Daily Archives

January 7, 2022

ଯୋଗୀଙ୍କ ଟାର୍ଗେଟରେ ଅଖିଳେଶ । କହିଲେ, ଭଗବାନ ଶ୍ରୀକୃଷ୍ଣ ସ୍ୱପ୍ନରେ ଆସି କହିଥିବେ, କ୍ଷମତାକୁ ଆସିବା କ୍ଷଣି ମଥୁରାରେ…

କନକ ବ୍ୟୁରୋ : ଅଯୋଧ୍ୟାରେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଓ ଟାବେଲଟ ବାଣ୍ଟିବା ସହ ପୂର୍ବ ସରକାର ତଥା ସମାଜବାଦୀ ପାର୍ଟିର ନେତାଙ୍କ ଉପରେ ବର୍ଷିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।  ଯୋଗୀ କହିଛନ୍ତି, ପୂର୍ବ ସରକାରରେ ଯୁବକ  ଓ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ ସରକାର ।…

ଆତଙ୍କୀଙ୍କ ଟାର୍ଗେଟରେ RSS ମୁଖ୍ୟାଳୟ! ଜୈଶ-ଏ-ମହମ୍ମଦ ରାଡାରରେ ଥିବା ନେଇ ସତର୍କ କରାଇଲେ କମିଶନର। 

କନକ ବ୍ୟୁରୋ: ମହାରାଷ୍ଟ୍ର ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟ ଉପରେ ଆତଙ୍କୀଙ୍କ ଆଖି ରହିଛି।  ଏନେଇ ନାଗପୁର ପୋଲିସ କମିଶନର ଅମିତେଶ କୁମାର ସୂଚନା ଦେଇଛନ୍ତି। ଖାଲି ଏତିକି ନୁହେଁ, ଆରଏସଏସ ମୁଖ୍ୟାଳୟ ସହ ନାଗପୁର କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଆତଙ୍କବାଦୀ ସଂଗଠନ ଟାର୍ଗେଟରେ ରହିଛି।…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି : ୧୫୦ ଲୋକଙ୍କ ବିରୋଧରେ ରୁଜୁ ହେଲା ମାମଲା ।

କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାର ଯାଞ୍ଚ ଜୋରଦାର ଚାଲିଥିବା ବେଳେ ଫିରୋଜପୁର ପୋଲିସ କୁଲଗଢି ଥାନା ଅଞ୍ଚଳର ପ୍ରାୟ ୧୫୦ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଡିଏସପି ସୁରେନ୍ଦ୍ର ବଂଶଲଙ୍କ କହିବା ଅନୁଯାୟୀ, ସ୍ଥାନୀୟ…

ଓମିକ୍ରନକୁ ନେଇ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ: ଭୂତାଣୁକୁ ହାଲୁକା ଭାବେ ନନେବାକୁ ପରାମର୍ଶ ଦେଲେ ହୁ…

କନକ ବ୍ୟୁରୋ: ବର୍ତମାନ ଦୈନିକ ରେକର୍ଡ ସଂଖ୍ୟାରେ ଲୋକ ଓମିକ୍ରନ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଓମିକ୍ରନକୁ ନେଇ ସତର୍କ କରାଇ ଦେଇଛନ୍ତି । ଓମିକ୍ରନକୁ ଆଦୌ ହାଲୁକାରେ ନେଲେ ଭୁଲ୍ ହେବ । କାରଣ ଏହା ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଉଛି ।…

ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ: ୮ ଦିନରେ ୧୦ ହଜାରରୁ ୧ ଲକ୍ଷ ଟପିଲାଣି ଦୈନିକ ଆକ୍ରାନ୍ତ ସଂଖ୍ୟା 

କନକ ବ୍ୟୁରୋ: ଦେଶରେ ଏକ ଲକ୍ଷ ଟପିଲା କରୋନା ସଂକ୍ରମଣ । ଗୁରୁବାର ଦେଶରେ ୧ଲକ୍ଷ ୧୭ହଜାର ଶହେ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାତ୍ର ୮ ଦିନ ଭିତରେ ରେ ୧୦ ହଜାରରୁ ଏକ ଲକ୍ଷରେ ପହଁଚି ସାରିଛି ଆକ୍ରାନ୍ତ ସଂଖ୍ୟା । ଆଉ ସଂକ୍ରମଣ ହାର ଦ୍ୱିତୀୟ ଲହର ତୁଳନାରେ ୫ଗୁଣା ଅଧିକ ରହିଛି । ଆଉ…

ଆରମ୍ଭ ହେଲା ନାଇଟ କର୍ଫ୍ୟୁ: ଜୋରଦାର ଚାଲିଛି ଚେକିଂ, ଛକ ଛକରେ ଜଗିଛି ପୋଲିସ

କନକ ବ୍ୟୁରୋ: ଆଜିଠାରୁ ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡ ଲାଇନ ଲାଗୁ ହୋଇଛି । ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ଫଳରେ ଜୋରଦାର ଚେକିଂ ଆରମ୍ଭ କରିଛି ପୋଲିସ । ଛକ ଛକରେ ଗାଡି ଚେକିଂ କରି ଛାଡୁଛି ପୋଲିସ । ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ବିରୋଧରେ…