Daily Archives

November 13, 2021

ବିଶ୍ୱାସ ଜିତିଲେ ରିକ୍ସାବାଲା । ସ୍ୱାମୀ ଓ ଝିଅ ଚାଲିଗଲା ପରେ ରିକ୍ସାବାଲା ନାଁରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧା ।

କନକ ବ୍ୟୁରୋ: ସମ୍ପତ୍ତି ପାଇଁ ବାପ ପୁଅ ଓ ଭାଇ ଭାଇ ମଧ୍ୟରେ ଝଗଡା ଲାଗୁଛିି । ହେଲେ ରକ୍ତ ସଂପର୍କ ନହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତିର ଉତ୍ତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏମିତି ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ କଟକ ସହରର ସୂତାହାଟ…

ମହାରାଷ୍ଟ୍ରରେ ଯବାନଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ୨୬ ମାଓବାଦୀ ମୃତ

କନକ ବ୍ୟୁରୋ: ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟର, ୨୬ ମାଓବାଦୀ ମୃତ । ଏନକାଣ୍ଟରରେ ୪ ଯବାନ ଆହତ ହୋଇଥିବା ସୂଚନା । କିଛି ମାଓନେତାଙ୍କର ବି ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ ସହ ହୋଇଥିଲା ଏନକାଉଣ୍ଟର । ସୂଚନା…

ୟୁପି ପରେ ବିହାର ରାଜନୀତିରେ ଜିନ୍ନାଙ୍କ ଏଣ୍ଟ୍ରି, ଜେଡିୟୁ ନେତା ଦେଲେ ଏଭଳି ବୟାନ

କନକ ବ୍ୟୁରୋ : ଭାରତୀୟ ରାଜନୀତିରେ ମହମ୍ମଦ ଅଲୀ ଜିନ୍ନାଙ୍କ ଗୁଣଗାନ ଥମିବାରେ ନାଁ ନେଉନି । ୟୁପିରେ ଅଖିଳେଶ ଯାଦବ ଓ ଓମପ୍ରକାଶ ରାଜଭରଙ୍କ ପରେ ଏବେ ବିହାର ଜେଡିୟୁ ନେତା ଖାଲିଦ ଅନୱର ବି ଜିନ୍ନାଙ୍କ ଗୁଣଗାନ କରିବାକୁ ପଛାଇ ନାହାଁନ୍ତି । ବିହାର ବିଧାନ ପରିଷଦର ଏମଏଏସି ତଥା ଜେଡିୟୁର…

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ୧୮ ତାରିଖ ବେଳକୁ ଛୁଇଁବ ଉପକୂଳ । ପଢନ୍ତୁ, ଭିଜିବ କେଉଁ କେଉଁ ଜିଲ୍ଲା?

କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆଗାମୀ ୧୫ ତାରିଖ ବେଳକୁ ଏହା ଆଣ୍ଡାମାନ ଉପକୂଳରେ ପହଞ୍ଚିବ । ସେହିପରି ଅବପାତର ରୂପ ନେଇ ୧୮ ତାରିଖ ସଂଧ୍ୟାରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ…

ବିଜୁ ସ୍ମାର୍ଟ ହେଲଥ କାର୍ଡରେ ଯୋଡିହେଲା ବରଗଡ଼ । ଜିଲ୍ଲାର ୩ ଲକ୍ଷ ୬୪ ହଜାର ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା

କନକ ବ୍ୟୁରୋ: ସ୍ମାର୍ଟ ତାଲିକାରେ ସାମିଲ ହେଲା ବରଗଡ଼ । ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଜିଲ୍ଲାର ୧୨ଟି ବ୍ଲକର ୩ ଲକ୍ଷ ୬୪ ହଜାର ହିତାଧିକାରୀ ଉପକୃତ ହେବେ । ଖାଲି ସେତିକି ନୁହେଁ ରାଜ୍ୟର ୯୬ ଲକ୍ଷ…

ଜଗତସିଂହପୁର ଶିଶୁ ନିଖୋଜ ଓ ମୃତ୍ୟୁ ମାମଲାର ଆସିଲା ସାଂଘାତିକ ସତ । ନିଖୋଜ ବୟାନ ଦେଇଥିବା ମହିଳା ହିଁ ଥିଲେ ଅସଲ ଦୋଷୀ

କନକ ବ୍ୟୁରୋ: ଜଗତସିଂହପୁରରେ ନିଖୋଜ ଶିଶୁପୁତ୍ରର ମୃତଦେହ ମିଳିବା ଘଟଣାରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥା ଦୁଃଖଦାୟକ ସତ । ଶିଶୁପୁତ୍ର ନିଖୋଜ ହୋଇନଥିଲା କି ତାକୁ କେହି ଅପହରଣ କରିନଥିଲେ । ବରଂ ଛୁଆଟିକୁ ଅପହରଣ କରାଯାଇଥିବା କଥା ଯେଉଁ ମହିଳା କହିଥିଲେ ସେହି ମହିଳା ଓ ତାଙ୍କ ନାବାଳକ…