Daily Archives

March 7, 2022

ରୋଷେଇ ଶାଳ ଉପରେ ଯୁଦ୍ଧର ପ୍ରଭାବ । ଖାଇବା ତେଲର ଦାମ ବଢିଲା ୫୦ଟଙ୍କା ।

କନକ ବ୍ୟୁରୋ : ଗତ କିଛି ଦିନ ହେଲା ରାଜ୍ୟରେ ସୂର୍ଯ୍ୟମୁଖ୍ୟ ସମେତ ବିଭିନ୍ନ ଖାଇବା ତେଲ ଦର ବଢ଼ିଯାଇଛି । ଏହାପଛରେ ୟୁକ୍ରେନ ଓ ରୁଷ୍ ଯୁଦ୍ଧ ବୋଲି କୁହାଯାଉଛି । ତେବେ ଅଚାନକ ତେଲ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ରୋଷେଇ ଶାଳ ଉପରେ ଯୁଦ୍ଧର ପ୍ରଭାବ । ଖାଇବା ତେଲର ଦାମ…

ନାଗରିକଙ୍କୁ ଉଦ୍ଧାର ପାଇଁ ଅସ୍ତ୍ରବିରତି ଘୋଷଣା । ୟୁକ୍ରେନର ୪ ସହରରେ ଆକ୍ରମଣ ବନ୍ଦ କରିଛି ରୁଷ ।

କନକ ବ୍ୟୁରୋ : ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଏବେ ବି ବହୁ ସଂଖ୍ୟାରେ ଭାରତୀୟ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ଓ ରୁଷ୍ ପକ୍ଷରୁ ଆକ୍ରମଣ ଜୋର ହେଉଥିବାରୁ ପ୍ରତି ମୁହୁର୍ତ୍ତରେ…

ଆସିଲା ମଣିପୁର ବିଧାନସଭା ନିର୍ବାଚନର ବୁଥ୍ ବାହୁଡା ମତ । ଦେଖନ୍ତୁ, କେଉଁ ଦଳ ଆଗରେ, କେଉଁ ଦଳ ପଛରେ । କାହାକୁ…

କନକ ବ୍ୟୁରୋ: ଆସିଲା ବୁଥ୍ ବାହୁଡା ମତ । ଏଥର ମଣିପୁରରେ ପୁଣିଥରେ ସରକାର ଗଢିପାରେ ବିଜେପି । ଅଧିକାଂଶ ଏକଜିଟ୍ ପୋଲରୁ ଆସିଥିବା ରିପୋର୍ଟ ଅନୁସାରେ, ଏଠାରେ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ବୋଲି ଆକଳନ କରାଯାଉଛି । ତେବେ ମଣିପୁରରେ ବିଜେପିକୁ କଡା ଟକ୍କର…

ପଞ୍ଜାବରେ ଲେଖାହେବ କି ନୂଆ ଇତିହାସ ? ସରିଲା ଭୋଟ୍, ଆସୁଛି ୫ ରାଜ୍ୟର ବୁଥ୍ ବାହୁଡ଼ା ମତ ।

କନକ ବ୍ୟୁରୋ : ୫ଟି ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଆସୁଛି ବୁଥ ବାହୁଡା ମତ । ମତଦାତାମାନେ ଭୋଟ ଦେବା ପରେ ବିଭିନ୍ନ ସର୍ଭେକ୍ଷଣ ସଂସ୍ଥା ଦ୍ୱାରା ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ, ୫ ରାଜ୍ୟର ବୁଥ ବାହୁଡା ମତ ବା ଏକଜିଟ୍ ପୋଲ୍ ପ୍ରକାଶ ପାଇଛି । ରିପବ୍ଲିକ ପି-ମାର୍କ ଏକଜିଟ୍ ପୋଲ୍…

ରୁଷ-ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ କଥାବାର୍ତ୍ତା । ଯୁଦ୍ଧ ନୁହେଁ, ଆଲୋଚନା ଉପରେ ମୋଦୀଙ୍କ ଗୁରୁତ୍ୱ ।

କନକ ବ୍ୟୁରୋ : ୟୁକ୍ରେନ ରୁଷ୍ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଆଜି ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ରହିଥିବାବେଳେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ମୋଦି ।…

ତିନି ମହାନଗର ମେୟର ପଦ ପାଇଁ ମୈଦାନ ପ୍ରସ୍ତୁତ । ବିରାଟ ପଟୁଆରରେ ନାମାଙ୍କନ କଲେ ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ।

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ । ଏଥର ମଇଦାନରେ ଆରମ୍ଭ ହେବ ଅସଲ ଲଢ଼େଇ । ଭୁବନେଶ୍ୱରରେ ମେୟର ପଦ ପାଇଁ ଲଢ଼େଇ କରିବେ ବିଜେଡିର ସୁଲୋଚନା ଦାସ, ବିଜେପିର ସୁନୀତି ମୁଣ୍ଡ ଓ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ । ସେହିପରି ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ମେୟର ପଦ…