Daily Archives

November 25, 2021

କାହିଁକି ଶୀତଦିନରେ ୧୦୦ ଟଙ୍କା ଛୁଇଁଲାଣି ଟମାଟୋ କିଲୋ? ଜାଣନ୍ତୁ ଏହା ପଛର କାରଣ କଣ?

କନକ ବ୍ୟୁରୋ : କିଛି ଦିନ ପୂର୍ବେ ଟମାଟୋ ରାସ୍ତାରେ ଗଡୁଥିଲା, ବିଲରେ ପଚୁଥିଲା । ମାଗଣାରେ ବି ଲୋକେ ନେବାକୁ ମଙ୍ଗୁ ନଥିଲେ । ଏହାଛଡା ଉଚିତ ଦାମ ମିଳୁନଥିବାରୁ ବିଲରେ ସେମିତି ପଚିବାକୁ ଛାଡି ଦେଉଥିଲେ ଚାଷୀ । କିନ୍ତୁ ଏବେ ସେହି ଟମାଟୋର ଭାଉ କହିଲେ ନସରେ । ପେଟ୍ରୋଲ ଭଳି ଟମାଟୋ ବି ଏବେ…

ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଆନ୍ନା ହଜାରେ, ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

କନକ ବ୍ୟୁରୋ : ଲୋକପାଳ ଆନ୍ଦୋଳନର ମୁଖ୍ୟ ତଥା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ପୁନେ ସ୍ଥିତ ରୂବି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ମୁତାବକ ଏବେ ତାଙ୍କର…

ମହିଳା ସଶକ୍ତିକରଣ ପାଇଁ ନୂଆ ପ୍ରୟାସ । ଓଡ଼ିଶା-୫୦ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ମହିଳା ଉଦ୍ୟୋଗୀଙ୍କୁ କରାଗଲା…

କନକ ବ୍ୟୁରୋ : ମହିଳା ସଶକ୍ତିକରଣ ପାଇଁ ଫିକି, ମିଶନ ଶକ୍ତି ଓ ସମ୍ବାଦ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ପ୍ରୟାସ । ମହିଳାମାନେ କିଭଳି ପ୍ରଶିକ୍ଷିତ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ, ରୋଜଗାର କରିପାରିବେ, ଓଡିଶାରେ ମହିଳା ଉଦ୍ୟୋଗୀ ଆଗକୁ ଯାଇପାରିବେ, ସେଥିପାଇଁ ଓଡିଶା-୫୦ର ଆୟୋଜନ କରାଯାଇଛି…

ଡେବ୍ୟୁ ମ୍ୟାଚରେ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୮/୪ ।

କନକ ବ୍ୟୁରୋ : ଡେବ୍ୟୁ ମ୍ୟାଚରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ଶ୍ରେୟସ ଆୟର । ଆଜି ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ମ୍ୟାଚ୍ ଖେଳିଛନ୍ତି ଶ୍ରେୟସ ଆୟର । ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ସେ ଭଲ ବ୍ୟାଟିଂର ପ୍ରଦର୍ଶନ କରି ୧୩୬ଟି ବଲରୁ…

୨୦ ବର୍ଷ ହେଲା ଅଚଳ ହୋଇପଡ଼ିଛି ମାହାଙ୍ଗା ଲକ୍ଷ୍ମୀନାରାୟଣପୁର ଗାଁର ଉତ୍କଳମଣି ତେଲ ଓ ଚାଉଳ ମିଲ । ମିଲରେ କାମ କରି ପେଟ…

କନକ ବ୍ୟୁରୋ : ମାହାଙ୍ଗାରେ ତେଲ ମିଲ୍ ପୁନରୁଦ୍ଧାର ପାଇଁ ଦାବି । ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଅଚଳ ହୋଇପଡ଼ିଛି ମାହାଙ୍ଗା ବ୍ଲକ ଲକ୍ଷ୍ମୀନାରାୟଣପୁର ଗାଁର ଉତ୍କଳମଣି ତେଲ ଓ ଚାଉଳ ମିଲ । ଏହି ମିଲରେ ପାଖାପାଖି ୨୦୦ରୁ ଅଧିକ ଲୋକ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ମିଲ ବନ୍ଦ…

ପ୍ରଶାସନର ପାରିବା ପଣିଆକୁ ଧିକ୍ । ବାରମ୍ବାର ନିବେଦନ ପରେ ବି ଶୁଣିଲେନି ସରକାର, ନିଜେ ଚାନ୍ଦା କରି ରାସ୍ତା ଓ ପୋଲ…

କନକ ବ୍ୟୁରୋ : ବାରମ୍ବାର ଦାବି ସତ୍ୱେ ଗ୍ରାମବାସୀଙ୍କ ଦୁଃଖ ଶୁଣିଲାନି ପ୍ରଶାସନ । ଫଳରେ ନିଜେ ଚାନ୍ଦା ଆଦାୟ କରି ଗାଁକୁ ରାସ୍ତା ତିଆରି କଲେ ତିନି ଖଣ୍ଡ ଗ୍ରାମବାସୀ । ଗାଁ ଲୋକ ତିଆରି କରିଥିବା ରାସ୍ତା ଓ ଅସ୍ଥାୟୀ ପୋଲ, ସରକାରୀ ଯୋଜନାକୁ ଧିକାର କରୁଛି । ମାଟି କାଦୁଅ ରାସ୍ତା ।…