Daily Archives

November 19, 2021

ଦେଶକୁ ମିଳିଲା ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର: ଭୂମିରୁ ଆକାଶ ଯାଏଁ ଟାର୍ଗେଟକୁ କରିପାରିବ ଧ୍ୱଂସ

କନକ ବ୍ୟୁରୋ: ଭାରତୀୟ ସେନକୁ ମିଳିଲା ପ୍ରଥମ ସ୍ୱଦେଶୀ ଆଟାକ୍ ହେଲିକପ୍ଟର । ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମତିଥିରେ ଝାଂସିରେ ପହଁଚି ଭାରତୀୟ ସେନାକୁ ସ୍ୱେଦେଶୀ ଲାଇଟ୍ କମ୍ବାଟ୍ ହେଲିକପ୍ଟର ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ଖାସ ଓ ଗର୍ବ କରିବାର କଥା ହେଲା,…

ଆମେରିକାର ଦାବି ପରେ ବଢିଲା ପରମାଣୁ ଆକ୍ରମଣର ଆଶଙ୍କା, ଜାଣନ୍ତୁ ଚୀନକୁ ନେଇ କ’ଣ କହିଲା ଆମେରିକା

କନକ ବ୍ୟୁରୋ : ଆମେରିକା ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଚୀନ ଦ୍ୱାରା ଜୁଲାଇ ମାସରେ କରାଯାଇଥିବା ହାଇପରସୋନିକ ଅସ୍ତ୍ର ପରୀକ୍ଷାକୁ ନେଇ ଏକ ଦାବି କରିଛନ୍ତି । ସେ କହିଛନ୍ତି କି ଏହି ହାଇପରସୋନିକ ମିସାଇଲ ଶବ୍ଦର ଗତିଠାରୁ ୫ ଗୁଣ ଅଧିକ ଗତିରେ ସାରା ବିଶ୍ୱରେ ଚକ୍କର କାଟିଛି । ଏହସହ ସେ…

ୟୁରୋପରେ ପୁଣି ବ୍ୟାପିଲା କରୋନା: ପ୍ରଥମ ୟୁରୋପୀୟ ଦେଶ ଭାବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ପଦକ୍ଷେପ ନେଲା…

କନକ ବ୍ୟୁରୋ: ଅଷ୍ଟ୍ରିଆରେ ପୁଣି ଫେରିବ ଲକଡାଉନ । ଦେଶରେ ସୋମବାର ଠାରି ଲକଡାଉନ ଜାରୀ କରିବାକୁ ଘୋଷଣା କଲେ ସରକାର । କହିଲେ ଟିକା ନେଇନଥିିବା ଘରୁ ବାହାରି ପାରିବେନି । ସେହିପରି ଦେଶବାସୀଙ୍କୁ କରୋନା ଟୀକା ନେବାକୁ ବାଧ୍ୟତାମୁଳକ କରିବାସହ ଫେବୃଆରି ସୁଦ୍ଧା ଟୀକାକରଣ ସମ୍ପୂଣ୍ଣ କରିବାକୁ…

ଆନ୍ଧ୍ରର ତିରୁମାଲାରେ ଅଭାବନୀୟ ଦୃଶ୍ୟ: ନଦୀ ପାଲଟିଲା ଗାଁ-ଦାଣ୍ଡ, ପ୍ରଖର ସୁଅରେ ଦଉଡି ଧରି ରାସ୍ତାପାର ହେଉଛନ୍ତି…

କନକ ବ୍ୟୁରୋ: ଦକ୍ଷିଣ ଭାରତରେ ପୁଣି ବନ୍ୟା ବିତ୍ପାତ । ତାମିଲନାଡୁ, କଣ୍ଣାଟକ ଓ ଆନ୍ଦ୍ରପ୍ରଦେଶ ରେ ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି । ତାମିଲନାଡୁ ଭେଲ୍ଲୁର ରେ କୋଠା ଭୁଷିଡି ୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି କଣ୍ଣାଟକ ରେ ସ୍କୁଲ ଗୁଡିକୁ ବନ୍ଦ ରଖାଯାଇଛି…

ସିରିଜ ଟ୍ୱିଟ୍ କରି ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ପ୍ରଣବ । କହିଲେ, ପ୍ରମାଣ ଦିଅ ଇସ୍ତଫା ନୁହେଁ ବାନ୍ଧିକି ଜେଲରେ…

କନକ ବ୍ୟୁରୋ: ମମିତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିବା ସହ ଉଭୟ ରାଜ୍ୟ ସରକାର ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ନୈତିକତାର ପ୍ରଶ୍ନବାଣ ମାରି ନବୀନଙ୍କ ଚିନ୍ତା ବଢାଇଛନ୍ତି କେନ୍ଦ୍ରମନ୍ତ୍ରୀ । ନବୀନଙ୍କୁ ସେବେ ଓ ଏବେର ଆଇନା ଦେଖାଇ ଧର୍ମେନ୍ଦ୍ର ପ୍ରଶ୍ନର…

ଛାଡିଥିଲେ ୪୫ ସରକାରୀ ଚାକିରି, ଫିଲ୍ମରେ ହିରୋ ହେବାର ଅଫର… ଏବେ ପୋଲିସ ବିଭାଗରେ ବଡ ଅଫିସର

କନକ ବ୍ୟୁରୋ: ଜଣଙ୍କ ଜୀବନରେ ସଫଳତା ଏତେ ଥର ଆସେ ତାହା ଆପଣ କେବେ ବିଶ୍ୱାସ ବି କରିପାରିବେନି । ଯେଉଁଠି ଲୋକମାନେ ଖଣ୍ଡେ ସରକାରୀ ଚାକିରୀ କରିବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ଚାହିଁ ରହୁଛନ୍ତି, ସେଠାରେ କିନ୍ତୁ ଏହି ବ୍ୟକ୍ତି ଜଣକ ୪୫ଟି ସରକାରୀ ଚାକିରି ଛାଡିଦେଇଛନ୍ତି । କେବଳ…