Daily Archives

March 16, 2022

ବିଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ ଭାରତରେ ସତର୍କ କଲେ ବିଶେଷଜ୍ଞ । କହିଲେ, କେଉଁ ରୂପରେ ଆସିବ ୪ର୍ଥ ଲହର ଏବେଠୁ…

କନକ ବ୍ୟୁରୋ : ସମଗ୍ର ବିଶ୍ୱରେ କରୋନା ମହାମାରୀ ପୁଣିଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଚୀନରେ କରୋନାର ନୂଆ ଭାରିଆଣ୍ଟ ସବୁ ରେକର୍ଡ ଭାଙ୍ଗୁଛି । ପଶ୍ଚିମ ୟୁରୋପୀୟ ସମେତ ଅନେକ ଦେଶ ଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଲଗାତର ବଢ଼ୁଛି । ଚୀନ୍ ସମେତ ବାକି ଦେଶ ଗୁଡ଼ିକରେ…

ଆମେରିକା ସଂସଦକୁ ଜେଲେନସ୍କି ଦେଖାଇଲେ ଋଷ ସେନାର ଧ୍ୱଂସ ଲୀଳା, କହିଲେ ଏଭଳି କଥା

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷ ଆକ୍ରମଣର ଆଜି ୨୧ ତମ ଦିନ । ଏହାରି ମଧ୍ୟରେ ଋଷସେନା ୟୁକ୍ରେନରେ ଧ୍ୱଂସର ତାଣ୍ଡବ ରଚିଛି । ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଆମେରିକା ସଂସଦଙ୍କୁ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ ଆମେରିକା ସଂସଦରେ ଉପସ୍ଥିତ ଥିବା ସମସ୍ତ…

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବକୁ ୨୦୦ରୁ ଅଧିକ ବିଶିଷ୍ଠ ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ତାଲିକାରେ ରହିଛନ୍ତି ସୋନିଆ ଗାନ୍ଧୀ ଓ…

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ବିଜେପିର ବିପୁଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ହୋଲି ପରେ ଚଳିତ ମାସ ୨୧ ତାରିଖରେ ଯୋଗୀ ଆଦିତ୍ୟନାଥ ଶପଥ ନେଇପାରନ୍ତି ବୋଲି ଆକଳନ କରାଯାଇଛି । ଏହି ଶପଥଗ୍ରହଣ ଉତ୍ସବକୁ ଆକର୍ଷିତ କରିବାକୁ…

ରାତାରାତି କୋଟିପତି ହେବାର ନିଶା ନେଲା ଜୀବନ । ଋଣ ଭାରରେ ବୁଡ଼ି ଜୀବନ ହାରିଦେଲେ ଯୁବକ ।

କନକ ବ୍ୟୁରୋ : ରାତାରାଜି କୋଟିପତି ହେବା ନିଶାରେ ଜୀବନ ହାରିଲେ ଯୁବ ଇଞ୍ଜିନିୟର । ପୁଣେ ସ୍ଥିତ ଇନଫୋସିସରେ ସିଷ୍ଟମ ଇଂଜିନିୟର ଭାବେ ଚାକିରି କରୁଥିବା ବାଲେଶ୍ୱର ଆମ୍ବିଳିଅଠା ଗାଁର ସୌମିତ୍ର ନନ୍ଦୀ ଗତ ଦୁଇ ବର୍ଷ ହେଲା ଘରେ ରହି କାମ କରୁଥିଲେ । ଏହି ସମୟରେ ସୌମିତ୍ର ଅନ୍ ଲାଇନ୍ ଟ୍ରେଡିଂ…

ମହଙ୍ଗା ହେଉଛି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ । ସୁଜି, ମଇଦା, ଅଟା ଦର ବୃଦ୍ଧି । ପଡୁଛି କି ରୁଷ-ୟୁକ୍ରେନ୍ ଯୁଦ୍ଧର…

କନକ ବ୍ୟୁରୋ : ରାଜ୍ୟରେ ହଠାତ୍ ବଢିଯାଇଛି ଅଟା ସହ ଅନ୍ୟ ଗହମ ଜାତୀୟ ସାମଗ୍ରୀର ଦର । ଗହମ କ୍ୱିଣ୍ଟାଲ ପିଛା ୨୧ ଶହ ଟଙ୍କା ଥିଲା ଯାହା ଏବେ ୨୫ ଶହ ଟଙ୍କାକୁ ବୃଦ୍ଧି ପାଇଛି । ଓଡ଼ିଶା ବ୍ୟବସାୟୀ ମହାସଂଘର କହିବା କଥା ହେଲା, ଓଡ଼ିଶାରେ ଗହମ ଉତ୍ପାଦନ ହେଉନଥିବା ବେଳେ ହରିୟାଣା, ମଧ୍ୟପ୍ରଦେଶ,…

କାହିଁକି ହାରୁଛି କଂଗ୍ରେସ? ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ଜାତୀୟ ସ୍ତରରେ ହେଉ ଅବା ରାଜ୍ୟ ସ୍ତରରେ ହେଉ, କଂଗ୍ରେସର ବିପର୍ଯ୍ୟୟକୁ ନେଇ ଅନେକ ସମୀକ୍ଷା ଚାଲିଥିବା ବେଳେ ଦୈନିକ ଖବରକାଗଜ ସମ୍ବାଦରେ ଏକ ଲେଖା ଲେଖି ଅନେକ ଦିଗକୁ ସାମ୍ନାକୁ ଆଣିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ ଲେଖିଛନ୍ତି, - କଂଗ୍ରେସ କ୍ଷମତାରେ ଥିବା…