Daily Archives

March 26, 2022

ଋଷ ଆକ୍ରମଣର ୩୧ ଦିନ ପରେ ଏକାଠି ମଞ୍ଚରେ ବସିଲେ ୟୁକ୍ରେନ ଓ ଆମେରିକାର ନେତା, ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେଲା ଆଲୋଚନା…

କନକ ବ୍ୟୁରୋ : ଋଷ ଏବେ ବି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଲାଗିଥିବା ଯୁଦ୍ଧ ଗୋଟିଏମାସରୁ ଅଧିଦିନ ହେବ ଲାଗି ରହିଛି । ଏହି ଯୁଦ୍ଧରେ ଉଭୟ ଦେଶର ଧନଜୀବନ ନଷ୍ଠ ହେବାରେ ଲାଗିଛି । ସେପଟେ ୟୁକ୍ରେନକୁ ସମର୍ଥନ କରୁଥିବା ଆମେରିକାର ରାଷ୍ଟ୍ରପତି ଜୋ…

ପୌର ଫଇସଲା : ସବୁ ଆଡେ ବିଜେଡି ଖାତା ଖୋଲିଲା, ନୂଆପଡାରେ ଫେଲ୍ ମାରିଲା ।

କନକ ବ୍ୟୁରୋ : ପୌର ନିର୍ବାଚନରେ ବିଜେଡିକୁ ଐତିହାସିକ ସଫଳତା । ୧୦୫ ପୌର ଓ ଏନଏସି ଅଧ୍ୟକ୍ଷ ପାଇଁ ଭୋଟ ଗଣତି ହୋଇଥିବା ବେଳେ ୭୩ଟି ଆସନରେ ବିଜେଡି ବିଜୟୀ ହୋଇଛି । ସେହିଭଳି ବିଜେପି ୧୬, କଂଗ୍ରେସ ୭ ଏବଂ ସ୍ୱାଧୀନ ପ୍ରାର୍ଥୀ ୯ଟି ଆସନରେ ବିଜୟୀ ହୋଇଛନ୍ତି । ବିଜେଡି ୩୦ ଜିଲ୍ଲାରୁ ୨୯…

ଶେଷ ହେଲା ଭୁବନେଶ୍ୱର ମେୟର ଭୋଟ୍ ଗଣତି । ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଏମସିର ନୂଆ ମେୟର ହେଲେ ସୁଲୋଚନା ।

କନକ ବ୍ୟୁରୋ: ବିଜେଡି କବଜା କଲା ଭୁବନେଶ୍ୱର ମେୟର ଆସନ । ସୁଲୋଚନା ଦାସ ହେଲେ ଭୁବନେଶ୍ୱର ମହାନଗର ନିଗମର ନୂଆ ମେୟର । ଆଜି ପୌର ନିର୍ବାଚନ ଭୋଟ୍ ଗଣତି ଚାଲିଥିବାବେଳେ, ଭୁବନେଶ୍ୱର ମହାନଗର ନିଗମର ମେୟର ଆସନ ପାଇଁ ଭୋଟ୍ ଗଣତି ଶେଷ ହୋଇଛି । ଯେଉଁଥିରୁ ମିଳିଥିବା ସୂଚନା ମୁତାବକ ବିଜେଡି…

ଭୁବନେଶ୍ୱର ପୌର ପରୀକ୍ଷା, ପ୍ରସ୍ତୁତି କରିନଥିଲା କି ‘ପଦ୍ମ’?

କନକ ବ୍ୟୁରୋ: ପଞ୍ଚାୟତ ଭଳି ପୌରରେ ବି ବିଜୟ ଧାରା ବଜାୟ ରଖିଲା ବିଜେଡି । ପୌର ଲଢ଼େଇରେ ମଧ୍ୟ ପଛରେ ପଡ଼ିଗଲା ‘ପଦ୍ମ’ । ମହାନଗର ମହାଲଢ଼େଇରେ ସବୁଠୁ ଚର୍ଚ୍ଚିତ ଆସନ କୁହାଯାଉଥିବା ଭୁବନେଶ୍ୱର ମହାନଗର ନିଗମରେ ଏଥର ବି ବିଜେପି ବ୍ୟାକଫୁଟରେ ପଡ଼ିଛି । ପ୍ରଥମଥର ମହିଳା ମେୟର ପ୍ରାର୍ଥୀ ମକୁଟ…

ଟସ୍ ଜିତିଲେ ଶ୍ରେୟାସ ଆୟାର । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗସ୍ ।

କନକ ବ୍ୟୁରୋ:  ଆଇପିଏଲ୍ ପ୍ରଥମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି କେକେଆର୍ ଓ ସିଏସକେ । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କେକେଆର୍ ଅଧିନାୟକ ଶ୍ରେୟାସ ଆୟାର । ଅନ୍ୟପଟେ ସିଏସକେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ଟସ୍ ଜିତିଲେ…

ପୌର ଲଢ଼େଇରେ ବିଜେଡିର ବାଜିମାତ୍ । ଟ୍ୱିଟ୍ କରି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ପୌର ନିର୍ବାଚନରେ ବିପୁଳ ବିଜୟ ନେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନବୀନ କହିଛନ୍ତି ଯେ, ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି ।…