Daily Archives

November 6, 2021

ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତାରେ କେଜ୍ରିୱାଲ ସରକାର: ଦିପାବଳୀର ୨ ଦିନ ପରେ ବି ରାଜଧାନୀ ବାୟୁମଣ୍ଡଳରେ ଭରି ରହିଛି…

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଚଳିତ ଥର କାମ ଦେଇନଥିଲା କଟକଣା । ଦୀପାବଳିରେ ସୁପ୍ରିମକୋର୍ଟ ଓ ପ୍ରଶାସନର କଟକଣାକୁ ବେଖାତିର କଲେ ଦିଲ୍ଲୀ ବାସି । ଆଉ ଫୁଟାଇଲେ ଜବରଦସ୍ତ ବାଣ । ଆଉ ପରିଣାମ ଭୋଗୁଛନ୍ତି ପୁରା ଦିଲ୍ଲୀବାସୀ । ରାଜଧାନୀରେ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି । ବାୟୁର…

ସରିଲା ଅନୀଲ ଦେଶମୁଖଙ୍କ ରିମାଣ୍ଡ: ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ 

କନକ ବ୍ୟୁରୋ: ଜେଲ ଗଲେ ମହାରାଷ୍ଟ୍ର ପୁର୍ବତନ ଗୃହମନ୍ତ୍ରୀ । ମୁମ୍ବାଇ ପିଏମଏଲଏ କୋର୍ଟ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ଆବେଦନ ଖାରଜ କରି ୧୪ ଦିନିଆ ବିଚାର ବିଭାଗିୟ ହାଜତକୁ ପଠାଇଛନ୍ତି । ମୁମ୍ବାଇ ପୂର୍ବତନ କମିଶନର ପରମବୀର ସିଂହ ଅନିଲ ଦେଶମ୍ରୁଖଙ୍କ ବିରୁଦ୍ଧରେ ବଟି…

ମମିତା ହତ୍ୟା ପ୍ରସଙ୍ଗକୁ ବିଜେଡିର କାଉଣ୍ଟର । ଇତିଶ୍ରୀ ଓ କୁନ୍ଦୁଲି ମାମଲାର ଭିଡିଓ ଦେଖାଇ ବିରୋଧୀଙ୍କୁ ଟାର୍ଗେଟ ।

କନକ ବ୍ୟୁରୋ: ମମିତା ମେହେର ମୃତ୍ୟୁ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ପାଇଁ ବିରୋଧୀ ଦାବି ଦୋହରାଉଥିବା ବେଳେ କାଉଣ୍ଟର ଆଟାକ କରିଛି ବିଜେଡି  । ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରି ବିଜେଡି କହିଛି ଯେ, ନିର୍ବାଚନ ଆସିଲେ ଏ ଦୁଇ ଦଳଙ୍କର ନାରୀ ସୁରକ୍ଷା କଥା ମନେପଡ଼େ…

ରାଜ୍ୟରେ ରକ୍ତଚରିତ୍ର ଉପରେ ଲାଗିବ ରୋକ୍ । ସଂଗଠିତ ଅପରାଧ ରୋକିବାକୁ ଆସିବ ନୂଆ ଆଇନ୍ !

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଢାଞ୍ଚାରେ ଓଡ଼ିଶାରେ ଆସିବ ଗୁଣ୍ଡା ବିଲ୍ । ସାବାଡ଼ ହେବେ ଅସାମାଜିକ ଓ ଅପରାଧୀ । ରାଜରାସ୍ତାରେ ଉତ୍ପାତ କରୁଥିବା, ଲୋକଙ୍କୁ ଡରାଇ ଧମକାଇ ଦାଦାବଟି ଆଦାୟ କରୁଥିବା, ସଂଗଠିତ ଅପରାଧ କରିବାର ମାନସିକତା ରଖୁଥିବା ବ୍ୟକ୍ତି ଆଉ ବର୍ତିପାରିବେ ନାହିଁ । ଏପରିକି…

ପଞ୍ଚାୟତ ଲଢ଼େଇରେ କେତେ ଟଙ୍କା ଦରକାର ହୁଏ? ମତ ଦେଲେ ସରପଞ୍ଚ ଆଶାୟୀ । ଏପଟେ ସର୍ବଦଳୀୟ ବୈଠକରେ ଖର୍ଚ୍ଚ ସୀମା…

କନକ ବ୍ୟୁରୋ: ଏଥର ବ୍ୟୟବହୁଳ ହେବ କି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ? କାରଣ ପ୍ରାର୍ଥୀଙ୍କ ଖର୍ଚ୍ଚସୀମା ବଢ଼ାଇବାକୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଛି । ସରପଞ୍ଚଙ୍କ ପାଇଁ ସର୍ବାଧିକ ଖର୍ଚ୍ଚସୀମା ୮୦ ହଜାର ଥିବା ବେଳେ ଏହାକୁ ୨ ଲକ୍ଷ କରିବାକୁ ଦାବି ହୋଇଛି । ନିର୍ବାଚନରେ କେତେ…

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ତେଜିଲା ରାଜନୀତି । ବିରୋଧ କରିବା ପାଇଁ ବିରୋଧୀଙ୍କ ଜୋରଦାର ପ୍ରସ୍ତୁତି ।

କନକ ବ୍ୟୁରୋ: ମମିତା ମେହେର ମାମଲାରେ ଆନ୍ଦୋଳନ ତେଜୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସମରସଜ୍ଜା କରିଛନ୍ତି ବିରୋଧୀ । ବିଜେପି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବାକୁ ଦାବି କରିଥିବା ବେଳେ କଂଗ୍ରେସ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ…