Daily Archives

March 7, 2022

ଗୋଆରେ କିଏ ଗଢ଼ିପାରେ ସରକାର ? ଜାଣନ୍ତୁ କ’ଣ କହୁଛି ଏକଜିଟ୍ ପୋଲର ଆକଳନ ।

କନକ ବ୍ୟୁରୋ : ମତଦାନ ଶେଷ ହେବା ପରେ ଆସିଛି ବୁଥ୍ ବାହୁଡା ମତ । ଗୋଆରେ କିଏ ଗଢିପାରେ ସରକାର, ଆସନ୍ତୁ ଜାଣିବା କ’ଣ କହୁଛି ଏକଜିଟ୍ ପୋଲର ଆକଳନ । ଇଣ୍ଡିଆ ଟିଭି-ସିଏନଏକ୍ସର ଏକଜିଟ୍ ପୋଲର ଆକଳନ କହୁଛି, ଗୋଆରେ ଏଥର ବିଜେପିକୁ ମିଳିପାରେ ୧୬-୨୨ ଆସନ । ସେହିପରି କଂଗ୍ରେସ ୧୧-୧୭ଟି ଆସନ…

ପ୍ରତି ୫ ବର୍ଷରେ ବଦଳେ ଉତ୍ତରାଖଣ୍ଡ ସରକାର, କଣ ବିଜେପି ଭାଙ୍ଗିପାରିବ ୨୦ ବର୍ଷର ରେକର୍ଡ: ଜାଣନ୍ତୁ କଣ କହୁଛି ଏକଜିଟ…

କନକ ବ୍ୟୁରୋ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ଏକଜିଟ ପୋଲ ସର୍ଭେ ରିପୋର୍ଟ ଆସିଛି । ତେବେ ଏଥର ଉତ୍ତରାଖଣ୍ଡରେ କିଏ ସରକାର ଗଢିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଉତ୍ତରାଖଣ୍ଡରେ ପ୍ରତି ୫ବର୍ଷରେ ସରକାର ବଦଳି ଥାଏ । ଆଉ ଯଦି ବିଜେପି ଏଥର ପୁଣି…

କିଏ ଆଗରେ, କିଏ ପଛରେ ? ଉତ୍ତରପ୍ରଦେଶରେ କିଏ ଗଢ଼ିପାରେ ସରକାର ? ଜାଣନ୍ତୁ କ’ଣ କହୁଛି ଏକଜିଟ୍ ପୋଲ୍ ରିପୋର୍ଟ ।

କନକ ବ୍ୟୁରୋ : କିଏ ଆଗରେ, କିଏ ପଛରେ ? ଭୋଟ୍ ସରିଲା, ବୁଥ୍ ବାହୁଡା ମତ ଆସିଲା । କିଏ ଗଢିବ ସରକାର, ସେନେଇ ଏକଜିଟ୍ ପୋଲର ଆକଳନ ସାମ୍ନାକୁ ଆସିଛି । ରିପବ୍ଲିକ ଟିଭିର ଆକଳନ ଅନୁସାରେ, ଉତ୍ତରପ୍ରଦେଶରେ ପୁଣି ଥରେ ସରକାର ଗଢିପାରେ ବିଜେପି । ବୁଥ୍ ବାହୁଡା ମତ କହୁଛି, *ରିପବ୍ଲିକ ଟିଭି…

ପଞ୍ଜାବରେ ଏଥର କେଜ୍ରିୱାଲ କମାଲ? ଚମକାଇଦେଲା ଏକଜିଟ୍ ପୋଲର ଆକଳନ: ଜାଣନ୍ତୁ କିଏ ଆଗରେ କିଏ ପଛରେ?

କନକ ବ୍ୟୁରୋ: ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଆସିଛି ଏକଜିଟ୍ ପୋଲ ସର୍ଭେ ରିପୋର୍ଟ । ତେବେ ପଞ୍ଜାବ ପାଇଁ ଆଜତକ ଦେଇଥିବା ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି । ଏଥର ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଢିପାରେ ବୋଲି ଆକଳନ କରାଯାଇଛି । ଆଜତକର ଆକଳନ ଅନୁସାରେ ଏଥର ଆପ ପଞ୍ଜାବରେ ୭୬ରୁ…

ଭୁବନେଶ୍ୱରରେ ପହଞ୍ଚିଲେ ୟୁକ୍ରେନ ଫେରନ୍ତା: ଏୟାରପୋର୍ଟରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଭୁବନେଶ୍ୱରରେ ଏୟାରପୋର୍ଟରେ ପହଞ୍ଚିଲେ ୟୁକ୍ରେନ ଫେରନ୍ତା । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ଛାତ୍ରଛାତ୍ରୀ । ୟୁକ୍ରେନ ଫେରନ୍ତାଙ୍କୁ ନେଇ ଏହି ଦିଲ୍ଲୀରୁ ଆସିଲା ସ୍ୱତନ୍ତ୍ର ବିମାନ । ମୋଟ ୭୭ ଜଣ ଛାତ୍ରଛାତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।…

ଉତ୍ତରପ୍ରଦେଶ ଓ ପଞ୍ଜାବ ସମେତ ୫ ରାଜ୍ୟରେ ସରିଲା ନିର୍ବାଚନ: ଆଉ କିଛି ସମୟ ମଧ୍ୟରେ ଆସିବ ଏକଜିଟ୍ ପୋଲ ସର୍ଭେ ରିପୋର୍ଟ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଓ ପଂଜାବ ସମେତ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ରହିଛି ସାରା ଦେଶର ନଜର । କାରଣ ୨୦୨୪ ପୂର୍ବରୁ ଦେଶର ମୁଡ ବିଷୟରେ କହିବ ଏହି ୫ରାଜ୍ୟର ନିର୍ବାଚନ ଫଳାଫଳ । ଏହାସହ ମୋଦୀଙ୍କ ପପୁଲାରିଟି କେମିତି ରହିଛି ତାହା ମଧ୍ୟ ସାମ୍ନାକୁ ଆସିବ । କେବଳ ଏତିକି ନୁହେଁ…