Daily Archives

November 17, 2021

ସୁର ରାଉତରାୟଙ୍କୁ କରୋନା । ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ।

କନକ ବ୍ୟୁରୋ : କଂଗ୍ରେସ ବିଧାୟକ ସୁର ରାଉତରାୟ କରୋନାରେ ସଂକ୍ରମିତ । ପ୍ରଥମଥର ପାଇଁ କରୋନାରେ ସଂକ୍ରମିତ ହୋଇଛନ୍ତି ଜଟଣୀ ବିଧାୟକ । ପାଖାପାଖି ୨ ବର୍ଷ ହେବ କରୋନା ବ୍ୟାପୁଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ସୁର । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା…

ବେଆଇନ ଅର୍ଥ ଆଦାୟ ମାମଲା, ମୁମ୍ବାଇର ପୂର୍ବ ପୋଲିସ କମିଶନର ପଳାତକ ଘୋଷିତ

କନକ ବ୍ୟୁରୋ : ବେଆଇନ ଅର୍ଥ ଆଦାୟ ମାମଲାରେ ଫଶି ଫେରାର ହୋଇଯାଇଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରାଯାଇଛି । ସରକାରୀ ଓକିଲ ଶେଖର ଜଗତାପ କହିଛନ୍ତି କି ତାଙ୍କ ଦ୍ୱାରା କୋର୍ଟରେ କରାଯାଇଥିବା ଆବେଦନକୁ ସ୍ୱିକୃତି ମିଳିଛି । ସେ କହିଛନ୍ତି କି…

ଖାଲି ଅଟକୁଛି ଟୟ ଟ୍ରେନ । ଦିନେ ଗଡୁଛି, ପୁଣି ରହୁଛି । ପର୍ଯ୍ୟଟକଙ୍କୁ ଖୁସି କମ୍, ଟେନସନ ଦେଉଛି ଟୟ ଟ୍ରେନ ।

କନକ ବ୍ୟୁରୋ: ନନ୍ଦନକାନନରେ ପୁଣି ଅଧାବାଟରେ ଅଟକିଲା ଟୟ ଟ୍ରେନ । ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରେ ଅଟକିଲା ଟୟ ଟ୍ରେନ । ଟ୍ରେନ ଅଟକିବା ପରେ ଅଧାବାଟରୁ ସ୍ୱତନ୍ତ୍ର ଗାଡିରେ ପର୍ଯ୍ୟଟକଙ୍କୁ ଫେରାଇ ଅଣାଗଲା । ପର୍ଯ୍ୟଟକଙ୍କୁ ଫେରସ୍ତ କରାଗଲା ଟୟ ଟ୍ରେନର ଯାତ୍ରା ଭଡା । ଅଧାବାଟରେ ଅଟକିବା…

ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । 

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଖେଳାଯିବ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ । ତେବେ ଟସ୍ ଜିତି ଭାରତର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ…

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ବନ୍ଦ ରହିବ ଜଗା ଦର୍ଶନ । ଆଜି ଓ ଆସନ୍ତାକାଲି ରାତି ୧୧ଟା ଯାଏଁ ଦର୍ଶନ…

କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ବନ୍ଦ ରହିବ ଜଗା ଦର୍ଶନ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ନେଇ ନୂଆ ମାର୍ଗଦର୍ଶିକା ଜାରି ହୋଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସକାଳ ୭ଟାରୁ ରାତି ୧୧ଟା ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ରହିବ । ପଞ୍ଚୁକ ଭିଡକୁ…

ସେନାକୁ ବଡ ସଫଳତା । କୁଳଗ୍ରାମ ନିକଟରେ ଟିଆରଏଫ କମାଣ୍ଡର ସମେତ ୫ ଆତଙ୍କୀ ମୃତ, ଅପରେଶନ ଜାରି

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ସେନା ତରଫରୁ ଆତଙ୍କବାଦୀ ଦମନ କାର୍ଯ୍ୟ ଜାରି ରହିଛି । ଏବେ ଏବେ ମିଳିଥିବା ସୂଚନା ମୁତାବକ ସେନା ଗୁଳିରେ ଟିଆରଏଫ କମାଣ୍ଡର ସମେତ ୫ ଜଣ ଆତଙ୍କବାଦି ନିହତ ହୋଇଛନ୍ତି । ସୂଚନା ମୁତାବକ ସୁରକ୍ଷାବଳ ଏକ ଗୁପ୍ତ ସୂଚନା ଆଧାରରେ ଅପରେଶନ ଆରମ୍ଭ କରିଥଲା । ଏହି…