Daily Archives

November 19, 2021

ଡିଭିଲିୟର୍ସଙ୍କ ଅବସର ଘୋଷଣା ପରେ ଟୁଇଟ୍ କଲେ ବିରାଟ କୋହଲି । ଲେଖିଲେ, I Love You…

କନକ ବ୍ୟୁରୋ: କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ମିଷ୍ଟର ୩୬୦ । ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ତଥା ଆଇପିଏଲ ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଧୂଆଁଧାର୍ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟକୁ ଅଲବିଦା କହିବା ସହିତ…

ଟିକାୟତଙ୍କ ପଦିଏ କଥା ଓ ଆଖିର ଲୁହ… ଆନ୍ଦୋଳନ ପାଇଁ ସାଜିଥିଲା ସଞ୍ଜିବନୀ ।

କନକ ବ୍ୟୁରୋ: କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ଆନ୍ଦୋଳନରତ ଚାଷୀ ଉତ୍ସବ ମନାଉଛନ୍ତି । ବିରୋଧୀ ଦଳ ନେତା ଏହାକୁ ଚାଷୀଙ୍କର ବିଜୟ କହୁଥିବା ବେଳେ, ଚାଷୀ ମାନେ ମିଠା ବାଣ୍ଟିଛନ୍ତି । କାରଣ ଦୀର୍ଘ ବର୍ଷକର ଲମ୍ବା ଲଢେଇ ପରେ ସରକାର ଶେଷରେ ଚାଷୀଙ୍କ ଦାବି…

ମୟୁରଭଂଜ ଇତିହାସରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ: ଶୁଭାରମ୍ଭ ହେଲା ରେଳ ସଂଗ୍ରହାଳୟ 

କନକ ବ୍ୟୁରୋ: ମୟୁରଭଞ୍ଜ ଇତିହାସରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ଶୁଭାରମ୍ଭ ହେଲା ରେଳ ସଂଗ୍ରହାଳୟ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହାର ଶୁଭାରମ୍ଭ କରିଛନ୍ତି । ଏହା ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବ ଘଟଣା । ମୟୂରଭଂଜ ରାଜ ପରିବାର ଏହାକୁ ସ୍ୱାଗତ କରିଛନ୍ତି । ଯେତେବେଳେ ରେଳ…

ଶିକ୍ଷାର ମାନ ବୃଦ୍ଧି କରିବ ସ୍ମାର୍ଟ ସ୍କୁଲ: ଗଂଜାମରେ ୮୩ଟି ସ୍କୁଲ ଉନ୍ମୋଚିତ, ସ୍ମାଟ୍ କ୍ଳାସ ରୁମ ସହ ମିଳିବ…

କନକ ବ୍ୟୁରୋ: ଶିକ୍ଷାର ମାନ ବୃଦ୍ଧି କରିବା ସ୍ମାର୍ଟ ସ୍କୁଲ । ଛାତ୍ରଛାତ୍ରୀଙ୍କ ଉତମ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ୫ଟି ଯୋଜନାରେ ପୁରୁଣା ସ୍କୁଲର ରୂପ ବଦଳାଉଛନ୍ତି । ସ୍ମାର୍ଟ ସ୍କୁଲ କରୁଛନ୍ତି । ଗଂଜାମ ଜିଲ୍ଲାରେ ୧୩୩ଟି ସ୍ମାଟ୍ ସ୍କୁଲକୁ ସ୍ମାର୍ଟ ସ୍କୁଲ କରିଛନ୍ତି । ପ୍ରଥମ…

କୋରାପୁଟ ଜିଲ୍ଲାରେ ଦିନକୁ ଦିନ ବଢୁଛି ଅପରିଚିତଙ୍କ ସଂଖ୍ୟା: ବିଭିନ୍ନ ସାହି ଓ ବସ୍ତି ଅଂଚଳରେ ବସବାସ କରୁଛନ୍ତି ଅଜଣା…

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ହେଡକ୍ୱାଟରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରିଚିତଙ୍କ ସଂଖ୍ୟା । ବିଭିନ୍ନ ସାହି ଓ ବସ୍ତି ଅଂଚଳରେ ଗତ କିଛି ମାସ ହେବ ଅନେକ ଅପରିଚିତ ଲୋକ ଆସି ବସବାସ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ସ୍ଥାନୀୟ ବାସୀନ୍ଦା ସନ୍ଦେହ ପ୍ରକଟ କରିବା ସହ ପୋଲିସର…

କାମରେ ଲାଗୁନି ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ: ବ୍ୟବହୃତ ନହୋଇ ଭୂତକୋଠିରେ ହୋଇଛି ପରିଣତ

କନକ ବ୍ୟୁରୋ: କାମରେ ଲାଗୁନି ଲକ୍ଷାଧୀକ ଟଙ୍କା ବ୍ୟୟରେ ନିର୍ମିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଦିର୍ଘଦିନ ହେବ ବ୍ୟବହୃତ ନହୋଇ ପଡିରହିବା ଫଳରେ ପ୍ରକଳ୍ପଟି ଏବେ ଭୁତକୋଠି ପାଲଟିଛି । ଚାରିପଟେ ଗଛଲତା ମାଡିଯିବା ସହିତ ଲାଗିଗଲାଣି କଳଙ୍କି । ପ୍ରାୟ ୬ ବର୍ଷ ହେବ ପମ୍ପ୍ ହାଉସ ଏବଂ…