Daily Archives

January 19, 2022

ବିଜେପିରେ ସାମିଲ ହେଲେ ମୁଲାୟମଙ୍କ ବୋହୂ । ପୁଅ ଅଖିଳେଶ କହିଲେ…

କନକ ବ୍ୟୁରୋ : ପଦ୍ମ ଶିବିରରେ ଅଖିଳେଶଙ୍କ ଭାଇ ବୋହୂ ଅପର୍ଣ୍ଣା । ବିଧାନସଭା ନିର୍ବାଚନକୁୂ ନେଇ ଉତ୍ତରପ୍ରଦେଶ ରାଜନୀତି ରୋଚକ ହେଉଥିବା ବେଳେ ଅଖିଳେଶଙ୍କୁ ବଡ ଝଟକା ଦେଇଛନ୍ତି ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଆଜି ସାଇକେଲକୁ ଛାଡି ବିଧିବଦ୍ଧ ଭାବେ…

କୋଭିଡ୍ ସ୍ଥିତି ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । କହିଲେ ଆଗାମୀ କିଛି ଦିନ ଗୁରୁତ୍ୱପୂର୍ଣ୍ଣ ।

କନକ ବ୍ୟୁରୋ: ସାରା ଦେଶରେ ଏବେ କୋଭିଡର ତୃତୀୟ ଲହର ଚାଲିଛି । ଗତ ୭ ଦିନ ହେଲା ରାଜ୍ୟରେ ୧୦ରୁ ୧୧ ହଜାର ପଜିଟିଭ୍ କେସ୍ ସାମ୍ନାକୁ ଆସୁଛି । ତେବେ ଓମିକ୍ରନ୍ ପାଇଁ ହିଁ ସଂକ୍ରମଣ ବୃଦ୍ଧି ପାଇଛି । ହେଲେ ଏଥିରେ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ । ବୁଧବାର ରାଜ୍ୟବାସୀଙ୍କୁ…

ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ଆସିଲା ରାୟ । ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ…

କନକ ବ୍ୟୁରୋ: ପୁରୀର ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ଆସିଲା ରାୟ । ପୁରୀ ଜିଲ୍ଲା ଅତିରିକ୍ତ ସେସନ କୋର୍ଟ ଗୁନ ସିଂହାରୀଙ୍କୁ ଗୁଳି କରି ହତ୍ୟା ମାମଲା ଚୂଡାନ୍ତ ରାୟ ଶୁଣାଇଛନ୍ତି । ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟଙ୍କ ଓ ଅନ୍ୟ ୫ ଅଭିଯୁକ୍ତଙ୍କୁ…

ପଞ୍ଚାୟତ ଲଢ଼େଇ…କେନ୍ଦୁଝରରେ କିଏ ହେବ କିଙ୍ଗ ମେକର ? ବିଜେଡିକୁ ସନା ସାହାରା, ରଣନୀତି କରୁଛନ୍ତି ବିଜେପି,…

କନକ ବ୍ୟୁରୋ : କେନ୍ଦୁଝରରେ କାହାର ହେବ ବାଜିମାତ୍ ? ପତିଆରାର ଲଢେଇରେ ଦମ୍ ଦେଖାଇବାକୁ ସଜବାଜ ହେଲେଣି ନେତା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଆଉ ନିର୍ବାଚନ ପୂର୍ବରୁ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ସରଗରମ ହୋଇଛି ରାଜନୀତି । ଦୁଇ ବିରୋଧୀ ଦଳ ବିଜେପି…

ପିଲାମାନେ ମାସ୍କ ପିନ୍ଧିବା ନିହାତି ଜରୁରୀ କି? ପଢନ୍ତୁ, କଣ କହିଲେ ବରିଷ୍ଠ ଡାକ୍ତର…

କନକ ବ୍ୟୁରୋ: କୋଭିଡକୁ ମାତ୍ ଦେବାକୁ ସାରା ଦେଶରେ ଏବେ ଚାଲିଛି ଟିକାକରଣ । ୧୫ ବର୍ଷରୁ ଅଧିକ ବୟସର ପିଲାଙ୍କଠାରୁ ଆରମ୍ଭ କରି ପ୍ରତିଟି ନାଗରିକ ଟିକା ନେଉଛନ୍ତି । ହେଲେ ଏବେ ବି ଦେଶରେ ୧୫ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇନାହିଁ । ଏପରି ସ୍ଥିତିରେ ପିଲାଙ୍କ ପାଇଁ…

ଆସିଥିଲେ ଏକାଠି, ଚାଲିଗଲେ ଏକାଠି: ପୋଖରୀରରେ ବୁଡି ଯାଁଆଳା ଭାଇଙ୍କ ମୃତ୍ୟୁ

କନକ ବ୍ୟୁରୋ: କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଦୁଇ ଯାଁଆଳା ଭାଇଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ମୃତକ ଦୁଇ ଭାଇ ହେଉଛନ୍ତି ମହାଲିଙ୍ଗ ଗାଁର ରୋହିତ ସାହୁଙ୍କର ପୁଅ । ସେମାନଙ୍କର ବୟସ ୬ ବର୍ଷ । ଗାଧୋଉ ଥିବା ବେଳେ ଅସାବଧାନତା ହେତୁ…