Daily Archives

November 9, 2021

ସିଦ୍ଧୁଙ୍କ ଆଗରେ ହାର ମାନିଲେ ମୁଖ୍ୟମନ୍ତ୍ରୀ ଚନ୍ନି: ପଂଜାବ କ୍ୟାବିନେଟରୁ ଇସ୍ତଫା ଦେଲେ ଆଡଭୋକେଟ୍ ଜେନେରାଲ ଏପିଏସ…

କନକ ବ୍ୟୁରୋ: ସିଦ୍ଧୁଙ୍କ ଦାବିକୁ ମାନିନେଲେ ପଞ୍ଜାବ ସରକାର । ପଂଜାବ କଂଗ୍ରେସ ଅଧ୍ୟକ୍ଷଙ୍କ ଜିଦ୍ ଆଗରେ ହାର ମାନିଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ଶେଷରେ ପଂଜାବ ଆଡଭୋକେଟ ଜେନେରାଲଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ପଂଜାବ କ୍ୟାବିନେଟ । ପଂଜାବର ଏହି ଗୁରୁତ୍ୱପୁର୍ଣ ଦାୟିତ୍ୱ…

କୋଇଲା ଦୁର୍ନୀତି ମାମଲା । ଅଭିଷେକ ବାନାର୍ଜୀଙ୍କ ପାଇଁ ବଢିଲା ଅଡୁଆ, ବିନୟ ମିଶ୍ରାଙ୍କ ସହ ଅନ୍ୟ ସାଥୀଙ୍କ ୯ କୋଟି…

କନକ ବ୍ୟୁରୋ : କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଅଭିଷେକଙ୍କ ନିକଟତର କୁହାଯାଉଥିବା ବିନୟ ମିଶ୍ରା ସମେତ ୩ ଜଣ ଅଭିଯୁକ୍ତଙ୍କ ୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଇଡିର ଜଣେ…

ଖାଲି ପାଦରେ ବଡ ପଦକ: ରେଡ୍ କାର୍ପେଟରେ ବଡ ହୃଦୟର ବ୍ୟକ୍ତିଙ୍କୁ ଦେଖିଲା ଭାରତ

କନକ ବ୍ୟୁରୋ: ରେଡ୍ କାର୍ପେଟରେ ବଡ ହୃଦୟର ବ୍ୟକ୍ତି । ସେ ହେଉଛନ୍ତି ତୁଳସୀ ଗୌଡ଼ା । ଦିନ ଏମିତି ଖାଲି ପାଦରେ ଧାଇଁ ଧାଇଁ କର୍ଣ୍ଣାଟକରେ ୩୦ ହଜାର ଗଛ ଲଗାଇ ତିଆରି କରିଛନ୍ତି ଜଙ୍ଗଲ । ଆଉ ସେଇଥିପାଇଁ ରେଡ୍ କାର୍ପେଟରେ ଆସି ସାରା ଦେଶକୁ ଚମକାଇ ଦେଇଛନ୍ତି । ସେହିପରି ରେଡ୍ କାର୍ପେଟରେ କମଳା…

ରାସ୍ତାରେ ଡରାଉଥିଲେ ଏବେ ପୁଲିସକୁ ଡରୁଛନ୍ତି । କେବିଏନ୍ ଗ୍ୟାଙ୍ଗର ୨ ସଦସ୍ୟ କଲେ କୋର୍ଟରେ ଆତ୍ମସର୍ପଣ

କନକ ବ୍ୟୁରୋ: ରାସ୍ତାରେ ଡରାଉଥିଲେ, ଏବେ ପୋଲିସକୁ ଡରୁଛନ୍ତି  । ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇଥିବା କେବିଏନ ଗ୍ୟାଙ୍ଗ ଏବେ ପୋଲିସ୍ ଟାର୍ଗେଟରେ ଥିବା ବେଳେ ଗ୍ୟାଙ୍ଗ ସଦସ୍ୟଙ୍କ ମନରେ ଛନକା ପଶିଛି  । ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛି ଚେଙ୍ଗ ଓରଫ ରାଜେଶ ବେହେରା ଓ ସନିଆ…

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ: ରୋହିତ ଶର୍ମା ହେଲେ ଅଧିନାୟକ, ଏହି ନୂଆ ଖେଳାଳିଙ୍କୁ ମିଳିଲା ସୁଯୋଗ

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଏଥିରେ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଛି । ସେହିପରି ଲୋକେଶ ରାହୁଲ ଉପ ଅଧିନାୟକ ଦାୟିତ୍ୱରେ ରହିଛନ୍ତି । ଏହି ସିରିଜରେ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା…