Daily Archives

March 26, 2022

ବିଜେଡିର ସୁବାସ ସିଂ ହେଲେ କଟକ ମେୟର । ସିଲଭର ସିଟିରେ ବିଜୟ ବାନା ଉଡାଇଲା ବିଜେଡି ।

କନକ ବ୍ୟୁରୋ: ଭୁବନେଶ୍ୱର ଓ ବ୍ରହ୍ମପୁର ପରେ କଟକ ମେୟର ପଦ ମଧ୍ୟ ହାତେଇଲା ବିଜେଡି । ସୁବାସ ସିଂ ହେଲେ କଟକର ନୂଆ ମେୟର । ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇ ସୁବାସ ସିଂ କଟକର ନୂଆ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ବିଜେଡି…

କାଶ୍ମୀର ପଣ୍ଡିତ ପ୍ରସଙ୍ଗରେ ବିଜେପିକୁ ଘେରିଲେ କେଜ୍ରିୱାଲ, ପଚାରିଲେ ଏଭଳି ପ୍ରଶ୍ନ

କନକ ବ୍ୟୁରୋ : ‘ଦି କାଶ୍ମୀର ଫାଇଲ୍ସ’ ସିନେମାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏହାକୁ ନେଇ ବିଜେପିକୁ ଘେରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବିଜେପି ଉପରେ ଅଭିଯୋଗ ଆଣି କେଜ୍ରୱାଲ କହିଛନ୍ତି କି, କାଶ୍ମୀର ପଣ୍ଡିତ କାଶ୍ମୀର ଛାଡି ଯିବା ପରେ…

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ।…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି।  ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡାବିତଙ୍କୁ ସେମାନଙ୍କର ସଫଳତା ପାଇଁ…

ପୌର ପରିଷଦରେ ଅଧିକ କାଉନସିଲର ଜିତିଥିବା ଦଳକୁ ମିଳିଲାନି ଅଧ୍ୟକ୍ଷ ପଦ । ଦୁଇଟି ପଦ ପାଇଁ ଅଲଗା ଅଲଗା ଦଳର ପ୍ରାର୍ଥୀ…

କନକ ବ୍ୟୁରୋ: ରାଜ୍ୟର ଅନେକ ପୌର ପରିଷଦରେ ରୋଚକ ଫଳାଫଳ ଆସିଛି । ଗୋଟିଏ ଦଳର କାଉନସିଲର ସଂଖ୍ୟାଗରିଷ୍ଠ ଥିବା ବେଳେ ଅଧ୍ୟକ୍ଷ ସ୍ୱାଧୀନ କିମ୍ବା ଅନ୍ୟ ଦଳର ହୋଇଛନ୍ତି । ତେଣୁ ଆଗକୁ ପରିଷଦ କାହା ହିସାବରେ ଚାଲିବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ତେବେ ବ୍ୟବସ୍ଥା ରହିଛି ୨ ବର୍ଷ ପରେ…

୩ଟି ଯାକ ମେୟର ପଦ ହାତେଇଲା ବିଜେଡି । ଭୁବନେଶ୍ୱରରେ ଜିତିଲେ ସୁଲୋଚନା, ବ୍ରହ୍ମପୁରରେ ସଂଘମିତ୍ରା,କଟକରେ ସୁବାସ ବିଜୟୀ…

କନକ ବ୍ୟୁରୋ: କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ତିନିଟି ଯାକ ମେୟର ପଦ ହାତେଇଛି ବିଜେଡି । ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ, ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇଛନ୍ତି । ପ୍ରଥମ ଥର ପାଇଁ ମହିଳା ମେୟର ପାଇଛନ୍ତି ରାଜଧାନୀବାସୀ । ସେହିପରି କଟକରେ ବିଜୟ ଲାଭ କରିଛନ୍ତି ବିଜେଡି…

ପଞ୍ଚାୟତ ଭଳି ଏକତରଫା ହୋଇନି ପୌର ଫଳାଫଳ । ୧୬ଟି ଜିଲ୍ଲାରେ ବିଜେଡିର ବିଜୟ ପଥରେ ଭାଗ ବସାଇଛନ୍ତି ବିରୋଧୀ

କନକ ବ୍ୟୁରୋ: ପୌର ନିର୍ବାଚନରେ ବିଜେଡିର ବିଜୟରେ ଭାଗ ବସାଇଛନ୍ତି ବିରୋଧୀ । ରାଜ୍ୟର ୩୦ ଜିଲ୍ଲାରୁ ୧୬ଟି ଜିଲ୍ଲାରେ ବିରୋଧୀ ବିଜେଡିକୁ ଟକ୍କର ଦେଇଛନ୍ତି । ଯାହା ପଞ୍ଚାୟତ ନିର୍ବାଚନରେ ଆଦୌ ଦେଖା ଯାଇନଥିଲା । ପଞ୍ଚାୟତ ନିର୍ବାଚନରେ ବିଜେଡି ଯେପରି ଏକପାଖିଆ ବିଜୟ ହାସଲ କରିଥିଲା, ପୌର…