Daily Archives

October 21, 2021

ମମିତା ହତ୍ୟା ମାମଲା: ଦୁଇ ଅଟକଙ୍କୁ ଛାଡିଲା ପୋଲିସ

କନକ ବ୍ୟୁରୋ: ମମିତା ହତ୍ୟା ମାମଲାରେ ଦୁଇ ଅଟକଙ୍କୁ ଛାଡିଲା ପୋଲିସ । ଚାଳକ ପୁଷ୍କର ଭୋଇ ଓ ଗୁପ୍ତେଶ୍ୱର ତାଣ୍ଡିକୁ ଛାଡିଲା ପୋଲିସ । ପଚରା ଉଚରା ପରେ ଦୁଇ ଜଣଙ୍କୁ ପୋଲିସ ଛାଡିଦେଇଥିବା ସୂଚନା । ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ ।…

ମମିତାଙ୍କ ମୋବାଇଲ ପୋଡି ଦିଆଯାଇଛି, ପ୍ରମାଣ ନଷ୍ଟ କରିଛି ଗୋବିନ୍ଦ : ସୂଚନା ଦେଲେ ଉତ୍ତରାଞ୍ଚଳ ଡିଆଇଜି

କନକ ବ୍ୟୁରୋ: ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ନେଇ ପୁଣି ନୂଆ ତଥ୍ୟ ସାମ୍ନାକୁ ଆସିଛି । ମମିତାଙ୍କ ମୋବାଇଲ ପୋଡି ଦିଆଯାଇଛି । ମୋବାଇଲ ପୋଡି ପ୍ରମାଣ ନଷ୍ଟ କରାଯାଇଛି । ଅନେକ ତଥ୍ୟ ପୋଡି ନଷ୍ଟ ହୋଇଯାଇଛି । ପ୍ରମାଣ ନଷ୍ଟ କରିଛି ଅଭିଯୁକ୍ତ ଗୋବିନ୍ଦ । ଏନେଇ ସୂଚନା ଦେଇଛନ୍ତି…

କରୋନା ଲଢ଼େଇରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ଶହେ କୋଟି ଟପିଲା ଟିକାକରଣ ।  

କନକ ବ୍ୟୁରୋ : ଆଜି କରୋନା ବିରୋଧୀ ଲଢେଇରେ ଆମ ଦେଶ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଶହେ କୋଟି ଡୋଜ୍ ଆଜି ଅତିକ୍ରମ କରିଛି ଭାରତ । ଏଥିସହ ୧୮ ବର୍ଷରୁ ଅଧିକ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ ଗୋଟିଏ ଡୋଜ୍ ଦିଆଯାଇ ପାରିଛି । ଏବଂ ପ୍ରାୟ ୩୧ ପ୍ରତିଶତ ଲୋକଙ୍କୁ ଦୁଇଟି ଡୋଜ ଦିଆଯାଇ ପାରିଛି ।…

ଝିଅ ମମିତା ନିଖୋଜ ପରେ ଥାନାରୁ ଥାନା ଘୁରୁଥିଲା ପରିବାର । କିନ୍ତୁ କିଛି ଶୁଣୁନଥିଲା ନିଷ୍ଠୁର ପୋଲିସ ।

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ପୁଲିସର ଭୂମିକା ସମସ୍ତଙ୍କ ନଜରକୁ ଆସିଛି । ମମିତା ନିଖୋଜ ହେବା ପରେ ପରିବାର ଲୋକେ ଥାନାରୁ ଥାନାକୁ ଦୌଡୁଥିଲେ, କିନ୍ତୁ ତାଙ୍କ କଥା କେହି ଶୁଣୁନଥିଲେ । ମମିତା ମେହେର ୮ ତାରିଖରେ ନିଖୋଜ ହେବା ପରଦିନ ପରିବାର ଲୋକେ ଯେତେବେଳେ ଏତଲା ଦେବାକୁ…

ପ୍ରମିଳାଙ୍କ ଟାର୍ଗେଟରେ ଲେଖାଶ୍ରୀ: କହିଲେ, ମୋ ପାଖକୁ ଟିକେଟ ପାଇଁ ଆସିଥିଲେ, ଏବେ ବିଜେପିରେ ଯାଇ କଥା କହୁଛନ୍ତି 

କନକ ବ୍ୟୁରୋ: ମମିତା ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟରାଜନୀତି ଚଳଚଞ୍ଚଳ ହୋଇ ପଡିଛି । ଏହି ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ହେଲେ ଏହାରି ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ଲେଖାଶ୍ରୀ…