Daily Archives

March 20, 2022

କମିଲା କୋଭିସିଲ୍ଡ ଟିକା ଦ୍ୱିତୀୟ ମାତ୍ରା ନେବାର ଅନ୍ତର, ଏବେ ୪ ମାସ ନୁହେଁ ଜାଣନ୍ତୁ କେତେ ଦିନ ଅନ୍ତରରେ ନେଇପାରିବେ…

କନକ ବ୍ୟୁରୋ : ବିଶ୍ୱର କିଛି ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନଜରରେ ରଖି ଭାରତରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ମଧ୍ୟରେ ଥିବା ଅନ୍ତରକୁ କମ କରାଯାଇଛି । ଏନେଇ ରାଷ୍ଟ୍ରୀୟ ଟେକ୍ନିକାଲ ପରାମର୍ଶ ସମୁହ (ଏନଟିଏଜିଆଇ) ତରଫରୁ ନୂଆ ସୁପାରିଶ…

ନିଜ ଟିମ ପାଇଁ ଗେମ୍ ଚେଞ୍ଜର ହେବେ ଏହି ଖେଳାଳି! ଦେଖନ୍ତୁ କାହା ପାଖରେ କିଏ…

କନକ ବ୍ୟୁରୋ: ଆଉ କିଛିଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ର ମହାଲଢେଇ । ଆସନ୍ତା ୨୬ ତାରିଖରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ତେବେ ଏଥର ଆଇପିଏଲ ବେଶ ରୋମାଞ୍ଚକର ରହିବ । ଆଉ ଆଇପିଏଲରେ ଏଥର ରୋମାଞ୍ଚର ଖୋରାକ ଯୋଗାଇବେ ଅଲରାଉଣ୍ଡର । ୨୦୨୨ ଆଇପିଏଲରେ…

କିଏ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ? ଏବେ ବି ଶେଷ ହେଉନି ସସପେନ୍ସ । ପୂର୍ବ ମୁଖ୍ୟମନ୍ତ୍ରୀ କହିଲେ ଏମିତି କଥା..

କନକ ବ୍ୟୁରୋ: କିଏ ହେବ ଉତ୍ତରାଖଣ୍ଡର ଆଗାମୀ ମୁଖ୍ୟମନ୍ତ୍ରୀ? କିଏ ସମ୍ଭାଳିବ ଉତ୍ତରାଖଣ୍ଡର ଶାସନ ଭାର? ବିଧାନସଭା ନିର୍ବାଚନରେ ଦମଦାର ବିଜୟ ପରେ ରାଜ୍ୟ ବିଜେପି ଶିବିରରେ ଏବେ ଏହି ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଆଉ ଏହାରି ଭିତରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ…

ମଣିପୁର ପାଇଁ ବିଜେପି ଘୋଷଣା କଲା ମୁଖ୍ୟମନ୍ତ୍ରୀଙ୍କ ନାମ, ଜାଣନ୍ତୁ କାହାକୁ ମିଳିଲା ପଦ

କନକ ବ୍ୟୁରୋ : ମୁଣିପୁରରେ କିଏ ହେବ ମୁଖ୍ୟମନ୍ତ୍ରୀ, ଏହାକୁ ନେଇ ଯେଉଁ ବିବାଦ ଦେଖା ଦେଇଥିଲା ତାହାର ଅନ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ କିରେଣ ରିଜ୍ଜୁ ଆଜି ଇମ୍ଫାଲ ଗସ୍ତରେ ଯାଇ ଏହି ସମସ୍ୟାର ସମାଧାନ କରିଛନ୍ତି । ସଦ୍ୟ ସୂଚନା ମୁତାବକ ରାଜ୍ୟର ପୂର୍ବତନ…

କେକେଆର୍ ସୁପରଷ୍ଟାର ଟିମ୍ ସାଉଦି କଲେ ବିବାହ । ପତ୍ନୀଙ୍କ ସହ ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ…

କନକ ବ୍ୟୁରୋ: ଆଇପିଏଲ୍ ମହାସମର ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । ମାର୍ଚ୍ଚ ୨୬ ତାରିଖରୁ ବିଶ୍ୱର ଏହି ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆରମ୍ଭ ହେବାକୁ ଯାଉଥିବାବେଳେ, କେକେଆର୍ ଓ ଚେନ୍ନାଇ ସୁପର କିଙ୍ଗସ୍ ପ୍ରଥମ ମ୍ୟାଚରେ ଭେଟାଭେଟି ହେବେ । ତେବେ ଆଇପିଏଲ୍ ଆରମ୍ଭ ହେବା…

ମାର୍କେଟକୁ ଆସିଲା ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର । ସିଙ୍ଗଲ ଚାର୍ଜରେ ଚାଲିବ ୧୯୦ କି.ମି, ଜାଣନ୍ତୁ ଦାମ

କନକ ବ୍ୟୁରୋ : ଦେଶରେ ପେଟ୍ରୋଲର ଦାମ ଯେତେ ବଢୁଛି ସେହି ତୁଳନାରେ ଇଲେକ୍ଟ୍ରିକ ସ୍କୁଟର ବା ବାଇକର ଚାହିଦା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ବିଦ୍ୟୁତ ଚାଳିତ ଯାନ ପ୍ରସ୍ତୁତକାରୀ କମ୍ପାନୀମାନେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ଶସ୍ତା ଦାମରେ ଅଧିକ ମାଇଲେଜ ଦେଉଥିବା ଗାଡି ଲଂଚ…