Daily Archives

October 14, 2021

‘ୱାର୍କ ଫ୍ରମ ହୋମ’ ସୁବିଧା ହଟାଇଲା ଟିସିଏସ: ନଭେମ୍ବର ୧୫ରୁ ଅଫିସ ଯିବେ କର୍ମଚାରୀ

କନକ ବ୍ୟୁରୋ: ମାର୍ଚ୍ଚ ୨୦୨୦ରୁ କରୋନା ସଂକ୍ରମଣ ବଢ଼ିବା ପରେ ‘ୱାର୍କ ଫ୍ରମ ହୋମ’ ନିୟମ ଲାଗୁ କରିଥିଲେ ସରକାର। କରୋନା ସଂକ୍ରମଣକୁ କମ କରିବା ପାଇଁ ଘରେ ରହି କାମ କରିବାକୁ ସରକାର ପରାମର୍ଶ ଦେଇଥିଲେ। ପରେ ସଂକ୍ରମଣ କମ ହେବା ପରେ ଧୀରେ ଧୀରେ ବିଭିନ୍ନ ସରକାରୀ ଏବଂ ବେସରକାରୀ…

ଦୁନିଆର ସବୁଠାରୁ ଦାମୀ ପାଣି ବୋତଲ: ଦାମ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

କନକ ବ୍ୟୁରୋ: ଜଳ ହିଁ ଜୀବନ, ଏ କଥା ଆମେ ସମସ୍ତେ ଜାଣିଛେ । ପାଣି ଆମକୁ ସବୁ ସ୍ଥାନରେ ମିଳିଥାଏ । ହେଲେ ଅନେକ ଲୋକ ବିଭିନ୍ନ ବ୍ରାଣ୍ଡର ପାଣି ପିଇବାକୁ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ପାଣି ବୋତଲ ବ୍ରାଣ୍ଡ ନାଁ କହିବୁ ଯାହାର ମୂଲ୍ୟ ଲକ୍ଷାଧାକ ଟଙ୍କା । ଏହା ଆଶ୍ଚର୍ଯ୍ୟ…

ପଞ୍ଜାବ କଂଗ୍ରେସର ନୂଆ ସମୀକରଣ । ଅମରିନ୍ଦରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଚନ୍ନି, ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀରେ…

କନକ ବ୍ୟୁରୋ : ନବଜୋତସିଂ ସିଦ୍ଧୁଙ୍କ ସହ ସଂପର୍କ ଖରାପ ହେବାପରେ ପଞ୍ଜାବ କଂଗ୍ରେସ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ପ୍ରଥମଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂଙ୍କୁ ଭେଟିଛନ୍ତି । ଅମରିନ୍ଦର ଓ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟରେ…

ପାକିସ୍ତାନକୁ ଚେତାବନୀ ଦେଲେ ଅମିତ ଶାହା । କହିଲେ, ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କରିପାରିବ ଭାରତ

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ନାଗରିକମାନଙ୍କୁ କରିବା ଆକ୍ରମଣ ଘଟଣାରେ ଏବେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯଦି ଆଗାମୀ ଦିନରେ ପାକିସ୍ତାନ ଜାମ୍ମୁ କାଶ୍ମୀରରେ ଏଭଳି ଆତଙ୍କବାଦୀ ଗତିବିଧି ଜାରି ରଖେ ଏବଂ ନାଗରିକମାନଙ୍କୁ ହତ୍ୟା…

କେନ୍ଦୁଝର ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

କନକ ବ୍ୟୁରୋ: କେନ୍ଦୁଝର ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସମେତ ଏହି ମାମଲାରେ ୫ ଜଣ ଗିରଫ ହୋଇସାରିଛନ୍ତି । ସେମାନଙ୍କଠାରୁ ୨ଟି ଅଫୁଟା ଗୁଳି, ୪ଟି ମୋବାଇଲ ଓ ଗୋଟିଏ ବାଇକ ଜବତ ହୋଇଛି । ଗତ ରବିବାର ମୋହନ ମାଝିଙ୍କ ଗାଡିକୁ…

ନିଶା ପାଇଁ ଛାଡିଦେଲେ ପେଶା: ପରିଣତ ବୟସରେ ସଂଗ୍ରହ କରିଛନ୍ତି ବିଲୁପ୍ତ ସାମଗ୍ରୀ, କରିଛନ୍ତି ମ୍ୟୁଜିୟମ

କନକ ବ୍ୟୁରୋ: ପେସାରେ ଜଣେ ଇଞ୍ଜିନିୟର ହେଲେ ନିଶା ତାଙ୍କର ବିଭିନ୍ନ ଦୁର୍ଲଭ ଓ ବିଲୁପ୍ତ ପ୍ରାୟ ସାମଗ୍ରୀକୁ ସଂଗ୍ରହ କରିିବା । ଏହି ସଂଗ୍ରହ ନିଶା ପାଇଁ ସେ ଇଂଜିନିୟରିଂ ଚାକିରି ଛାଡିଲେ, ଏବେବି ପରିଣତ ବୟସରେ ପୁରୁଣା ସାମଗ୍ରୀକୁ ସାଇତି ରଖିବା ନିଶାରେ ମସଗୁଲ । ଖୋର୍ଦ୍ଧା ବୋଲଗଡ ଅଂଚଳର…