Daily Archives

November 25, 2021

କରୋନା ପରେ ଏବେ ଡରାଇଲାଣି ଆଉ ଏକ ମାରାତ୍ମକ ରୋଗ ! ଠିକ୍ ସମୟରେ ଚିକିତ୍ସା ନହେଲେ ହୋଇପାରେ ଘାତକ । 

କନକ ବ୍ୟୁରୋ : କରୋନା ସଂକ୍ରମଣ ଟିକେ ଥମିବା ପରେ ପୁଣି ଦେଖାଦେଇଛି ଆଉ ଏକ ମାରାତ୍ମକ ରୋଗ । ଉତ୍ତରପ୍ରଦେଶ ଓ ବିହାରରେ ଆତଙ୍କ ସୃଷ୍ଟି କରୁଥିବା ସ୍କ୍ରବ୍ ଟାଇଫସ୍ ରୋଗ ଏବେ ନବରଙ୍ଗପୁରରେ କାୟା ବିସ୍ତାର କରିଛି । ନବରଙ୍ଗପୁର ଚନ୍ଦାହାଣ୍ଡିରେ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍ ରୋଗ ।…

କର୍ଣ୍ଣାଟକରେ ୬୬ ଜଣ ଛାତ୍ରଛାତ୍ରୀଙ୍କୁ କରୋନା, ସମସ୍ତେ ନେଇଥିଲେ ଟୀକା । ୨ଟି ହଷ୍ଟେଲ ହେଲା ସିଲ୍ ।

କନକ ବ୍ୟୁରୋ : କରୋନା ସଂକ୍ରମଣ ଲଗାତାର କମିବା କାରଣରୁ ଦେଶବାସୀ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ଏବେ ପୁଣିଥରେ ବିଭିନ୍ନ ରାଜ୍ୟରୁ କରୋନା ସଂକ୍ରମଣ ବୃଦ୍ଧିର ଖବର ଚିନ୍ତା ବଢାଇଲାଣି ।  କର୍ଣ୍ଣାଟକ ଏସଡିଏମ ମେଡିକାଲ କଲେଜରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି ।…

ଏହି ଦେଶରେ ଦେଖାଦେଇଛି ଏଭଳି ସଂକଟ, ବନ୍ଧୁକ ଧରି ଯୁଦ୍ଧଭୂମିରେ ପହଂଚିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ନୋବେଲ ପୁରସ୍କାର ବିଜେତା ଇଥୋପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଦେଶରେ ଲାଗିରହିଥିବା ଯୁଦ୍ଧର ଦାୟିତ୍ୱ ନେବାକୁ ଗୋଟିଏ ବର୍ଷ ପାଇଁ ସେନା ସହିତ ଯାଇଛନ୍ତି । କାରଣ ଭାବେ କୁହାଯାଇଛି କି ଶତ୍ରୁ ଦେଶର ସେନା ଏବେ ଇଥୋପିଆର ରାଜଧାନୀ ଅଭିମୁଖେ ଆସୁଛନ୍ତି । ଜଣେ ସରକାରୀ…

ସଂସଦରେ ଉପସ୍ଥାପିତ ହେବାକୁ ଯାଉଛି ନୂଆ ବିଜୁଳି ବିଲ, ଜାଣନ୍ତୁ ଉପଭୋକ୍ତାଙ୍କୁ କଣ ମିଳିବ ଲାଭ

କନକ ବ୍ୟୁରୋ : ନଭେମ୍ବର ୨୯ ତାରିଖରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ । ଏହି ଅଧିବେଶନରେ ସରକାର ଏକ ନୂଆ ବିଜୁଳି ସଂଶୋଧନ ବିଲ ଆଣିବାକୁ ଯାଉଛନ୍ତି । କୁହାଯାଉଛି କି ଏହି ବିଜୁଳି ସଂଶୋଧନ ବିଲର ଡ୍ରାଫ୍ଟ ଏକପ୍ରକାର ଫାଇନାଲ ହୋଇସାରିଛି । ଏହି ବିଲରେ ମୁଖ୍ୟ କଥା ହେଉଛି…

ବିଜେଡି ଦେଲା ଡେଡଲାଇନ । ୩୦ ତାରିଖ ସୁଦ୍ଧା ଗ୍ୟାସ୍ ଦର ନ କମିଲେ ଜୋରଦାର ହେବ ଆନ୍ଦୋଳନ ।

କନକ ବ୍ୟୁରୋ : ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ଚେତାବନୀ । ଗ୍ୟାସ ଦର ନ କମିଲେ ଆନ୍ଦୋଳନକୁ ଜୋରଦାର କରାଯିବ, ଦଳ ରାଜରାସ୍ତାକୁ ଓହ୍ଲାଇବ । ଆଉ ଏଥିପାଇଁ ଡେଡଲାଇନ ରଖିଛି ବିଜେଡି । ଆସନ୍ତା ୩୦ ତାରିଖ ସୁଦ୍ଧା ରନ୍ଧନ ଗ୍ୟାସ ଦର ନ କମିଲେ ଯୁବ,ମହିଳା ଓ ଛାତ୍ର ବିଜେଡି…

ସରକାରୀ ବାବୁଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି । ମିଳିଲା ୧୩ ଲକ୍ଷରୁ ଅଧିକ ଟଙ୍କା, ଭୁବନେଶ୍ୱର ଓ ବାଲେଶ୍ୱରରେ ରହିଛି…

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆଇଟିଡିଏ ଅଧିକାରୀ ସନ୍ତୋଷ ଦାସଙ୍କ ବିଭିନ୍ନ ଠିକଣାରୁ ଠାବ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଏହି ଚଢଉ ବେଳେ ୧୩ ଲକ୍ଷ ୬୦ ହଜାର ନଗଦ ଟଙ୍କା ଜବତ ହୋଇଛି । ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଭୁବନେଶ୍ୱର ଓ…