Daily Archives

November 11, 2021

ବୁଡିଲା, ଭାସିଲା ତାମିଲନାଡୁ । ଲଗାଣ ବର୍ଷାରେ ବେହାଲ ଚେନ୍ନାଇ, ତାମିଲନାଡୁରେ ସ୍ଥିତି ଅସମ୍ଭାଳ ।

କନକ ବ୍ୟୁରୋ: ବର୍ଷାରେ ବେହାଲ ତାମିଲନାଡୁ । ପାଣିରେ ବୁଡିଲା ସହରଠୁ ଗାଁ । ପ୍ରବଳ ବର୍ଷା ଓ ପବନର ପ୍ରଭାବ ତାମିଲନାଡୁରେ ଦେଖିବାକୁ ମିଳିଛି । ରୋଡ ହେଉ କି ରେଳପଥ ସବୁକିଛି ଜଳମଗ୍ନ । ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବର୍ଷାର ପ୍ରଭାବରେ ସାଧାରଣ ଜୀବନ ଯାତ୍ରା…

ପେଶାରେ ଶିକ୍ଷକ, ନିଶା ତାଙ୍କର ଜଙ୍ଗଲ ସୃଷ୍ଟି କରିବା । ପରିବେଶ ପ୍ରେମରେ ଦୁର୍ଗମ ଇଲାକାର ରାଜେନ୍ଦ୍ର ସାର୍ ।

କନକ ବ୍ୟୁରୋ: ଏ ଦୃଶ୍ୟକୁ ଦେଖୁଛନ୍ତି ତ ? ସବୁଜ ପାହାଡ, ନୀଳ ଆକାଶ ଆଉ ପାହାଡର ପାଦଦେଶରେ ପାଠଶାଳା । ଆଗରେ ଡେଙ୍ଗା ଡେଙ୍ଗା ଗଛ, ଘାସର ମଖମଲ ଗାଲିଚା । ଲାଗୁଛି ଯେମିତି ଏହା ସ୍କୁଲ ନୁହେଁ ବରଂ କେଉଁ ସହରର ସବୁଜ ପାର୍କ । ହଁ, ଆଜ୍ଞା ପାର୍କ ଭଳି ଦିଶୁଛି ସତ କିନ୍ତୁ ଏହା ହେଉଛି ଦୁର୍ଗମ…

କେବେ ସ୍ୱାଧୀନ ହୋଇଥିଲା ଦେଶ: କଙ୍ଗନାଙ୍କ ବୟାନକୁ ନେଇ ବଢ଼ିଲା ବିବାଦ

କନକ ବ୍ୟୁରୋ: ବିଜେପିର ଗୁଣଗାନ କରୁଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମୋଦୀ ସରକାରର ପ୍ରଶଂସା କରିବା ପାଇଁ କିଛି ଏପରି ବୟାନ ଦେଇଦେଲେ ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଏକ କାର୍ଯ୍ୟକ୍ରମରେ କଙ୍ଗନା କହିଛନ୍ତି ୧୯୪୭ରେ ଭାରତକୁ ଯେଉଁ ସ୍ୱାଧିନତା ମିଳିଥିଲା ତାହା ଭିକ୍ଷା…

ନାଗାବଳୀ ଉପରେ ବି ଆନ୍ଧ୍ରର ଆଖି: ତଳମୁଣ୍ଡରେ ୩ଶହ କୋଟି ଟଙ୍କା ବ୍ୟୟରେ ଡ୍ୟାମ ନିର୍ମାଣ ପାଇଁ ଯୋଜନା, ପ୍ରଭାବିତ ହେବ…

କନକ ବ୍ୟୁରୋ: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଚର୍ଚ୍ଚାକୁ ଆସିଛି ନାଗବଳୀ ନଦୀ ଉପରେ ଆନ୍ଧ୍ର ଡ୍ୟାମ କରିବା ପ୍ରସଙ୍ଗ । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରଖିବାକୁ ଯାଇ ଜଗନ ରେଡୀ ଏହି ଡ୍ୟାମ ପାଇଁ ବ୍ଳୁପ୍ରିଂଟ ପ୍ରସ୍ତୁତ କରିଥିବାବେଳେ ଓଡିଶା…

ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଠକିଦେଲେ ଫଳ ବେପାରୀ । ମଗାଇଥିଲେ ଡ୍ରାଗନ ଫ୍ରୁଟର ବାକ୍ସ, ଖୋଲିଲା ବେଳେ ବାହାରିଲା…

କନକ ବ୍ୟୁରୋ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବେ ସୋସିଆଲ ମିଡିଆରେ ବେସ୍ ଚର୍ଚ୍ଚିତ । କୁହାଯାଉଛି କି ତାଙ୍କୁ କେହି ଧୋକ୍କା ଦେଇଛି । କୁହାଯାଉଛି କି ତାଙ୍କୁ ଡ୍ରାଗନ ଫ୍ରୁଟ ବାକ୍ସ ସହ ଓଜନ କରାଯାଇଥିଲା । ମାତ୍ର ଯେତେବେଳେ ବାକ୍ସ ଖୋଲାଗଲା ତା ଭିତରୁ କଦଳୀ ହିଁ ବାହାରିଥିଲା…

କୋଟିପତି ବାବୁଙ୍କ ଓଲିଉଡ ଲିଙ୍କ୍: ଦୁଇଟି ଓଡିଆ ଫିଲ୍ମରେ ଲାଗିଥିଲା ପ୍ରତାପ ସାମଲଙ୍କ ଟଙ୍କା

କନକ ବ୍ୟୁରୋ: ସିନେମାର ଏହି ପୋଷ୍ଟର ବୟାନ କରୁଛି, ପ୍ରତାପ ସାମଲଙ୍କ ସହ ଓଲିଉଡର ଲିଙ୍କ୍ । ପୁଲିସ ହାଉସିଂବୋର୍ଡରେ ଡେପୁଟୀ ମ୍ୟାନେଜର ଭାବେ କାମ କରୁଥିବା ପ୍ରତାପ ସାମଲ, ସିନେମାରେ ଟଙ୍କା ଲଗାଉଥିବା ନେଇ ତଥ୍ୟ ଆଗକୁ ଆସିଛି । ଏହି ଫିଲ୍ମରେ ଆଉ ଜଣଙ୍କ ସହ ପ୍ରଯୋଜକ ଅଛନ୍ତି ପ୍ରତାପ…