ବଦଳିଲେ ମାଲକାନଗିରି ଏସପି: ନୂଆ ଏସପି ହେଲେ ନୀତେଶ ୱାଧୱାନୀ

142

କନକ ବ୍ୟୁରୋ: ବଦଳିଲେ ମାଲକାନଗିରି ଏସପି ପ୍ରହ୍ଲାଦ ସହାୟି ମୀନା । ପ୍ରହ୍ଲାଦ ସହାୟି ମୀନାଙ୍କୁ ଏଆଇଜି ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି । ନୀତେଶ ୱାଧୱାନୀ ହେଲେ ମାଲକାନଗିରିର ନୂଆ ଏସପି । ସେହିପରି ଏସ ସୁଶ୍ରୀଙ୍କୁ ଟ୍ରାଫିକ ଡିସିପି, ମାୟାଧର ସେଠୀଙ୍କୁ କ୍ରାଇମ ଡିସିପି, ମାଧୁରୀ ସାମଲଙ୍କୁ ଏସପି, ସିଆଇଡି, କ୍ରାଇମବ୍ରାଞ୍ଚ ଭାବେ ଦାୟିତ୍ୱ ମିଳିଛି ।