Daily Archives

December 29, 2021

ବଦଳିଲେ ମାଲକାନଗିରି ଏସପି: ନୂଆ ଏସପି ହେଲେ ନୀତେଶ ୱାଧୱାନୀ

କନକ ବ୍ୟୁରୋ: ବଦଳିଲେ ମାଲକାନଗିରି ଏସପି ପ୍ରହ୍ଲାଦ ସହାୟି ମୀନା । ପ୍ରହ୍ଲାଦ ସହାୟି ମୀନାଙ୍କୁ ଏଆଇଜି ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି । ନୀତେଶ ୱାଧୱାନୀ ହେଲେ ମାଲକାନଗିରିର ନୂଆ ଏସପି । ସେହିପରି ଏସ ସୁଶ୍ରୀଙ୍କୁ ଟ୍ରାଫିକ ଡିସିପି, ମାୟାଧର ସେଠୀଙ୍କୁ କ୍ରାଇମ ଡିସିପି, ମାଧୁରୀ…

ମଧ୍ୟପ୍ରଦେଶରେ ବନ୍ଦ ହେଲା, ଓଡିଶାରେ ବି ବନ୍ଦ ହେଉ: ପଂଚାୟତ ନିର୍ବାଚନରେ ଏମପି ଫର୍ମୁଲା ଆପଣାଇବାକୁ ଓଡିଶା ବିଜେପିର…

କନକ ବ୍ୟୁରୋ: ଧାର୍ଯ୍ୟ ସମୟରେ ଓଡିଶାରେ ପଂଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଁଚିଛି । ଏପିରିକି ଓବିସି ସଂରକ୍ଷଣକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂଶୋଧିତ ଜିଲ୍ଲା ପରିଷଦଙ୍କ ନୂଆ ତାଲିକା ଜାରି ହୋଇସାରିଛି । କିନ୍ତୁ ଏହାଦ୍ୱାରା ରାଜ୍ୟ ଜନସଂଖ୍ୟାର ଅଧାଭାଗ…

ପଞ୍ଚାୟତ ସରିନି ହେଲେ ପୈାର ପାଇଁ ବିଜେଡିର ସଜବାଜ: ପ୍ରତି ୱାର୍ଡରେ ୨୫ କମିଟି ଗଠନ କରି ଦଳ ମାଗିବ ଭୋଟ୍ 

କନକ ବ୍ୟୁରୋ: ଆଗକୁ ପୌର ନିର୍ବାଚନ ଆସୁଥିବାରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଭୁବନେଶ୍ୱର ପ୍ରତି ୱାର୍ଡ଼ରେ ହେବ ୨୫ଟି କମିଟି । ଆଗାମୀ ଦିନରେ ୮୦ ପ୍ରତିଶତ ମହିଳାଙ୍କୁ ଦଳରେ ସାମିଲ ନେଇ ବ୍ଲୁ ପ୍ରିଂଟ କରିଛି ବିଜେଡ଼ି । ଆଜି ଭୁବନେଶ୍ୱର ସାଂଗଠନିକ  ଜିଲ୍ଲା ବିଜୁ ମହିଳା…

ସ୍କୁଲ ଖୋଲିବ, ହେଲେ ଛାତ୍ରଛାତ୍ରୀଙ୍କୁ ଛାଡିବେ କି ଅଭିଭାବକ? ଓମିକ୍ରନର ଭୟ ଭିତରେ ସାରା ରାଜ୍ୟରୁ ଆସୁଛି ମିଶ୍ର…

କନକ ବ୍ୟୁରୋ: ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ଆସନ୍ତା ସୋମବାରଠାରୁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । କିନ୍ତୁ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଦ୍ୟାଳୟ ଖୋଲିଲେ ବି ପିଲା ସ୍କୁଲ କି ଆସିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି ।…

କୋଣାର୍କ ମୁଖଶାଳାରୁ ବାଲି ବାହାର କରାଯିବାକୁ ନେଇ ଘୋଷଣା ପରେ ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ: କହିଲେ, କେଉଁଠାରୁ ଆଉ…

କନକ ବ୍ୟୁରୋ: କୋଣାର୍କ ଜଗମୋହନରୁ ବାଲି ବାହାର କରିବାକୁ ଏଏସଆଇ ପ୍ରସ୍ତୁତ ହେଉଥିବା ନେଇ ରିପୋର୍ଟ ଆସିବା ପରେ ୪ଟି ବିପଦଯୁକ୍ତ ଦିଗକୁ ଇଙ୍ଗିତ କରିଛନ୍ତି ବିଶେଷଜ୍ଞ । -ବାଲି ବାହାର କରିବା ପ୍ରକ୍ରିୟା ପ୍ରଥମେ କେଉଁଠାରୁ ଆରମ୍ଭ ହେବ? -ଜଗମୋହନକୁ ସୁଦୃଢ ରଖିବାକୁ ମୁଳଦୁଆ ସମର୍ଥ ତ’?…

ଓମିକ୍ରନର ଭୟ ଭିତରେ ଭଲ ଖବର । ଡେଲଟା ବିରୋଧରେ ମୁକାବିଲା ପାଇଁ ଆଣ୍ଟିବଡି ସୃଷ୍ଟି କରୁଛି ଓମିକ୍ରନ ।

କନକ ବ୍ୟୁରୋ : ଓମିକ୍ରନକୁ ନେଇ ସାରା ବିଶ୍ୱରେ ହଇଚଇ ଖେଳି ଯାଇଥିବା ବେଳେ ଆସିଛି ଭଲ ଖବର । ଦକ୍ଷିଣ ଆଫ୍ରିକାରେ ହୋଇଥିବା ଗବେଷଣାରୁ ଜଣାପଡିଛି ଓମିକ୍ରନ ଯୋଗୁଁ ସୃଷ୍ଟି ହେଉଥିବା ଆଣ୍ଟିବଡି, ଡେଲଟା ଭୂତାଣୁକୁ ବି ରୋକିବାରେ ସମର୍ଥ ହେଉଛି । ଗବେଷକମାନେ କହିଛନ୍ତି, ଓମିକ୍ରନ ଯୋଗୁଁ ଡେଲଟା…