିଲା ଗୃହ । ବିଧାନସଭାରେ ଖଣି ଦୁର୍ନୀତି ନେଇ ବିରୋଧୀ କଂଗ୍ରେସର ହଟ୍ଟଗୋଳ । ଖଣି ଅନିୟମିତତା ପ୍ରସଙ୍ଗରେ ଆଲୋଚନା କରିବାକୁ କଂଗ୍ରେସ ଚାହୁଁଥିଲେ ବି ବାଚସ୍ପତି ଉକ୍ତ ପ୍ରସଙ୍ଗକୁ ଏଡାଇ ଯାଉଥିବା କହି ତାତିଛନ୍ତି ତାରା । ବାଚସ୍ପଚିଙ୍କ…

ଏସପିଙ୍କୁ ଭେଟିଲେ ମୃତ ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମା’ ଓ ସ୍ତ୍ରୀ: କେଉଁ ପ୍ରସଙ୍ଗରେ କଥା ହେଲେ ମୁହଁ ଖୋଲିଲେନି…

କନକ ବ୍ୟୁରୋ: ମୃତ ଆଇଆଇସି ଦେବକୁମାର ଗମାଙ୍ଗଙ୍କ ପରିବାର ଲୋକେ ଆଜି ଏସପିଙ୍କୁ ଭେଟିଛନ୍ତି । ଆଜି ସକାଳ ୯ଟା ୩୦ରେ ଗୁଣୁପୁର ନିକଟ ଏଦ୍ରୁବାଲଶା ଗାଁରୁ ଆସି ଦେବକୁମାରଙ୍କ ମା ଓ ଗମାଙ୍ଗଙ୍କ ସ୍ତ୍ରୀ କିରଣ ଗମାଙ୍ଗ ଏସପିଙ୍କୁ ଭେଟିଛନ୍ତି । ଦୁଇ ଘଂଟା ଧରି ଉଭୟ ଏସପିଙ୍କ ସହ ଆଲୋଚନା କରିଥିଲେ…

ଶ୍ରୀମନ୍ଦିରର ସେମିତି କିଛି କ୍ଷତି ହେବନି । ଶ୍ରୀମନ୍ଦିର ଚାରିପାଖେ ଖୋଳାଯିବାକୁ ନେଇ ଗୃହରେ ବିବୃତି ରଖିଲେ ସରକାର । 

କନକ ବ୍ୟୁରୋ :  ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟକୁ ନେଇ ଯେଉଁ ତୁମ୍ବି ତୋଫାନ ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବାଚସ୍ପତିଙ୍କ ରୁଲିଂ କ୍ରମେ ବିଧାନସଭାରେ ବିବୃତ୍ତି ରଖିଛନ୍ତି ବିକ୍ରମ କେଶରୀ ଆରୁଖ । ସେ କହିଛନ୍ତି, ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ…