Daily Archives

November 12, 2021

ପରାଜୟ ପରେ ପାକିସ୍ତାନ ଟିମର କ୍ଲାସ ନେଲେ ବାବର ଆଜମ: କହିଲେ ଏମିତି କଥା…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ଲିଗ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ ହାରିନଥିଲା ପାକିସ୍ତାନ । ହେଲେ ସେମିଫାଇନାଲରେ ପାକିସ୍ତାନର ବିଜୟ ଧାରାରେ ବ୍ରେକ ଲଗାଇଥିଲା ଅଷ୍ଟ୍ରେଲିଆ । ହେଲେ ପରାଜୟ ପରେ ବି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଆତ୍ମବିଶ୍ୱାସ ଦୃଢ ରହିଛି । ଯାହାକି ଏକ ଭିଡିଓରକୁ…

ନିର୍ବାଚନ ପୂର୍ବରୁ ୫ ରାଜ୍ୟରୁ ଆସିଲା ‘ସି ଭୋଟର ସଭେ’ ରିପୋର୍ଟ, ଜାଣନ୍ତୁ କେଉଁଠି କାହାର ପଲ୍ଲା ଭାରି

କନକ ବ୍ୟୁରୋ : ୨୦୨୨ ଆରମ୍ଭରେ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ରାଜ୍ୟମାନଙ୍କ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ । ନିର୍ବାଚନକୁ ଅନେକ ଦିନ ବାକିଥିବା ବେଳେ ଏହି ରାଜ୍ୟମାନଙ୍କରେ ରାଜନୈତିକ ସରଗରମ ଦେଖିବାକୁ…

ଏମିତି ଚଢିଛି ଦୁର୍ନୀତିର ନିଶା । ବଞ୍ଚି ଥାଉ ଥାଉ ଲୋକଙ୍କୁ ମାରିଦେଇ ଟଙ୍କା ହଡପ କଲେ ସରପଞ୍ଚ ।

କନକ ବ୍ୟୁରୋ: ମଣିଷ ବଞ୍ଚିିଛି, ହେଲେ ତାକୁ ପୋଡିବାର ସମସ୍ତ ପ୍ରକ୍ରିୟା କାଗଜପତ୍ରରେ ଶେଷ ହୋଇଯାଇଛି । ସେ ମଣିଷ ବି କାଗଜପତ୍ରରେ ପୋଡିଯାଇଛି । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଏଭଳି ଏକ ଘଟଣା ଘଟିଛି । ମଣିଷ ଜୀବନର ଚିରନ୍ତତ ସତ୍ୟ ହେଉଛି…

ବୁଷ୍ଟର ଡୋଜ୍ ପାଇଁ ଆସିଗଲା କି ସମୟ? ଖୁବଶୀଘ୍ର ଆସିପାରେ ସରକାରଙ୍କ ଗାଇଡଲାଇନ୍

କନକ ବ୍ୟୁରୋ: କରୋନା ଟିକା ନେବା ପରେ ବି ଲୋକେ କରୋନାରେ ଆକ୍ରାନ୍ତ ହେଉଥିବାର ଖବର ପ୍ରକାଶ ପାଉଛି । ତେଣୁ ବୁଷ୍ଟର ଡୋଜର ଆବଶ୍ୟକତାକୁ ନେଇ ଚର୍ଚ୍ଚା ସୃଷ୍ଟି ହେଲାଣି । ନିକଟରେ ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା, ଦ୍ୱିତୀୟ ଡୋଜର ୬ମାସ ଭିତରେ ଆଉ ଏକ ଡୋଜ ନେବାକୁ ପଡିବ । ଭାରତୀୟ…

ମୋବାଇଲ ସାଜିଲା ମୃତ୍ୟୁର କାରଣ । ସାନଭାଇର ଛୁରାମାଡରେ ଆଖି ବୁଜିଲା ବଡ ଭାଇ ।

କନକ ବ୍ୟୁରୋ : ସାନ ଭାଇର ଛୁରାମାଡରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ଭଳି ଏକ ଦୁଃଖଦ ଘଟଣା ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଠାରେ ଘଟିଯାଇଛି । ମିଳିଥିବା ସୂଚନା  ଅନୁଯାୟୀ, ଲକ୍ଷ୍ମୀକାନ୍ତ ପ୍ରଧାନୀ ଗତ କିଛି ମାସ ତଳେ ନିଜ ଭିଣୋଇଙ୍କ ମୋବାଇଲ ଫୋନ ଆଣିଥିଲେ। ତେବେ ଫୋନଟି…

ଶାନ୍ତିପୂର୍ଣ୍ଣ ଭାବେ ସରିଲା କଂଗ୍ରେସର ୬ ଘଣ୍ଟିଆ ହରତାଳ । ଚକଲେଟ ବାଣ୍ଟିଲେ, ଲଣ୍ଡା ହେଲେ କଂଗ୍ରେସ କର୍ମୀ

କନକ ବ୍ୟୁରୋ: ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଘଣ୍ଟିଆ ହରତାଳ କରିଛି କଂଗ୍ରେସ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରିଥିଲେ । ହରତାଳର ଯୋଗୁଁ…