Daily Archives

March 13, 2022

ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ହାତ ତିଆରି ଡ଼ଷ୍ଟବିନ୍: ପେଙ୍ଗୁଇନ୍, ବାଘ, କୁମ୍ଭୀର, ମିକି ମାଉସ ଆକୃତିର ଡ଼ଷ୍ଟବିନ୍…

କନକ ବ୍ୟୁରୋ: ବିଭିନ୍ନ ଆକୃତିର ରଙ୍ଗବେରଙ୍ଗର ଡ଼ଷ୍ଟବିନ ତିଆରି କରି ରୋଜଗାର କରୁଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । କାଲିମେଳା ବ୍ଲକ ଭେଂକଟପଲମ ପଂଚାୟତର ଏମପିଭି -୭୬ ଗାଁର ଗାୟତ୍ରୀ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ଏଭଳି ଡ଼ଷ୍ଟବିନ୍ ତିଆରି କରୁଥିବାର ଦେଖିବାକୁ ମିଳିଛି ।…

କୋଟପାଡ଼ର ମିରିଗାନୀ ଶାଢିକୁ ନେଇ ବିବାଦ: ଶାଢିର ଡ଼ୁପ୍ଲିକେଟ୍ କରି ବଜାର ଓ ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ

କନକ ବ୍ୟୁରୋ: ଶାଢ଼ୀର ପରିଚୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପଦ୍ମଶ୍ରୀ । କୋଟପାଡ଼ର ମିରିଗାନି ଶାଢ଼ି, ଯାହା କୋଟପାଡ଼ର ଏକ ସ୍ୱତନ୍ତ୍ର ପରିଚୟ । ଦେଶ ବିଦେଶରେ ଏହାର ଅଧିକା ଚାହିଦା ରହିଛି । ଏବେ ଶାଢ଼ି ପାଇଁ ଆଇନର ଲଢ଼େଇ ଆରମ୍ଭ ହୋଇଛି । କିଛି ଦୁର୍ବୁତ ଏହାର ଡ଼ୁପ୍ଳିକେଟ କରି ବଜାରରେ ବିକ୍ରୀ…

ଗୁଜୁରାଟ ଟାଇଟନ୍ସ ଲଞ୍ଚ କଲା ଜର୍ସି: ନୂଆ ଅବତାରରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

କନକ ବ୍ୟୁରୋ: ଆଇପିଏଲ ୨୦୨୨ ପାଇଁ ଟିମ ଗୁଡିକ ପ୍ରସ୍ତୁତି ଆରମ୍ଭ କଲେଣି । ଏଥର ଆଇପିଏଲ ରୋମାଞ୍ଚକର ହେବ । କାରଣ ଏଥର ୮ ବଦଳରେ ୧୦ ଟିମ ଆଇପିଏଲରେ ସାମିଲ ହୋଇଛନ୍ତି । ତେବେ ଏଥର ନୂଆ ଟିମ ଭାବେ ସାମିଲ ହୋଇଥିବା ଗୁଜୁରାଟ ରବିବାର ନିଜ ନୂଆ ଜର୍ସି ଲଞ୍ଚ କରିଛନ୍ତି । ବିସିସିଆଇ ସଚିବ ଜୟ…

ହୋଲି ପରେ ଉତ୍ତରପ୍ରଦେଶରେ ବିଜେପି ଓ ହୋଲି ପୂର୍ବରୁ ପଞ୍ଜାବରେ ଆପ୍ ଗଢିବ ସରକାର । ପ୍ରସ୍ତୁତି ଆରମ୍ଭ, କାହାକୁ…

କନକ ବ୍ୟୁରୋ : ହୋଲି ପରେ ଉତ୍ତରପ୍ରଦେଶରେ ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତି କରୁଥିବା ବେଳେ ଆପ୍ ଆସନ୍ତା ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରିଛି । ପ୍ରଥମଥର ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଥିବା ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ ଆଜି ଦଳର ସୁପ୍ରିମୋ…

କିଭ୍ ପାଇଁ ଏବେ ନିର୍ଣ୍ଣାୟକ ଲଢେଇ! ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଆମେରିକାରର ଘୋଷଣା । ସେପଟେ ତିନି ପଟୁ…

କନକ ବ୍ୟୁରୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଥିବା ବେଳେ ଆକ୍ରମଣକୁ ଜୋରଦାର କରିଛି ରୁଷ୍ । ଆଉ ଏହାର କଡ଼ା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା । ଏସବୁ ଭିତରେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଘୋଷଣା କରିଛି ଆମେରିକା । ରୁଷ୍-ୟୁକ୍ରେନ ଯୁଦ୍ଧରୁ ଆମେରିକା ଓ ନାଟୋ…

ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ପଢନ୍ତୁ, କେତେ ବ୍ଲକରେ ଜିତିଲେ ବିଜେଡି, ବିଜେପି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ

କନକ ବ୍ୟୁରୋ: ଘୋଡାବେପାର ଅଭିଯୋଗ ଓ ଛକାପଞ୍ଝା ଭିତରେ ଶେଷ ହୋଇଛି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକକୁ ଛାଡି ଦେଲେ ରାଜ୍ୟର ବାକି ୩୧୩ ବ୍ଲକକୁ ନୂଆ ଅଧ୍ୟକ୍ଷ ମିଳିଛି । ରାଜ୍ୟର ୨୬୧ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଛନ୍ତି ।…