Daily Archives

March 29, 2022

ସଫଳ ହେଲାକି ଋଷ-ୟୁକ୍ରେନର ୪ର୍ଥ ଶାନ୍ତି ବୈଠକ: କିଭରୁ ସେନା ପ୍ରତ୍ୟାହାର ନେଇ ସଙ୍କେତ ଦେଲେ ଋଷିଆ ଉପ-ପ୍ରତିରକ୍ଷା…

କନକ ବ୍ୟୁରୋ: ଶେଷ ହେବ କି ଯୁଦ୍ଧ । ୟୁକ୍ରେନ ଓ ରୁଷିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୪ର୍ଥ ଶାନ୍ତି ବୈଠକ ପରେ ଏଭଳି କିଛି ସଂକେତ ମିଳିଛି । ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଅନୁଷ୍ଠିତ ବୈଠକ ପରେ ରୁଷିଆ ଉପ-ପ୍ରତିରକ୍ଷା ମନ୍ତ୍ରୀ ଏଭଳି କିଛି ସଂକେତ ଦେଇଛନ୍ତି । ସେ କହିଛନ୍ତି ଆଗାମୀ…

ଚକିତ କରୁଛି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ଯେଉଁଠି ହାତ ମାରୁଛି ଭିଜିଲାନ୍ସ ସେଇଠୁ ବାହାରୁଛି ପୁଳାପୁଳା…

କନକ ବ୍ୟୁରୋ : ଭିଜିଲାନ୍ସ ଯେଉଁଠି ହାତ ମାରୁଛି, ସେଇଠି ପୁଳା ପୁଳା ଟଙ୍କା ଓ ସୁନା ପାଉଛି । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ହୋଇଥିବା ରେଡ, ସମସ୍ତଙ୍କୁ ଚକିତ କରିଦେଇଛି । କେଜି କେଜି ସୁନା ବାହାରୁଛି, ଘରୁ କୋଟି କୋଟି ନଗଦ ଅର୍ଥ ମିଳୁଛି । ଏତେ ଟଙ୍କା ଆସିଲା କେଉଁଠୁ,…

କେନ୍ଦ୍ର ବିରୋଧରେ ମମତା ବାନାର୍ଜୀଙ୍କ ମୋର୍ଚ୍ଚା: ଅଣ-ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତାଙ୍କୁ ଚିଠି…

କନକ ବ୍ୟୁରୋ: ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚିଠିରେ ଭାରତୀୟ ଜନତା ପାର୍ଟି ବିରୋଧରେ ଏକଜୁଟ ହୋଇ ଲଢେଇ କରିବାକୁ ନିବେଦନ କରିଛନ୍ତି ମମତା । କେବଳ ସେତିକି ନୁହେଁ ଭାଜପା ବିରୋଧରେ…

ବାଜିରେ ଇମ୍ରାନ ଖାନଙ୍କ ଶାସନ ଗାଦି: ଗୃହକାର୍ଯ୍ୟ ଚାଲି ନପାରିବାରୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂର ପୁଣି ଘୁଂଚିଲା…

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇମରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ଇମରାନ ଖାନ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଇମରାନଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ଏପ୍ରିଲ ୩ ତାରିଖ ଭୋଟ…

ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ । ଗୃହ କମିଟି ଗଠନ ନେଇ ଦାବି କଲେ ବିରୋଧୀ । 

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମନ୍ଦିର ପାଇଁ ବିପଦ ଆଣିବ କି । ବିଧାନସଭାରେ ଏନେଇ ବିରୋଧୀ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି । କଂଗ୍ରେସ ଓ ବିଜେପି ବିଧାୟକ କହିଛନ୍ତି, ଶ୍ରୀମନ୍ଦିର ଚାରିକଡରେ ହେଉଥିବା ଖନନ, ମନ୍ଦିରରେ ଫାଟ ସୃଷ୍ଟି କରିବ । ସରକାର ଲୋକଙ୍କ ମନରୁ ସନ୍ଦେହ…

ଦିଲ୍ଳୀ ଦରବାରରେ ବି ଦେଖିବାକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କ୍ରେଜ୍ । ରାଷ୍ଟ୍ରପତି ନିର୍ବାଚନ ନେଇ ଜାଣନ୍ତୁ କ’ଣ କହିଲେ…

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ ବିଜେଡି । ଆଉ ଏଭଳି ଏକ ପରିସ୍ଥିତିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱ ରଖୁଛି । ଦିଲ୍ଲୀରେ ସାମ୍ବାଦିକମାନେ ଯେତେବେଳେ ନବୀନଙ୍କୁ ଏବିଷୟରେ ପଚାରିଥିଲେ,…