Daily Archives

October 25, 2021

ବଢିଲା ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଅଡୁଆ । ଆରୟନଙ୍କୁ ଗିରଫ ମାମଲାରେ ଲାଞ୍ଚ ମାଗିବା ନେଇ ଅଭିଯୋଗ ।

କନକ ବ୍ୟୁରୋ: ଆରୟନ ଖାନଙ୍କୁ ଛାଡିବା ପାଇଁ ୨୫ କୋଟିର ଡିମାଣ୍ଡ କରିଥିଲେ ଏନସିବି ଅଧିକାରୀ । ଏଭଳି ଏକ ବଡ ଅଭିଯୋଗ ଲାଗିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେଙ୍କ ବିରୋଧରେ । ଅକ୍ଟୋବର ୨ ତାରିଖରେ ଆରୟନ ଖାନଙ୍କୁ ମୁମ୍ବାଇ କ୍ରୁଜରୁ ଗିରଫ କରିବା ପରେ…

ବିରୋଧୀଙ୍କ ଇସ୍ତଫା ଦାବି ଭିତରେ ସାମ୍ନାକୁ ଆସିଲେ ଦିବ୍ୟଶଙ୍କର । ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଲେ ବଡ଼…

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ସମ୍ପର୍କକୁ ନେଇ ବିବାଦ ଭିତରେ ସାମ୍ନାକୁ ଆସିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଲୋକସେବା ଭବନରେ ସୁଷ୍ମ, ଲଘୁ ଓ ମଧ୍ୟମ ବିଭାଗର ଏକ ସେମିନାରରେ ଅଧ୍ୟକ୍ଷତା କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର…

ଚୀନରେ ପୁଣି କରୋନା ଆତଙ୍କ । ଡେଲଟା ଭୂତାଣୁରେ ବଢିବାରେ ଲାଗିଛି ସଂକ୍ରମଣ ।

କନକ ବ୍ୟୁରୋ: ଚୀନରେ ଡେଲ୍ଟା ଆତଙ୍କ । କରୋନା ଭୂତାଣୁକୁ ନେଇ ଏବେ ଚୀନରେ ପୁଣିଥରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ ଚୀନର ଉତ୍ତର-ପୂର୍ବ ରାଜ୍ୟରେ ବ୍ୟାପିବାରେ ଲାଗିଛି । ବିଶେଷ କରି ମଙ୍ଗୋଲିଆରେ ସଂକ୍ରମଣ ଦ୍ରୁତ ବେଗରେ ବଢୁଥିବା ଦେଖିବାକୁ ମିଳିଛି…

ପୋଲିସ ଷ୍ଟେସନରୁ ଫେରାର ହେବା ପରେ କେମିତି ମେଡିକାଲରେ କୋଭିଡ୍ ଟେଷ୍ଟ କଲା ଗୋବିନ୍ଦ ସାହୁ ? ହତ୍ୟାକାରୀକୁ ଫେରାର…

କନକ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ନେଇ ବଡ ଖୁଲାସା ହୋଇଛି । ୧୭ତାରିଖରେ ଟିଟିଲାଗଡ ଥାନାରୁ ଫେରାର ହୋଇଥିଲେ ଅଭିଯୁକ୍ତ ଗୋବିନ୍ଦ ସାହୁ । କିନ୍ତୁ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ୧୮ତାରିଖ ଦିନ ଗୋବିନ୍ଦଙ୍କ କୋଭିଡ ଟେଷ୍ଟ ହୋଇଥିବା…

ମମିତାଙ୍କ ମୃତ୍ୟୁ ପରେ ଖୋଲିଲା ମହାଲିଙ୍ଗ କଲେଜ । ଆରମ୍ଭ ହେଲା ପାଠପଢା, ହେଲେ ଟିସି ନେବାକୁ ଲାଗିଲା ଭିଡ ।

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲା ପରେ ଚର୍ଚ୍ଚାକୁ ଆସିଥିବା ମହାଲିଙ୍ଗ କଲେଜରେ ଆରମ୍ଭ ହୋଇଛି ପାଠପଢା । ପରିସ୍ଥିତିକୁ ପୁଣିଥରେ ସ୍ୱାଭାବିକ କରିବା ପାଇଁ ଅଧ୍ୟାପକ କଲେଜ ଆସି ପାଠ ପଢାଇଛନ୍ତି । ହତ୍ୟାକାଣ୍ଡକୁ ନେଇ ମହାଲିଙ୍ଗ କଲେଜ ବିବାଦୀୟ ହୋଇପଡିଥିବା ବେଳେ ଟିସି ନେବାକୁ…