Daily Archives

November 28, 2021

ଓମିକ୍ରନକୁ ନେଇ ବଢୁଛି ଚିନ୍ତା । ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ସତର୍କ ଦୃଷ୍ଟି, ସବୁ ଜିଲ୍ଲାପାଳଙ୍କୁ…

କନକ ବ୍ୟୁରୋ : ଭୟ ବଢ଼ାଉଛି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ଭ୍ୟାରିଆଣ୍ଟ । ଏପରିକି କରୋନାର ତୃତୀୟ ଲହରର ଆଶଙ୍କାକୁ ବଢ଼ାଇ ଦେଇଛି କୋଭିଡର ଏହି ନୂଆ ପ୍ରଜାତି । ପରିସ୍ଥିତିର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଓମିକ୍ରନକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ…

ଝାଡ଼ୁ ତିଆରି ଦେଉଛି ରୋଜଗାର: ବଲାଙ୍ଗିର ବେଲପଡ଼ା ବ୍ଲକ ଘଗୁଳୀ ଗାଁର ମହିଳାଙ୍କ ଉଦ୍ୟମ, ଝାଡ଼ୁ ତିଆରି ଓ ବିକ୍ରି କରି…

କନକ ବ୍ୟୁରୋ: ଆଦିବାସୀ ମହିଳାଙ୍କୁ ଝାଡ଼ୁ ଦେଇଛି ରୋଜଗାର । ବଲାଙ୍ଗିର ବେଲପଡ଼ା ବ୍ଲକ ଘଗୁଳୀ ଗାଁର ଏସଏଚଜି ମହିଳା ମାନେ ଏକାଠି ହୋଇ ଝାଡ଼ୁ ତିଆରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ଗାଁର ଜୟ ଶିବଶକ୍ତି ଏସଏଚଜିର ୧୦ ଜଣ ମହିଳା ଏକାଠି ହୋଇ ଏପରି ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି । ଝାଡ଼ୁ…

ଚୀନ ଜାଲରେ ଉଗାଣ୍ଡା, ଋଣ ଦେଇ ନେଇଗଲା ଏକମାତ୍ର ବିମାନ ବନ୍ଦର

କନକ ବ୍ୟୁରୋ : ଚୀନର ବିସ୍ତାରବାଦୀ ନୀତିକୁ ନେଇ ଏବେ ଚିନ୍ତାରେ ବିଶ୍ୱ । ଋଣ ନ ଶୁଝିବା କାରଣରୁ ବିଦେଶ ସମ୍ପତ୍ତି ହାସଲ କରିବା ମାମଲାରେ ଚୀନ ପୁଣି ଆଉ ଏକପାଦ ଆଗକୁ ବଢିଛି । କୁହାଯାଉଛି କି ଚୀନ ଉଗାଣ୍ଡାର ଏକମାତ୍ର ବିମାନ ବନ୍ଦର ଏଣ୍ଟେବେ ଓ ପୂର୍ବ ଆଫ୍ରିକାର କିଛି ସମ୍ପତ୍ତି ଦଖଲ…

ହକି ବିଶ୍ୱକପ୍ ବେଳେ କଳିଙ୍ଗ ଷ୍ଟାଡିୟମକୁ କେମିତି ଆସିଲେ ଦର୍ଶକ ? ପ୍ରବେଶକାରୀଙ୍କୁ କିଏ ଦେଲା ପାସ୍ ?

କନକ ବ୍ୟୁରୋ : ବିନା ଦର୍ଶକରେ କଳିଙ୍ଗ ଷ୍ଟାଡିୟମରେ ଚାଲିଛି ହକି ଜୁନିୟର ପୁରୁଷ ବିଶ୍ୱକପ୍ । ହେଲେ, ଷ୍ଟାଡିୟମ ଭିତରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି । ତେବେ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କୁ କିଏ ଛାଡିଲା ତାକୁ ନେଇ ପ୍ରଶ୍ନ ଉଠିଛି । ସାଧାରଣ ଲୋକଙ୍କୁ ଅନୁମତି ନଥିବା ବେଳେ ଭିଆଇପି…

ଉପାନ୍ତ ଅଂଚଳର ପାହାଡ଼ିଆ ଭୂମିରେ ଫସଲର ସବୁଜ ସମ୍ଭାର: ୯୦ ଏକର ଜମିରେ ଫଳିଛି ଭଳିକି-ଭଳି ଫଳ ଓ ପନିପରିବା

କନକ ବ୍ୟୁରୋ: ରୋଜଗାର କରିବା ପାଇଁ ରହିଛି ଅନେକ ବାଟ । କେବଳ ଯେ ଅଧିକା ପାଠ ପଡ଼ି ଚାକିରି ପଛରେ ଗୋଡ଼ାଇବା ତା ନୁହଁ । ଅଳ୍ପ ପାଠ ପଡ଼ି ମଧ୍ୟ ଅଧିକା ରୋଜଗାର କରିପାରିବେ ଓ ଏବଂ ଅନ୍ୟ କୁ ମଧ୍ୟ ରୋଜଗାର ଦେଇପାରିବେ । ଏଥିରେ କେବଳ ମନ ଭିତରେ ଦୃଢ଼ ଇଛା ଶକ୍ତି ରହିବା ଦରକାର । ସବୁଜିମାର ଏହି…