Daily Archives

March 20, 2022

ଦେଶପାଇଁ ଜିନ୍ନାଙ୍କ ଠାରୁ ବିଜେପି ଅଧିକ ବିପଦ ବୋଲି କହିଲେ ମେହବୁବା ମୁଫତି, ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ପୁଣିଥରେ ବିଜେପି ଉପରେ ବର୍ଷିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ସେ କହିଛନ୍ତି କି, ଜିନ୍ନା ଥରେ ଦେଶ ବିଭାଜନ କରିଥିବା ବେଳେ ପୁଣିଥରେ ଦେଶକୁ ବିଭାଜିତ କରିବାକୁ ବିଜେପି ଚେଷ୍ଟା କରୁଛି । ଏହାସହ ସେ କହିଛନ୍ତି କି ପୁଣିଥରେ ଦେଶରେ…

ହଟିଲା କଟକଣା, ହେଲେ ବଢ଼ିଲା ଭକ୍ତଙ୍କ ଦୁର୍ଦ୍ଦଶା। ଦୋଳପୂର୍ଣ୍ଣିମାରେ ଦଳଚକଟା ସ୍ଥିତି ପରେ ବି ଚେତିଲାନି ପ୍ରଶାସନ

କନକ ବ୍ୟୁରୋ: କରୋନା କଟକଣା ହଟିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ବଢ଼ିବାରେ ଲାଗିଛି । କିନ୍ତୁ କଟକଣା ହଟିଥିଲେ ବି ଅବ୍ୟବସ୍ଥା ଯୋଗୁଁ ଟାଣଖରାରେ ବଡ ଦାଣ୍ଡରେ ଡହଳବିକଳ ହୋଇଛନ୍ତି ଶ୍ରଦ୍ଧାଳୁ । ଦୋଳପୂର୍ଣ୍ଣିମା ଦିନର ଦଳାଚକଟା ସ୍ଥିତି ପରେ ବି…

ମାନସ ସ୍ୱାଇଁଙ୍କ ଅପହରଣ ବେଳେ ଶର୍ମିଷ୍ଠା ଛଡ଼ାଇ ନେଇଥିଲେ ସହଯୋଗୀଙ୍କ ମୋବାଇଲ୍ । ମାନସଙ୍କୁ ଯୋଗାଯୋଗ ନକରିବାକୁ…

କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଏବେ ବି ପୁଲିସକୁ ଚକମା ଦେଇ ଫେରାର ରହିଛନ୍ତି । ତାଙ୍କୁ ଧରିବା ପାଇଁ ଏକାଧିକ ଟିମ୍ କରି ପୁଲିସ ଖୋଜୁଥିଲେ ବି ସେ କେଉଁଠି ଅଛନ୍ତି, ତାର ଟେର ପାଉନି ପୁଲିସ । ଅନ୍ୟପଟେ ସାମନାକୁ ଆସୁଛି…

ଜଗନ୍ନାଥ ଧାମରେ ଜମି ପାଇଁ ଯାଉଛି ଜୀବନ । ଶ୍ରୀକ୍ଷେତ୍ରରେ ବଢୁଛି ସୁପାରି କିଲିଂ!

କନକ ବ୍ୟୁରୋ: ପୁରୀ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଯେଉଁ ଜମି ପାଇଁ ଦଶ ବର୍ଷ ପୂର୍ବରୁ ବରିଷ୍ଠ ସେବାୟତ ଗୁନ ସିଂହାରୀଙ୍କ ଜୀବନ ଯାଇଥିଲା, ସେହି ଜାଗା ପାଇଁ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣ ପ୍ରତିହାରୀଙ୍କ ବି ଜୀବନ ଯାଇଛି । ସିପ…

ସ୍କୁଲ ଯିବା ବେଳେ ହେଉଥିଲା ଟ୍ରାଫିକ ସମସ୍ୟା, ଅଭିଯୋଗ କରିବାକୁ ଥାନାରେ ପହଞ୍ଚିଲେ ୬ ବର୍ଷର କୁନି ଛାତ୍ର । ସାହସ…

କନକ ବ୍ୟୁରୋ : ଥାନାରେ ପହଞ୍ଚିଲେ ସ୍କୁଲ ପିଲା । ୟୁକେଜିରେ ପଢୁଥିବା ଜଣେ କୁନି ପିଲା ଥାନାରେ ପହଞ୍ଚିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କଣ ପାଇଁ ଏହି କୁନି ପିଲା ଥାନାକୁ ଆସିଲେ ତାହାର କାରଣ ଜାଣିବାକୁ ସମସ୍ତେ ବ୍ୟଗ୍ର ଥିଲେ । ତେବେ ଶିଶୁଟି ଅଭିଯୋଗ ନେଇ ଥାନାକୁ ଆସିଥିବା…

ଫିଲ୍ମ ଦ କାଶ୍ମୀରକୁ ନେଇ ପୁଣି ପ୍ରତିକ୍ରିୟା ରଖିଲେ ଓମାର ଅବଦୁଲ୍ଲା । କହିଲେ, ଫିଲ୍ମକୁ ନେଇ କହିବିିନି କିଛି ବି କଥା…

କନକ ବ୍ୟୁରୋ : ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଗୋଟିଏ ଦିନ ପୂର୍ବରୁ ମନ୍ତବ୍ୟ ଦେବା ପରେ ଏବେ ଏହି ପ୍ରସଙ୍ଗରେ କିଛି ବି କହିବାକୁ ମନା କରିଦେଇଛନ୍ତି । ଏହି ଫିଲ୍ମକୁ ନେଇ ସେ…