ଧୂଳିସାତ ହେଲା ପାକିସ୍ତାନର ଫାଇନାଲ ଖେଳିବା ଆଶା, ଜିତିଲା ଅଷ୍ଟ୍ରେଲିଆ

230

କନକ ବ୍ୟୁରୋ: ଆଜି ଦ୍ୱିତୀୟ ସେମିଫାଇନାଲରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ପାକିସ୍ତାନ ପରାଜିତ ହୋଇଛି । ଫଳରେ ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ ଦଳ । ଏହାସହ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି । ଏବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଫାଇନାଲ ମ୍ୟାଚ ।