Daily Archives

December 29, 2021

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡିକୁ ଅଣ୍ଡାମାଡ: କଳାହାଣ୍ଡିରେ ମନ୍ତ୍ରୀଙ୍କୁ ବିରୋଧ କଲା କଂଗ୍ରେସ

କନକ ବ୍ୟୁରୋ: କଳାହାଣ୍ଡିରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡିକୁ ଅଣ୍ଡାମାଡ । କେସିଙ୍ଗା ଏନଏସି ସମ୍ମୁଖରେ କଂଗ୍ରେସ କର୍ମୀ ଅଣ୍ଡାମାଡ କରିଛନ୍ତି । କଂଗ୍ରେସ କର୍ମୀ ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ ମଧ୍ୟ କରିଛନ୍ତି । କେସିଙ୍ଗାକୁ ଏକ ଉଦଘାଟନୀ କାର୍ଯ୍ୟକ୍ରମକୁ…

ଓମିକ୍ରନ୍ ବଢାଉଛି କି ଓଡ଼ିଶାରେ କରୋନା ? ୪ ଦିନରେ ରାଜ୍ୟରେ ସଂକ୍ରମଣ ବଢିଲାଣି ୯୭ ପ୍ରତିଶତ ।

କନକ ବ୍ୟୁରୋ : ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ କରୋନା ସଂକ୍ରମଣର ନୂଆ ପରିସଂଖ୍ୟାନ ଚିନ୍ତା ବଢାଇ ଦେଇଛି । ମାତ୍ର ୪ ଦିନରେ ସଂକ୍ରମଣ ୯୭ ପ୍ରତିଶତ ବୃଦ୍ଧି ପାଇଛି । ଆପଣ ଯଦି ଭାବୁଥିବେ ଏହା ପଛରେ ନିର୍ଦ୍ଦିଷ୍ଟ କ’ଣ କାରଣ ରହିଛି, ଓମିକ୍ରନ ଏଥିପାଇଁ କେତେ…

ନୂଆବର୍ଷରେ ବନ୍ଦ ରହିବ ନନ୍ଦନକାନନ । ଡିସେମ୍ବର ୩୦ରୁ ଜାନୁଆରୀ ୩ ଯାଏଁ ନନ୍ଦନକାନନ ବନ୍ଦ ।

କନକ ବ୍ୟୁରୋ : ନୂଆବର୍ଷରେ ବନ୍ଦ ରହିବ ନନ୍ଦନକାନନ । ଡିସେମ୍ବର ୩୦ତାରିଖରୁ ଜାନୁଆରୀ ୩ ତାରିଖ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ । ନନ୍ଦନକାନନ ସମେତ ରାଜ୍ୟ ବଟାନିକାଲ ଗାର୍ଡେନ ମଧ୍ୟ ଏହି ସମୟ ଭିତରେ ବନ୍ଦ ରହିବ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ…

ମୁମ୍ବାଇରେ କରୋନାର ବିସ୍ଫୋରକ ସ୍ଥିତି, ୨୪ ଘଂଟାରେ ୨୫୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : ଦେଶରେ ଏବେ କରୋନା ସଂକ୍ରମଣ ପୁଣିଥରେ ବିସ୍ଫୋରକ ରୂପ ନେଇଛି । ଏହି କ୍ରମରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରର ସ୍ଥିତି ସରକାରଙ୍କୁ ଚିନ୍ତାରେ ପକାଇଛି । ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ…

ରାଜ୍ୟରେ ୧୪ଟି ସାଇବର ଥାନା ଉଦଘାଟିତ: ଭିଡିଓ କନଫରେନ୍ସରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୪ଟି ପୋଲିସ ଷ୍ଟେସନର ଉଦଘାଟନ କରିଛନ୍ତି । ଏହାସହ ଟୁଇନସିଟିରେ ୩ଟି ଅପଗ୍ରେଡେସନ ଥାନା ମଧ୍ୟ ଉଦଘାଟନ କରାଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ସବୁ ନୂଆ ଥାନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ରାଜ୍ୟରେ…

ବ୍ୟାଙ୍କ ଜମାଖାତାରୁ ଟଙ୍କା ଗାଏବ: ମାଚ୍ୟୁରିଟି ପୂର୍ବରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଠକିନେଲେ ଠକ

କନକ ବ୍ୟୁରୋ: ବ୍ୟାଙ୍କ୍ ଜମା ଖାତାରୁ ଦମ୍ପତିଙ୍କ ଟଙ୍କା ଗାଏବ। ହଜାର କି ଦି ହଜାର ନୁହଁ ୧୨ ଲକ୍ଷରୁ ଅଧିକ ଟଙ୍କା ଗାଏବ ହୋଇଛି । ଏପରିକି ଫିକ୍ସ ଡିପୋସିଟ ୧୦ ଲକ୍ଷ ଟଙ୍କା ଗତକାଲି ଗାୟବ୍ ହୋଇଯାଇଥିବା ବ୍ୟାଙ୍କ୍ କହିବା ପରେ ଆଖି ପିଚୁଲକେ ଜମା ଖାତାରୁ ଦେଢ଼ ଲକ୍ଷ ଗ।ୟବ ହୋଇଗଲା।…