Daily Archives

October 21, 2021

ଆର୍ଥର ରୋଡ ଜେଲରେ ପ୍ରଶଂସକଙ୍କୁ ହାତ ଯୋଡିଲେ ଶାହାରୁଖ, ଭିଡିଓ ହେଉଛି ଭାଇରାଲ

କନକ ବ୍ୟୁରୋ : ଆଜି ବଲିଉଡ ଅଭିନେତା ଶାହାରୁଖ ଖାନ ନିଜ ପୁଅକୁ ଭେଟିବାକୁ ଆର୍ଥର ରୋଡ ଜେଲରେ ପହଂଚିଥିଲେ । ଏହି ସମୟର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ଶାହାରୁଖଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁ ଭିଡିଓରେ ସେ…

କଲେଜରେ ଚାଲିଥିଲା ସେକ୍ସ ରାକେଟ୍ ! ମହାଲିଙ୍ଗ କଲେଜ ଲେଡିଜ୍ ହଷ୍ଟେଲରେ ଲୁଚି ରହିଛି ଅନେକ ଗୁମର ।

କନକ ବ୍ୟୁରୋ : ଗୋବିନ୍ଦ ସାହୁଙ୍କ ବିରାଟ ସାମ୍ରାଜ୍ୟରେ ସବୁ ଠାରୁ ରହସ୍ୟମୟ ହେଉଛି କଲେଜର ଲେଡିଜ୍ ହଷ୍ଟେଲ । ଆଜି ପୁଲିସ ଲେଡିଜ୍ ହଷ୍ଟେଲ ଯାଇ ଛାନଭିନ୍ କରିଛି । ସେପଟେ କଲେଜରେ ପଢୁଥିବା ଜଣେ ଛାତ୍ର କହିଛନ୍ତି, କଲେଜରେ ସେକ୍ସ ରାକେଟ୍ ଚାଲିଥିବା ନେଇ ସେମାନେ ଜାଣିଥିଲେ । ଗୋବିନ୍ଦଙ୍କ…

ନୃଶଂସ ଓ ବର୍ବରତାର ସୀମା ଟପିଥିଲା ଗୋବିନ୍ଦ । ଖଣ୍ଡ ଖଣ୍ଡ କରି କାଟିଥିଲା ମମିତାଙ୍କ ଶରୀର ! ପ୍ରମାଣ ପାଇଁ ପୁଣି…

କନକ ବ୍ୟୁରୋ : ମମିତା ହତ୍ୟା ଘଟଣାରେ ଗୋବିନ୍ଦ ସାହୁଙ୍କ ମୁଖ୍ୟ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି ପୁଲିସ । ରାଧେଶ୍ୟାମ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ମମତାଙ୍କୁ ହତ୍ୟା କରିବା, ଖଣ୍ଡ ଖଣ୍ଡ କରି କାଟିବା ଓ ଶେଷରେ ପୋଡିବାରେ ଗୋବିନ୍ଦଙ୍କୁ ସହାୟତା କରିଥିଲେ । ମାମଲାରେ ତଦନ୍ତ…

ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଭବିଷ୍ୟବାଣୀ: ଟି-୨୦ ବିଶ୍ୱକପ ସେମିଫାଇନାଲକୁ ଯିବେ ଏହି ୪ଟିମ୍

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ସୁପର ୧୨ ମ୍ୟାଚ ଅକ୍ଟୋବର ୨୩ରୁ ଆରମ୍ଭ ହେବ । ହେଲେ ଏହାପୂର୍ବରୁ ହିଁ ଟି-୨୦ ବିଶ୍ୱକପର ସେମିଫାଇନାଲ ଟିମକୁ ନେଇ ଭବିଷ୍ୟବାଣୀ କରାଯାଇଛି । ଆଉ ଏହି ଭବିଷ୍ୟବାଣୀ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରଡ ହଗ । ତେବେ ଆସନ୍ତୁ ଜାଣିବା ସେ କେଉଁ ୪…

ପାକିସ୍ତାନ ଆର୍ଥିକ ସ୍ଥିତିର ସ୍ପଷ୍ଟ ଚିତ୍ର, ଅର୍ଥ ଯୋଗାଡ କରିବାକୁ ବିଦେଶରୁ ମିଳିଥିବା ପୁରସ୍କାର ବି ବିକିଦେଲେ…

କନକ ବ୍ୟୁରୋ : ପାକିସ୍ତାନର ଆର୍ଥିକ ସଂକଟ ସହ ମହଙ୍ଗା ମାଡକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହାରି ମଧ୍ୟରେ ଇମ୍ରାନ ଖାନ ପୁରସ୍କାର ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମାରିୟମ ନୱାଜ…

ମମିତାଙ୍କୁ ନ୍ୟାୟ ଦେବା ନୁହେଁ କେସକୁ ବୁଲାଇ ବଙ୍କେଇ ଯାତ୍ରା କରିବା ବିଜେପିର ଉଦ୍ଦେଶ୍ୟ । ଲେଖାଶ୍ରୀଙ୍କୁ ଟାର୍ଗେଟ…

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି । ଅନ୍ୟପଟେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଆଉ ଏହି…