Daily Archives

October 20, 2021

ମହାଲିଙ୍ଗ କଲେଜକୁ ଜୀବନଠୁ ଅଧିକ ଭଲ ପାଆନ୍ତି ମନ୍ତ୍ରୀ ଦିବ୍ୟଶଙ୍କର…! ଜାଣନ୍ତୁ କଣ କହିଥିଲେ ସାଥୀ ମନ୍ତ୍ରୀ…

କନକ ବ୍ୟୁରୋ : ମହାଲିଙ୍ଗ କଲେଜ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଜୀବନ । ମହାଲିଙ୍ଗ କଲେଜକୁ ମନ୍ତ୍ରୀ ଜୀବନ ଠାରୁ ବି ଅଧିକ ଭଲ ପାଆନ୍ତି । ମହାଲିଙ୍ଗ କଲେଜ ପ୍ରତି ମନ୍ତ୍ରୀଙ୍କର ଆତ୍ମୀୟତା ରହିଛି, ଭଲପାଇବା ରହିଛି । ମହାଲିଙ୍ଗ କଲେଜର ଛାତ୍ରଛାତ୍ରୀ ବହୁତ ଶୃଙ୍ଖଳିତ । ଏଭଳି କଥା ଆମେ କହୁନୁ ବରଂ…

ସିଦ୍ଧୁଙ୍କୁ ପୁଣି ଶବ୍ଦବାଣ ମାରିଲେ କ୍ୟାପଟେନ୍ । କହିଲେ, ସିଦ୍ଧୁଙ୍କୁ କଂଗ୍ରେସ ଯେତେଶୀଘ୍ର ଦଳରୁ ବାହାର କରିବ ସେତେ…

କନକ ବ୍ୟୁରୋ: ପଞ୍ଜାବରେ ଜାରି ରହିଥିବା ରାଜନୈତିକ ଯୁଦ୍ଧ ଭିତରେ ଏବେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ୍ ଅମରିନ୍ଦର ସିଂହ ନୂଆ ଦଳ ଗଢିବା ନେଇ ଘୋଷଣା କରିଛନ୍ତି । ଆଉ ତାଙ୍କର ଏହି ଘୋଷଣା ପରେ ପଞ୍ଜାବରେ ରାଜନୀତି…

ଜାମ୍ମୁକାଶ୍ମୀରରେ ସେନାକୁ ବଡ ସଫଳତା । ୧୫ ଦିନରେ ୧୫ ଆତଙ୍କୀ ସଫା, ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ ।

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ଜାରି ରହିଛି ସେନାର ସର୍ଚ୍ଚ ଅପରେସନ । ଗତ ୨୪ ଘଣ୍ଟା ଭିତରେ ସେନା ଗୁଳିରେ ନିପାତ ହୋଇଛନ୍ତି ୨ କୁଖ୍ୟାତ ଆତଙ୍କବାଦୀ । ହେଲେ ଏନକାଉଣ୍ଟର ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଘାଟିରେ ଆତଙ୍କରାଜ ବୃଦ୍ଧି ପାଉଥିବାରୁ ଗତ କିଛିଦିନ ଧରି ସେନା ପକ୍ଷରୁ…

ଆରୟନ ଖାନଙ୍କୁ ମିଳିଲାନି ଜାମିନ୍ । ବେଲ୍ ଆବେଦନ ଖାରଜ କଲେ କୋର୍ଟ ।

କନକ ବ୍ୟୁରୋ : ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଆଜି ବି ମିଳିଲା ନାହିଁ ଜାମିନ । ଜେଲରୁ ବାହାରି ପାରିଲେ ନାହିଁ ଆରୟନ । କାରଣ, ଏନଡିପିଏସ କୋର୍ଟ ପୁଣି ଥରେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ…

ଭରସା ତୁଟୁଛି ପୋଲିସ ଉପରୁ…! କାହା ସତ ଲୁଚାଇବାକୁ ମିଛ କହୁଥିଲା ପୋଲିସ?

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ ଘଟଣା ଉପରୁ ପୋଲିସ କେବଳ ପରଦା ହଟାଇନି ବରଂ ଅନେକ ପ୍ରଶ୍ନ ଛିଡା କରିଛି । ପୋଲିସର ପରକୀୟା ଥିଓରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ । ପ୍ରେସମିଟରେ ମନ୍ତ୍ରୀଙ୍କ ବାବଦରେ ପଚରାଯାଇଥିବା ପ୍ରଶ୍ନକୁ ଉତ୍ତରାଞ୍ଚଳ ଡିଆଇଜି ଏଡାଇ ଯାଇଛନ୍ତି ।…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋର ଧରିଲା ଦଳଡିଆଁ ରାଜନୀତି । ପୁରୁଣା ଦଳ ଛାଡି ନୂଆ ଦଳରେ ସାମିଲ ହେଉଛନ୍ତି ନେତା ଓ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ଜୋର ଧରିଛି ଦଳ ଡିଆଁ ପର୍ବ । ଗତ କିଛି ଦିନ ତଳେ କଂଗ୍ରେସ ନେତା ଚନ୍ଦ୍ରଶେଖର ମାଝୀ ବିଜେଡିରେ ସାମିଲ ହୋଇଥିବାବେଳେ ଆଜି ପୁଣି ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେଶିକା ଶଙ୍ଖ ଧରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଭୂଜବଳ ମାଝୀ ମଧ୍ୟ…