Daily Archives

March 14, 2022

ଏମିତି ହେଉଛି ଓଡ଼ିଆ ବିଶ୍ୱବିଦ୍ୟାଳୟ: ଶିଳାନ୍ୟାସର ୪ ବର୍ଷ ପରେ କେବଳ ହୋଇଛି ପାଚେରୀ

କନକ ବ୍ୟୁରୋ: ଚାରି ବର୍ଷ ତଳେ ଓଡ଼ିଆ ଭାଷାର ପ୍ରସାର ଓ ଗବେଷଣା ପାଇଁ ପୁରୀ ସାକ୍ଷୀଗୋପାଳରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ୬୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟ କାମ ଏପର୍ଯ୍ୟନ୍ତ ବିଶେଷ ଅଗ୍ରଗତି କରିନାହିଁ ।…

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୧୯ ଦିନ । ୟୁକ୍ରେନର ବିଭିନ୍ନ ସହର ଉପରେ ଘମାଘୋଟ ଆକ୍ରମଣ । ସେପଟେ ଡାକ୍ତରଖାନରେ ପହଁଚି ଆହତ…

କନକ ବ୍ୟୁରୋ: ୟୁକ୍ରେନର ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ରୁଷ ପକ୍ଷରୁ ଆକ୍ରମଣ କରାଯାଉଛି । ରୁଷର ଯୁଦ୍ଧ ଟ୍ୟାଙ୍କକୁ ମଧ୍ୟ ୟୁକ୍ରେନ୍ ନଷ୍ଟ କରୁଥିବା ଦାବି କରୁଛି । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କିଭର ଏକ ହସ୍ପିଟାଲ ଗସ୍ତ କରିଛନ୍ତି । ହସ୍ପିଟାଲରେ ଚିକିତ୍ସିତ…

ଚାନ୍ଦବାଲିରେ ଅପହରଣ, ଭୁବନେଶ୍ୱରରେ ହତ୍ୟା! ରଣପୁର ନିକଟରେ ପୋତିଦେଲେ ମୃତଦେହ

କନକ ବ୍ୟୁରୋ: ଏହି ଲୋମହର୍ଷଣକାରୀ ଅପରାଧ ଭୁବନେଶ୍ୱରରୁ ଚାନ୍ଦବାଲି ଓ ଚାନ୍ଦବାଲିରୁ ନୟାଗଡ଼ ପର୍ଯ୍ୟନ୍ତ ଳମ୍ବିଛି । ପୁଲିସ ତଦନ୍ତ ଯେତିକି ଆଗକୁ ବଢ଼ାଉଛି, ରହସ୍ୟ ସେତିକି ବଢ଼ି ବଢ଼ି ଚାଲିଛି । ମୃତଦେହ ଖୋଳି ବାହାର କରିବା ପରେ ହତ୍ୟାକାଣ୍ଡର ଭୟଙ୍କର ବ୍ଲୁ-ପ୍ରିଂଟ ସଂପର୍କରେ ଜାଣିପାରିଛି…

ଯୁଦ୍ଧ ଭିତରେ ଆମେରିକାର ସାଂଘାତିକ ଅଭିଯୋଗ । ଚୀନକୁ ସାମରିକ ଓ ଆର୍ଥିକ ସହାୟତା ମାଗୁଛି ରୁଷିଆ । ଅଭିଯୋଗକୁ ଖଣ୍ଡନ…

କନକ ବ୍ୟୁରୋ: ରୁଷିଆ ୟୁକ୍ରେନ ଯୁଦ୍ଧ ଭିତରେ ଚୀନକୁ ସହାୟତା ମାଗିଛି ରୁଷିଆ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଯୁଦ୍ଧର ଅବଧି ବଢି ବଢି ଚାଲିଥିବାରୁ ରୁଷ ଉପରେ ଅଧିକାଂଶ ଦେଶ ପ୍ରତିବନ୍ଧକ ଲଗାଇବା ପରେ ଆଥିକ ଓ ସାମରିକ ଦୃଷ୍ଟିରେ ଦୁର୍ବଳ…

ସାଂଘାତିକ ଅଭିଯୋଗ ଆଣିଲେ ସାଂସଦ ଅପରାଜିତାଙ୍କ ପ୍ରତିନିଧି: ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ମିଳୁନି ଆବଶ୍ୟକ ସାମଗ୍ରୀ,…

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକଙ୍କ ଫେସବୁକ ପୋଷ୍ଟ । ପୈାର ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ଭୁବନେଶ୍ୱରରେ ପ୍ରାର୍ଥୀଙ୍କୁ ଦଳ ପକ୍ଷରୁ ସର୍ବନମ୍ନ ଆବଶ୍ୟକତା ଏପରିକି ଦଳୀୟ ପତାକା ମଧ୍ୟ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଦେବାଶିଷ ।…

ମହିଳା ସଶକ୍ତିକରଣ ନେଇ ଆଉ ପାଦେ ଆଗେଇଲେ ନବୀନ: ୩୦ରୁ ୨୧ ଜିଲ୍ଲା ପରିଷଦର ମଙ୍ଗ ଧରିଲେ ମହିଳା

କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେଇଥିବା ନବୀନ ସରକାର ଏବେ ୭୦ ପ୍ରତିଶତ ଜିଲ୍ଲା ପରିଷଦରେ ମହିଳାଙ୍କୁ ଅଧ୍ୟକ୍ଷା କରି ମହିଳା ସଶକ୍ତିକରଣରେ ଆଉ ପାଦେ ଆଗେଇଛନ୍ତି । ପୌର ନିର୍ବାଚନରେ ବି ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ବିଜେଡି…